ରାଜ୍ୟ ଆଇନ ସେବା ଭବନରେ ଖୋଲିଲା ମଧ୍ୟସ୍ଥତା କେନ୍ଦ୍ର
ରାଜ୍ୟ ଆଇନ ସେବା ଭବନରେ ଖୋଲିଲା ମଧ୍ୟସ୍ଥତା କେନ୍ଦ୍ର #କଟକ(ଏନ୍.ଏମ୍.): ରାଜ୍ୟ ଆଇନ ସେବା ଭବନରେ ମଧ୍ୟସ୍ଥତା କେନ୍ଦ୍ର ଉଦଘାଟିତ ହୋଇଛି । ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ ଏମ ଖାନଉଇଲକର ଓ ଜଷ୍ଟିସ ଏ ଏସ ବୋପାନ୍ନାଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଯାଇଛି । ଓଡିଶା…




