ଚୋରି ମୋବାଇଲ ଫେରାଇଲା କଟକ କମିଶନରେଟ ପୁଲିସ
ଚୋରି ମୋବାଇଲ ଫେରାଇଲା କଟକ କମିଶନରେଟ ପୁଲିସ କଟକ(ଏନ୍.ଏମ୍.): କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଚୋରି ହୋଇଥିବା ବାଇକ୍ ଓ ସାଇକେଲ୍କୁ ଉଦ୍ଧାର କରି ସ୍ୱତନ୍ତ୍ର ମେଳାରେ ମାଲିକମାନଙ୍କୁ ହସ୍ତାନ୍ତର କରିବା ପରେ ଆଜି ଶତାଧିକ ମୋବାଲ୍କୁ ଫୋନ୍ ଫେରସ୍ତ କରିଛି କମିଶନରେଟ ପୁଲିସ ।…





