ପରଲୋକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହ

ପରଲୋକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହ ଭୁବନେଶ୍ୱର (ଏନ୍‌.ଏମ୍‌.): ୯୦ ଦଶକର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହଙ୍କ ୮୪ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇ ଯାଇଛି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ବିୟୋଗ ହୋଇଛି । ଏନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି । ଉପେନ୍ଦ୍ର କୁମାର ପାହାଡ଼ ସିଂହ ନବେ ଦଶକରେ ଆକାଶବାଣୀର ସବୁଠୁ ଲୋକପ୍ରିୟ ସମ୍ବାଦ ପାଠକ…

Read More

ପରୀକ୍ଷାଫଳ ପ୍ରକାଶନର ଆଧାରକୁ ସାଧାରଣରେ ପ୍ରକାଶ କରିବା ପାଇଁ ଦାବି: ପୁଣିଥରେ ପରୀକ୍ଷା ଦେଲେ ଉଭୟ ପରୀକ୍ଷା ମଧ୍ୟରୁ ଅଧିକ ନମ୍ବରକୁ ଗ୍ରହଣ କରିବାକୁ ଓଷ୍ଟାର ପ୍ରସ୍ତାବ

ପରୀକ୍ଷାଫଳ ପ୍ରକାଶନର ଆଧାରକୁ ସାଧାରଣରେ ପ୍ରକାଶ କରିବା ପାଇଁ ଦାବି: ପୁଣିଥରେ ପରୀକ୍ଷା ଦେଲେ ଉଭୟ ପରୀକ୍ଷା ମଧ୍ୟରୁ ଅଧିକ ନମ୍ବରକୁ ଗ୍ରହଣ କରିବାକୁ ଓଷ୍ଟାର ପ୍ରସ୍ତାବ କଟକ(ଏନ୍‌.ଏମ.): ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାର ଫଳାଫଳକୁ ନେଇ ସାଧାରଣରେ ଅସନ୍ତୋଷ କୁହୁଳିବାରେ ଲାଗିଛି । କେଉଁ ଆଧାରରେ ପରୀକ୍ଷାଫଳ ପ୍ରକାଶ କରାଗଲା ତାହା ଜାଣିବା ପାଇଁ ଶିକ୍ଷକ, ଅଭିଭାବକ ଓ ବୁଦ୍ଧିଜୀବୀମାନେ ଦାବି କରୁଥିଲାବେଳେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ପୁଣିଥରେ ପରୀକ୍ଷା ଦେଲେ ସେମାନଙ୍କର ଉଭୟ ପରୀକ୍ଷାର…

Read More

ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇରେ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ହେବ- ବୋର୍ଡ଼

ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇରେ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ହେବ- ବୋର୍ଡ଼ କଟକ (ଏନ୍‌.ଏମ୍‌.): ଚଳିତ ବର୍ଷ ମାଟ୍ରିକ୍ ରେଜଲ୍ଟକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ଜୁଲାଇ ମାସରେ ଅଫଲାଇନ୍ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇଛି । ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିବେ, ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ଅଫଲାଇନ୍ ପରୀକ୍ଷା ପାଇଁ ଜୁଲାଇ ୫ ତାରିଖରୁ ଫର୍ମ…

Read More

କମିଶନରେଟ ପୁଲିସ ପଞ୍ଝାରେ ୭ସାଇବର ଲୁଟେରା, ୧୫୦ ମୋବାଇଲ ଓ ୧୬ ହଜାର ସିମ୍ ଜବତ: କଟକରେ ଚାଲିଥିଲା ଅଫିସ

କମିଶନରେଟ ପୁଲିସ ପଞ୍ଝାରେ ୭ସାଇବର ଲୁଟେରା, ୧୫୦ ମୋବାଇଲ ଓ ୧୬ ହଜାର ସିମ୍ ଜବତ: କଟକରେ ଚାଲିଥିଲା ଅଫିସ ଭୁବନେଶ୍ୱର (ଏନ୍‌.ଏମ୍‌.): ଲକ୍‌ଡାଉନ ସଟ୍ ଡାଉନ ଚାଲିଥିବାବେଳେ ବିନା ପରିଶ୍ରମରେ ଲକ୍ଷାଧିକ ଟଙ୍କା ରୋଜଗାରରେ ଲାଗିପଡ଼ିଥିବା ସାଇବର ଲୁଟେରାମାନଙ୍କୁ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୁଲିସ ଗିରଫ କରିଛି । ପୁଲିସ ପଞ୍ଝାରେ ଏବେ ୭ ଜଣିଆ ସାଇବର ଲୁଟେରା ଗ୍ୟାଙ୍ଗ । ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ୧୫୦ ମୋବାଇଲ, ୧୬ ହଜାର ସିମ୍…

Read More

ଦୀପ୍ତେଶ ପଟ୍ଟନାୟକ ଓଏସଆରଟିସି ସିଏମଡି

ଦୀପ୍ତେଶ ପଟ୍ଟନାୟକ ଓଏସଆରଟିସି ସିଏମଡି ଭୁବନେଶ୍ୱର(ଏନ୍‌.ଏମ୍‌.): ଜେଲ୍ ବିଭାଗ ଆଇଜି ୧୯୯୭ ବ୍ୟାଚ୍ ଆଇପିଏସ୍ ଦୀପ୍ତେଶ ପଟ୍ଟନାୟକଙ୍କୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି) ସିଏମଡି ଭାବେ ଆଜି ନିଯୁକ୍ତି ମିଳିଛି । ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଗତ ୪ ଦିନ ତଳେ ଓଏସଆରଟିସି ସିଏମଡି ଅରୁଣ ବୋଥ୍ରାଙ୍କୁ ପରିବହନ କମିଶନର ଭାବେ ବଦଳି କରାଯାଇଥିଲା । ତାଙ୍କ ବଦଳି ପରେ ଏହି ପଦବୀ ଖାଲି ପଡ଼ିଥିଲା…

Read More

ରାଜୀବ ଗାନ୍ଧି‘ଖେଳ ରତ୍ନ’ ପାଇଁ ଦୂତୀ ଚାନ୍ଦଙ୍କ ନାମ ସୁପାରିସ୍‌

ରାଜୀବ ଗାନ୍ଧି‘ଖେଳ ରତ୍ନ’ ପାଇଁ ଦୂତୀ ଚାନ୍ଦଙ୍କ ନାମ ସୁପାରିସ୍‌ ଭୁବନେଶ୍ୱର (ଏନ୍‌.ଏମ୍‌.): କ୍ରୀଡ଼ା କ୍ଷେତ୍ରରେ ଦେଶ ପାଇଁ ଗୌରବ ଆଣିଥିବା ଖେଳାଳୀମାନଙ୍କୁ ବିଭିନ୍ନ କ୍ରୀଡ଼ା ପୁରସ୍କାର ନିମନ୍ତେ ରାଜ୍ୟସରକାର ସୁପାରିସ କରିଛନ୍ତି । ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ଚଳିତ ବର୍ଷ ଭାରତର ଅଗ୍ରଣୀ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାମ ସୁପାରିସ୍ କରାଯାଇଛି । ରାଜ୍ୟ ସରକାର ଆଜି ଦୂତୀଙ୍କ ନାମ ଏହି ବଡ଼ ସମ୍ମାନ ପାଇଁ ସୁପାରିସ୍…

Read More