ବଢ଼ିଲା ଖରିଫ ଧାନ ସଂଗ୍ରହ ପଞ୍ଜିକରଣ ଅବଧି

ବଢ଼ିଲା ଖରିଫ ଧାନ ସଂଗ୍ରହ ପଞ୍ଜିକରଣ ଅବଧି ଭୁବନେଶ୍ୱର (ଏନ୍‌.ଏମ୍‌.) : ଖରିଫ ଧାନ ସଂଗ୍ରହ ପଞ୍ଜିକରଣ ଅବଧି ବୃଦ୍ଧି କରାଯାଇଥିବା ରାଜ୍ୟ ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଖରିଫ ଋତୁ ପାଇଁ ଚାଲିଥିବା ପଞ୍ଜିକରଣ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ପ୍ରାୟ ୩୦ପ୍ରତିଶତ କମ୍ ଚାଷୀ ପଞ୍ଜିକରଣ କରିଛନ୍ତି । ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ସାଢ଼େ ୪ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପଞ୍ଜିକରଣ କରି ନଥିବା ଯୋଗୁଁ ଏହାକୁ ନେଇ ସରକାରଙ୍କ…

Read More

ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ଭୁବନେଶ୍ୱର (ଏନ୍‌.ଏମ୍‌.): ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଛାତ୍ରଛାତ୍ରୀମାନେ ଅଗଷ୍ଟ ୨୦ ତାରିଖ ଦିନ ୧୧ଟାରୁ ଅନଲାଇନରେ ଆବେଦନ କରିପାରିବେ । www.dhe.odisha.gov.in ଏବଂ www.samsodisha.gov.inରେ ଅନଲାଇନ୍ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ । ସେପ୍ଟେମ୍ବର ୪ ତାରିଖ ରାତି ୧୧.୪୫ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ । ସେପ୍ଟେମ୍ବର ୯ ତାରିଖ ଦିନ…

Read More

ଉତ୍କୃଷ୍ଟ ସେବା ପାଇଁ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସମ୍ବର୍ଦ୍ଧିତ

ଉତ୍କୃଷ୍ଟ ସେବା ପାଇଁ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସମ୍ବର୍ଦ୍ଧିତ କଟକ (ଏନ୍‌.ଏମ୍‌.): ସମ୍ପ୍ରତି କୋଭିଡ ପରିସ୍ଥିତିିରେ କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗର ଉଲ୍ଲେଖନୀୟ ଅବଦାନ ପାଇଁ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ମନ୍ତ୍ରୀ ପଦ୍ମନାଭ ବେହେରା ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ଓ ନିରୀକ୍ଷକ ଭଗବାନ ଲେଙ୍କାଙ୍କୁ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟତଃ ନିଗମର ପରିମଳ ବ୍ୟବସ୍ଥାକୁ…

Read More

ଆରମ୍ଭ ହେଲା ନବମ ଶ୍ରେଣୀର ପାଠପଢା : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ

ଆରମ୍ଭ ହେଲା ନବମ ଶ୍ରେଣୀର ପାଠପଢା : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ କଟକ (ଏନ୍‌.ଏମ୍‌.): ସହରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ନବମ ଶ୍ରେଣୀ ପାଠ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇଛି । ଅଫ ଲାଇନରେ ପାଠ ପଢିବା ଲାଗି ସକାଳେ ଛାତ୍ରଛାତ୍ରୀମାନେ ସ୍କୁଲ ମୁହାଁ ହୋଇଥିଲେ । କିଛି ଛାତ୍ରଛାତ୍ରୀ ଅଭିଭାବକ ସହ ଆସିଥିବା ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀ ସ୍କୁଲକୁ ଆସିବା ପରେ ସେମାନଙ୍କ ମଧ୍ୟରେ ପାଠପଢିବାର ଉତ୍ସାହ ଦେଖାଯାଇଥିଲା । ଦୀର୍ଘ ଦିନ ଘରେ…

Read More

କଟକ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

କଟକ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ କଟକ(ଏନ୍‌.ଏମ୍‌.): ଜିଲ୍ଲାରେ ପର୍ଯ୍ୟଟନର ବିକାଶ ସହିତ ଆର୍ଥିକ ବିକାଶକୁ ଅଗ୍ରାଧିକାର ଦିଆଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଛି । କେତେକ ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାବେଳେ ଆଉ କିଛି ପ୍ରକଳ୍ପ ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି । ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଧାରାକୁ ନେଇ ମୁଖ୍ୟ ଶାସନ…

Read More

ଗୋରୁଗାଡ଼ି ଜବତ, ୫ ଗୋରୁ ଉଦ୍ଧାର

ଗୋରୁଗାଡ଼ି ଜବତ, ୫ ଗୋରୁ ଉଦ୍ଧାର ଚୌଦ୍ୱାର(ଏନ୍‌.ଏମ୍‌.): ପ୍ରଶାସନ ପକ୍ଷରୁ ଯେତେ କଟକଣା କରାଗଲେ ମଧ୍ୟ ବେଆଇନ ଗୋ ଚାଲଣ ସମ୍ପୂର୍ଣ୍ଣ ବନ୍ଦ ହୋଇ ପାରୁନାହିଁ । ତେବେ ଆଜି ଚୌଦ୍ୱାର ଥାନା ଅଞ୍ଚଳରେ ବେଆଇନ ଭାବେ ଏକ ଗୋରୁ ବୋଝେଇ ଗାଡ଼ିକୁ ଚୌଦ୍ୱାର ପୁଲିସ ଜବତ କରିବା ସହିତ ସେଥିରେ ଚାଲାଣ ହେଉଥିବା ୫ଟି ଗୋରୁଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଓଡି ୦୫ ବିଏ ୩୬୯୨ ନମ୍ବର ଯୁକ୍ତ ଏକ ଟାଟା ଏସିଇ…

Read More

ପୁଲିସର ବର୍ବରତା ପ୍ରତିବାଦରେ ଡିଜିପିଙ୍କୁ ସ୍ମାରକପତ୍ର

ପୁଲିସର ବର୍ବରତା ପ୍ରତିବାଦରେ ଡିଜିପିଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): ପୁଲିସର ବର୍ବରତା ଓ ଆକ୍ରମଣାତ୍ମକ ନୀତି ପ୍ରତିବାଦରେ ଆଜି ବିଶିଷ୍ଟ ନାଗରିକଙ୍କ ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଛି । ବିଶେଷ କରି ରାଜକନିକାରେ ପୁଲିସର ଆକ୍ରମଣକୁ ନିନ୍ଦା କରାଯିବା ସହ ଅଧିକାରୀଙ୍କ ଦବଙ୍ଗଗିରିକୁ ଘୋର ବିରୋଧ କରାଯାଇଛି । ଦେଶ ସ୍ୱାଧୀନତା ପାଇବା ପରେ ମଧ୍ୟ ପୁଲିସ ବ୍ରିଟିଶ ଶାସନ ଭଳି ମେରିରାୟ ଚଳାଇଛି । ସେହିଭଳି ଜନ ଆନ୍ଦୋଳନକୁ ଦମନ କରିବାପାଇଁ ପୁଲିସ ବ୍ୟକ୍ତିଗତସ୍ତରକୁ…

Read More

ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ମହାରାଷ୍ଟ୍ର ସରକାର

ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ମହାରାଷ୍ଟ୍ର ସରକାର ମୁମ୍ବାଇ (ଏଜେନ୍ସି): ସ୍କୁଲ ଖୋଲିବା କ୍ଷଣି ବିଭିନ୍ନ ରାଜ୍ୟରେ ଛାତ୍ରଛାତ୍ରୀମାନେ କରୋନାରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସ୍କୁଲ ଖୋଲିବା ଉପରେ ନେଇଥିବା ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି । ରାଜ୍ୟର କୋଭିଡ ଟାସ୍କ ଫୋର୍ସର ପରାମର୍ଶକ୍ରମେ ସରକାର ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲିବ ନାହିଁ ବୋଲି କହିଛନ୍ତି । ଅଗଷ୍ଟ ୧୦ତାରିଖରେ ମହାରାଷ୍ଟ୍ର ସରକାର ଅଗଷ୍ଟ…

Read More

ସ୍କ୍ରାପିଂ ନୀତି ଘୋଷଣା କଲେ ପ୍ରଧାନମନ୍ତ୍ରୀ: ରାସ୍ତାରୁ ହଟିବ ପୁରୁଣା ଓ ଅନଫିଟ୍ ଗାଡି

ସ୍କ୍ରାପିଂ ନୀତି ଘୋଷଣା କଲେ ପ୍ରଧାନମନ୍ତ୍ରୀ: ରାସ୍ତାରୁ ହଟିବ ପୁରୁଣା ଓ ଅନଫିଟ୍ ଗାଡି ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ସ୍କ୍ରାପିଂ ନୀତିର ଘୋଷଣା କରିଛନ୍ତି । ଏହି ନୀତି ଦେଶର ବିକାଶ ଯାତ୍ରାରେ ଏକ ମାଇଲ ଖୁଣ୍ଟ ହେବ ବୋଲି କୁହାଯାଇଛି । ଏଥିରେ ଯୁବ ବର୍ଗ ଏବଂ ଷ୍ଟ୍ରାର୍ଟଅପ୍ କମ୍ପାନୀ ଯୋଗ ଦେବାକୁ ସେ ଆହ୍ୱାନ କରିଛନ୍ତି । ଗୁଜରାଟରେ ଚାଲିଥିବା ଏକ ଇନଭେଷ୍ଟମେଣ୍ଟ ସମ୍ମିଳନୀରେ ଯୋଗଦେଇ ମୋଦି ଏହା କହିଛନ୍ତି…

Read More

ବାରବାଟୀ-କଟକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବାରବାଟୀ-କଟକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା କଟକ(ଏନ୍‌.ଏମ୍‌.): ବାରବାଟୀ-କଟକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସ୍ଥାନୀୟ ଓସିଏ ସମ୍ମିଳନୀ କକ୍ଷ ଠାରେ ପୂର୍ବତନ ବିଧାୟକ ତଥା ଫାଓର ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ କଟକ ସହରରେ ହେବାକୁ ଥିବା ମଲ୍ଟିପ୍ରପୋଜ ଇଣ୍ଡୋର ଷ୍ଟାଡ଼ିୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି । ଏଥିରେ ବିଶିଷ୍ଟ କ୍ରୀଡ଼ାବିତ ଭକ୍ତ ବଲ୍ଲଭ ଦାସ, ଅଭିଜିତ ପାଲ, ଦିଲ୍ଲୀପ କୁମାର ସାହୁ, ପୂର୍ବତନ କର୍ପୋରେଟର…

Read More

ଏସସିବି ହେପାଟୋଲୋଜି ବିଭାଗରେ ଲିଫ୍ଟ ଉଦ୍‌ଘାଟନ

ଏସସିବି ହେପାଟୋଲୋଜି ବିଭାଗରେ ଲିଫ୍ଟ ଉଦ୍‌ଘାଟନ କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ (ଏସସିବି)କୁ ବିଶ୍ୱସ୍ତରୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ ୫ଟି ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି । ଏଥି ପାଇଁ ମେଡ଼ିକାଲର ବିଭିନ୍ନ ବିଭାଗର ଉନ୍ନତି, ନୂତନ ଯନ୍ତ୍ରପାତି କିଣା ଆଦି ଆରମ୍ଭ ହୋଇଛି । ଉନ୍ନତି ଚିକିତ୍ସାସେବା ଯୋଗାଇଦେବା ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଏସସିବିର ହେପାଟୋଲୋଜି (ଲିଭର ବିଭାଗ)ର ନୂତନ…

Read More

ଅପରାଧ ବିଧି ବିଜ୍ଞାନାଗାରର ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଉଦ୍‌ଘାଟିତ

ଅପରାଧ ବିଧି ବିଜ୍ଞାନାଗାରର ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଉଦ୍‌ଘାଟିତ ଭୁବନେଶ୍ୱର(ଏନ୍‌.ଏମ୍‌.): ରସୁଲଗଡରେ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରର ଏକ ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଉଦ୍‌ଘାଟିତ ହୋଇଯାଇଛି । ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅଟ୍ଟାଳିକାକୁ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ ସି.ଆଇ.ଡି., ସିବି, ଅତିରିକ୍ତ ପୁଲିସ ମହା ନିର୍ଦ୍ଦିଶକ ସଂଜୀବ ପଣ୍ଡା, ରାଜ୍ୟ ଅପରାଧ ନଥି ସଂସ୍ଥାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରର…

Read More