ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ବୋର୍ଡ଼ : ୩୦ରୁ ମାଟ୍ରିକ ଅଫଲାଇନ ପରୀକ୍ଷା

ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ବୋର୍ଡ଼ : ୩୦ରୁ ମାଟ୍ରିକ ଅଫଲାଇନ ପରୀକ୍ଷା କଟକ (ଏନ୍‌.ଏମ୍‌.): ଚଳିତବର୍ଷର ପ୍ରକାଶିତ ମାଟ୍ରିକ ଫଳକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆଜି ଅଫଲାଇନ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ୩୦ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଅଫଲାଇନ ପରୀକ୍ଷା କରାଯିବ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି । କୋଭିଡ଼ ନିୟମ ଅନୁପାଳନ କରାଯାଇ ପ୍ରତ୍ୟେକ ଦିନ…

Read More

‘ଏ’ ବର୍ଗ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଦିଆଯିବ ଗାଇଡଲାଇନ୍‌: ପରିବହନ ମନ୍ତ୍ରୀ

‘ଏ’ ବର୍ଗ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଦିଆଯିବ ଗାଇଡଲାଇନ୍‌: ପରିବହନ ମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): କରୋନା ସ୍ଥିତିକୁ ଦେଖି କଟକଣାକୁ ଆହୁରି ଅଧିକ କୋହଳ କରାଯାଇ ରାଜ୍ୟରେ ଜୁଲାଇ ୧ତାରିଖରୁ ୧୬ ସକାଳ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଘୋଷଣା କରାଯାଇଥିବା ବେଳେ ୨୦ଟି ଜିଲ୍ଲାରେ ବସ୍ ଚଳାଚଳକୁ ବି ଅନୁମତି ଦିଆଯାଇଛି । ତେବେ ବସ୍ ଚଳାଚଳ ପାଇଁ ଗାଇଡଲାଇନ୍ ଜାରି କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।…

Read More

ରାଜନୈତିକ ବିବାଦ ସତ୍ତ୍ୱେ ମୋଦୀଙ୍କ ନିକଟକୁ ଆମ୍ବ ପଠାଇଲେ ମମତା

ରାଜନୈତିକ ବିବାଦ ସତ୍ତ୍ୱେ ମୋଦୀଙ୍କ ନିକଟକୁ ଆମ୍ବ ପଠାଇଲେ ମମତା କୋଲକାତା (ଏଜେନ୍ସି): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ରାଜନୈତିକ ତିକ୍ତତା ରହି ଆସିଛି । ବିଧାନସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚରମ ସୀମାରେ ପହଞ୍ଚିଥିଲା । ସେହିପରି ନିର୍ବାଚନ ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଅଲ୍ପନ ବାନ୍ଦୋପାଧ୍ୟାୟ…

Read More

ଚିକିତ୍ସାଧିନ ଶିଶୁ ପାଇଁ ସାହାଯ୍ୟ ମାଗି ଟ୍ରୋଲ ହେଲେ ରିୟା ଚକ୍ରବର୍ତ୍ତୀ

ଚିକିତ୍ସାଧିନ ଶିଶୁ ପାଇଁ ସାହାଯ୍ୟ ମାଗି ଟ୍ରୋଲ ହେଲେ ରିୟା ଚକ୍ରବର୍ତ୍ତୀ ମୁମ୍ବାଇ(ଏଜେନ୍ସି): ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ରିୟା ଚକ୍ରବର୍ତ୍ତୀ ଏବେ ଜଣେ ଶିଶୁଙ୍କ ପାଇଁ ସାହାଯ୍ୟ ମାଗି ସୋସିଆଲ ମିଡ଼ିଆରେ ଟ୍ରୋଲ ହୋଇଛନ୍ତି । ଏ ନେଇ ଲଗାତର ରିୟାଙ୍କୁ ନେଇ ଜୋରଦାର ଟ୍ରୋଲ ହେଉଛି । ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟାଙ୍କୁ ଦାୟୀ କରୁଛନ୍ତି ଫ୍ୟାନ୍ । ଏଥିପାଇଁ ସୋସିଆଲ ମିଡିଆରେ ଆଜିକାଲି କମ୍ ଆକ୍ଟିଭ ଅଛନ୍ତି…

Read More

ବର୍ବରତା : ନାବାଳକ ଚା’ ଦୋକାନୀଙ୍କୁ ମାଡ଼ମାରି ପୁଲିସ୍ କର୍ମଚାରୀ ନିଲମ୍ବିତ

ବର୍ବରତା : ନାବାଳକ ଚା’ ଦୋକାନୀଙ୍କୁ ମାଡ଼ମାରି ପୁଲିସ୍ କର୍ମଚାରୀ ନିଲମ୍ବିତ ଭୁବନେଶ୍ୱର (ଏନ୍‌.ଏମ୍‌.): ନାବାଳକ ଚା’ ଦୋକାନୀଙ୍କୁ ମାଡ଼ମାରି ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛି । ଭୁବନେଶ୍ୱର କମିଶନରେଟ ପୁଲିସରେ କାର୍ଯ୍ୟରତ ଜଣେ ପୁଲିସ କର୍ମଚାରୀ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେବା ଯୋଗୁଁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି । କରୋନା କଟକଣା ଯୋଗୁଁ ଅପରାହ୍ନ ୧ଟା ସମୟରେ ଦୋକାନ ବନ୍ଦ କରିବାର ନିୟମ ଥିବାବେଳେ ଭୁବନେଶ୍ୱର କେସୁରା ଅଞ୍ଚଳରେ ଜଣେ ନାବାଳକ ଚା…

Read More