ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ; ହୋଇପାରିଲାନି ସହମତି, ପୁଣି ଏକ ତାରିଖ ଧାର୍ଯ୍ୟ

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ; ହୋଇପାରିଲାନି ସହମତି, ପୁଣି ଏକ ତାରିଖ ଧାର୍ଯ୍ୟ କଟକ(ଏନ୍‌.ଏମ୍‌.): ବହୁ ବାଦବିବାଦ ଭିତରେ ଆଜି ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କଟକ ଫ୍ୟାମିଲି କୋର୍ଟ ହାଜର ହୋଇଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଲାଗି ରହିଥିବା ବିବାଦ ସମାଧାନ ପାଇଁ ଦୀର୍ଘ ୨ଘଣ୍ଟାରୁ ଅଧିକ ସମୟ ଧରି ବୁଝାସୁଝା କରାଯାଇଥିଲା । ମାତ୍ର କୌଣସି ସହମତି ପ୍ରକାଶ ପାଇନଥିବା ଜଣାପଡ଼ିଛି ।…

Read More

ଇମ୍ଫା ପକ୍ଷରୁୁ ତ୍ରିନାଥ ପଲ୍ଲୀରେ ଟିକାକରଣ

ଇମ୍ଫା ପକ୍ଷରୁୁ ଚୌଦ୍ୱାର ତ୍ରିନାଥ ପଲ୍ଲୀରେ ଟିକାକରଣ ଚୌଦ୍ୱାର(ଏନ୍‌.ଏମ୍‌.): ସ୍ଥାନୀୟ ଇମ୍ଫା କାରଖାନା ତରଫରୁ ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ସ୍ଥିତ ତ୍ରିନାଥ ପଲ୍ଲୀରେ କରୋନା ଟିକାକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଆପୋଲୋ ହସପିଟାଲ ସହଭାଗିତାରେ ଆୟୋଜିତ ଏହି ଶିବିରରେ କଲୋନୀରେ ରହୁଥିବା କୁଷ୍ଠ ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ମୋଟ ୧୨୦ ଜଣଙ୍କୁ ପ୍ରଥମ ଡୋଜ ଟିକା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇମ୍ଫା କାରଖାନାର ଡିଜିଏମ୍ ଜି….

Read More

ବିଦ୍ୟୁତ ଆଘାତରେ ପ୍ରାଣହରାଇଲା ଗଜରାଜ

ବିଦ୍ୟୁତ ଆଘାତରେ ପ୍ରାଣହରାଇଲା ଗଜରାଜ ଅନୁଗୋଳ (ଏନ୍‌.ଏମ୍‌.): ଅନୁଗୋଳ ବନଖଣ୍ଡର ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳଗଡ଼ ଗାଁରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛି ଗଜରାଜ । ଆଜି ଉକ୍ତ ଗାଁ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ମୃତ ହାତୀକୁ ଆନୁମାନିକ ୧୦ ବର୍ଷ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିବା ବେଳେ ହାତୀଟି ଏହା ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା…

Read More

ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ

ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ ଭୁବନେଶ୍ୱର (ଏନ୍‌.ଏମ୍‌.): ଦ୍ୱୈତ୍ୟନଗରୀ ଭୁବନେଶ୍ୱରରୁ ୫ ଜଣ ସାଇବର ଠକ ଗିରଫ ହୋଇଛନ୍ତି । ଭରତପୁର ଥାନା ପୁଲିସ୍ ସହାୟତାରେ ହାଇଦ୍ରାବାଦ ପୁଲିସ୍ ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆଦିତ୍ୟ ନାରାୟଣ ମହାପାତ୍ର, ଲକ୍ଷ୍ମୀଧର ମୁର୍ମୁ, ପ୍ରମୋଦ ନାୟକ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଦେବାଶିଷ ଓଝା ବୋଲି ଜଣାପଡ଼ିଛି । ଏହି ୫ଜଣଙ୍କ ମଧ୍ୟରୁ ୩ ଜଣ ଘାଟିକିଆ ଅଞ୍ଚଳର ହୋଇଥିବା ବେଳେ ୨ ଜଣ…

Read More

ଢାକାର ଏକ କାରଖାନାରେ ଅଗ୍ନିକାଣ୍ଡ:୪୦ ମୃତ

ଢାକାର ଏକ କାରଖାନାରେ ଅଗ୍ନିକାଣ୍ଡ:୪୦ ମୃତ ଢାକା (ଏଜେନ୍ସି): ବାଙ୍ଗଲାଦେଶର ରାଜଧାନୀ ଢାକା ଅଞ୍ଚଳର ଏକ କାରଖାନାରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଖବର ଅନୁଯାୟୀ, ଢାକା ସ୍ଥିତ ନାରାୟଣଗଞ୍ଜର ରୁପଗଞ୍ଜ ଅଞ୍ଚଳରେ ସ୍ଥିତ ଏକ କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା ।…

Read More

ବୃଦ୍ଧି ପାଉଛି କରୋନା ସଂକ୍ରମଣ: ୮ଟି ରାଜ୍ୟକୁ କେନ୍ଦ୍ରର ସତର୍କ

ବୃଦ୍ଧି ପାଉଛି କରୋନା ସଂକ୍ରମଣ: ୮ଟି ରାଜ୍ୟକୁ କେନ୍ଦ୍ରର ସତର୍କ ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ଦୈନିକ କୋଭିଡ ଆରୋଗ୍ୟ ସଂଖ୍ୟା ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାର ଓଡ଼ିଶା ସମେତ ୮ ରାଜ୍ୟକୁ ସତର୍କ ସୂଚନା ଦେଇଛନ୍ତି । ଦେଶର ଓଡ଼ିଶା, ଆସାମ, ମେଘାଳୟ, ତ୍ରୁପୁରା, ସିକିମ, ଅରୁଣାଚଳ ପ୍ରଦେଶ, ମଣିପୁର, କେରଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇଛି । ଏହି ସବୁ ରାଜ୍ୟରେ…

Read More

ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ

ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ଭୁବନେଶ୍ୱର (ଏନ୍‌.ଏମ୍‌.): ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ପାଇବ ପାରେ । ଏ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ଆମେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧ ଯୁକ୍ତ ଦୁଇର ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଥିଲୁ । କିନ୍ତୁ ସୁପ୍ରିମକୋର୍ଟ ଜୁଲାଇ ୩୧ ତାରିଖ ଭିତରେ…

Read More

୧୧ରେ ଖୋଲିବ ହୀରାକୁଦ ଗେଟ: ବଢ଼ିବ ଶାଖା ନଦୀର ଜଳସ୍ତର

୧୧ରେ ଖୋଲିବ ହୀରାକୁଦ ଗେଟ: ବଢ଼ିବ ଶାଖା ନଦୀର ଜଳସ୍ତର ଭୁବନେଶ୍ୱର (ଏନ୍‌.ଏମ୍‌.): ଆସନ୍ତା ୧୧ତାରିଖ ପୂର୍ବାହ୍ନ ୧୧ଟାରେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ଖୋଲିବ । ଉପର ମୁଣ୍ଡରେ ବର୍ଷା ହେବା ସହ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଆଜି ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ସ୍ଥିତି ୬୦୭.୯୦ଫୁଟ ରହିଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି । ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ୬୧୦ ଫୁଟ ଜଳ…

Read More