ପଞ୍ଚାୟତ ନିର୍ବାଚନକୁ ନେଇ ଚୌଦ୍ୱାର-କଟକ ବିଜେଡ଼ିର ପ୍ରସ୍ତୁତି ବୈଠକ
ପଞ୍ଚାୟତ ନିର୍ବାଚନକୁ ନେଇ ଚୌଦ୍ୱାର-କଟକ ବିଜେଡ଼ିର ପ୍ରସ୍ତୁତି ବୈଠକ #ଚୌଦ୍ୱାର(ଏନ୍.ଏମ୍.): ପଞ୍ଚାୟତନ ନିର୍ବାଚନରେ ସିଂହାସନ କାହାର । ଏ ନେଇ ଚାଲିଛି ଅଙ୍କକଷା । ବିଜେଡ଼ି ପକ୍ଷରୁ ସ୍ଥାନୀୟ ଆଗ୍ରାହାଟ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ବିଗତ ୧୦ବର୍ଷ ମଧ୍ୟରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧିନସ୍ଥ ଚୌଦ୍ୱାର କଟକ ବିଧାନସଭା ନିର୍ବାଚନ ମଣ୍ଡଳିର ସମସ୍ତ ପଞ୍ଚାୟତରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସାଧିତ ହୋଇ ପାରିଛି । ତେଣୁ ଆଗାମୀ…
