କଟକ କନ୍ଦରପୁର ଥାନା ଅଞ୍ଚଳରେ ବରିଷ୍ଠ ନାଗରିକଙ୍କୁ ସାଇବର କ୍ରାଇମ ନେଇ ସଚେତନତା
କଟକ କନ୍ଦରପୁର ଥାନା ଅଞ୍ଚଳରେ ବରିଷ୍ଠ ନାଗରିକଙ୍କୁ ସାଇବର କ୍ରାଇମ ନେଇ ସଚେତନତା କଟକ ସଦର (ଏନ୍.ଏମ୍.): କଟକ କନ୍ଦରପୁର ଥାନାର ତତ୍ତ୍ୱାବଧାନରେ କଟକ କନ୍ଦରପୁରରେ ସିନିୟର ସିଟିଜେନଙ୍କ ପାଇଁ ଏକ ସାଇବର ଆୱାରନେସ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମୟରେ ମନୁଷ୍ୟ ତାର କାଯ୍ୟ ଭାର କମାଇବା ପାଇଁ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି ।ସମସ୍ତ ଜରୁରୀ କାର୍ଯ୍ୟ ଇଣ୍ଟରନେଟ ଓ କମ୍ପ୍ୟୁଟର ରେ ଖୁବ କମ ସମୟରେ କରୁଛି । ସବୁଠାରୁ ବଡ଼…
