ନରସିଂହପୁର କମଳାଡ଼ିହରେ ଦୁର୍ଗାପୂଜା ପୂର୍ବରୁ ଖୋଲିବ ଷ୍ଟେଟବ୍ୟାଙ୍କ
ନରସିଂହପୁର କମଳାଡ଼ିହରେ ଦୁର୍ଗାପୂଜା ପୂର୍ବରୁ ଖୋଲିବ ଷ୍ଟେଟବ୍ୟାଙ୍କ ନରସିଂହପୁର(ଏନ୍.ଏମ୍.): କଟକ ଜିଲ୍ଲାର ବଡ଼ମ୍ବା ଓ ନରସିଂହପୁର ଅଞ୍ଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବା ପାଇଁ ଜିଲ୍ଲାପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଅଞ୍ଚଳର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଛନ୍ତି । ନରସିଂହପୁରର କମଳାଡ଼ିହରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ବର କର, ଉପ ଜିଲ୍ଲାପାଳ ଅଜାମ୍ବର ମହାନ୍ତି,…
