ପେଟ୍ରୋଲ ଡିଜେଲ ଉପରୁ ଭାଟ କମାଇଲେ ରାଜ୍ୟ ସରକାର, ଲାଗୁ ହେଲା ନୂଆ ଦର
ପେଟ୍ରୋଲ ଡିଜେଲ ଉପରୁ ଭାଟ କମାଇଲେ ରାଜ୍ୟ ସରକାର, ଲାଗୁ ହେଲା ନୂଆ ଦର ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ ପୁଣି ହ୍ରାସ ପାଇଲା ତେଲ ଦର । ପେଟ୍ରୋଲ ଓ ଡିଜେଲ ଉପରୁ ରାଜ୍ୟ ସରକାର ଭାଟ କମାଇବା ପରେ ତେଲ ଦର ଆହୁରି କମିବ ବୋଲି ଜଣାପଡ଼ିଛି ।…












