ବେଆଇନ କାରବାର ବେଳେ ଜଣେ ଗିରଫ: ୧କିଲୋ ୧ଶହ ଗ୍ରାମ ଗଞ୍ଜେଇ ଜବତ
ବେଆଇନ କାରବାର ବେଳେ ଜଣେ ଗିରଫ: ୧କିଲୋ ୧ଶହ ଗ୍ରାମ ଗଞ୍ଜେଇ ଜବତ କଟକ/ଜଗତପୁର(ଏନ୍.ଏମ୍.): କଟକ କମିଶନରେଟ ପୁଲିସ ପଞ୍ଝାରେ ଚୋରା ଗଞ୍ଜେଇ ବ୍ୟବସାୟୀ । ଦୀର୍ଘ ଦିନ ଧରି ବେଆଇନ ଭାବେ ଗଞ୍ଜେଇ କାରବାର କରୁଥିବା ଜଣେ ଅଭିଯୁକ୍ତକୁ ଜଗତପୁର ଥାନା ପୁଲିସ ଗିରଫ କରିବା ସହ ତା ନିକଟରୁ ୧କିଲୋଗ୍ରାମ ୧ଶହ ଗ୍ରାମ ଗଞ୍ଜେଇ ସହିତ ଓଡି୦୪ଏନ୭୩୮୦ନମ୍ବର ବିଶିଷ୍ଟ ଏକ ହୋଣ୍ଡା ଆକ୍ଟିଭାକୁ ଜବତ କରିଛି । ସୂଚନା ଅନୁଯାୟୀ ଗତକାଲି ଉକ୍ତ ହୋଣ୍ଡା…
