ଓଡ଼ିଶାରୁ ୪ ଜଣ ପୁଲିସ ଅଧିକାରୀ ପାଇବେ କେନ୍ଦ୍ର ଗୃହ ମନ୍ତ୍ରୀ ପଦକ

ଓଡ଼ିଶାରୁ ୪ ଜଣ ପୁଲିସ ଅଧିକାରୀ ପାଇବେ କେନ୍ଦ୍ର ଗୃହ ମନ୍ତ୍ରୀ ପଦକ #କଟକ(ଏନ୍‌.ଏମ୍‌.): ପୁଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ନିମନ୍ତେ ତଦନ୍ତରେ ଉତ୍କର୍ଷତା ପାଇଁ ଆଜି ‘କେନ୍ଦ୍ର ଗୃହ ମନ୍ତ୍ରୀ’ ପଦକ ଘୋଷଣା ହୋଇଛି । ଚଳିତ ବର୍ଷ ଏହି ମେଡାଲ ପାଇବା ପାଇଁ ସାରା ଦେଶରୁ ୧୪୦ ଜଣ ପୁଲିସ ଅଧିକାରୀ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୨ ଜଣ ମହିଳା ପୁଲିସ ଅଧିକାରୀ ରହିଛନ୍ତି । ସେହିପରି ଏହି…

Read More

ଆଦିବାସୀ ଗୌରବ ପର୍ବ ପାଳନ ନେଇ ପିସିସି ସଭାପତିଙ୍କ ମୟୁରଭଞ୍ଜ ଗସ୍ତ

ଆଦିବାସୀ ଗୌରବ ପର୍ବ ପାଳନ ନେଇ ପିସିସି ସଭାପତିଙ୍କ ମୟୁରଭଞ୍ଜ ଗସ୍ତ #ରାଇରଙ୍ଗପୁର (ଏନ୍‌.ଏମ୍‌.): ଅଖିଳ ଭାରତୀୟ କଂଗ୍ରେସ କମିଟି ରାଷ୍ଟ୍ରୀୟ ସଭାପତି ମଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶ କ୍ରମେ “ଆଦିବାସୀ ଗୌରବ ପର୍ବ’ପାଳନ ନିମନ୍ତେ ଓଡିଶା ରାଜ୍ୟ ସଭାପତି ଶରତ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କୁ ମୟୁରଭଞ୍ଜ ସୀମା ଠାରେ ସ୍ୱାଗତ କରି ତାଙ୍କ ପଟୁଆର ସହିତ ମୟୁରଭଞ୍ଜ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ…

Read More

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମୋ ଗାଁ ମୋ ସମ୍ମାନ ଅଭିଯାନରେ ଜଳବିଶୋଧନ କାର୍ଯ୍ୟକ୍ରମ

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମୋ ଗାଁ ମୋ ସମ୍ମାନ ଅଭିଯାନରେ ଜଳବିଶୋଧନ କାର୍ଯ୍ୟକ୍ରମ ଢେଙ୍କାନାଳ(ଏନ୍‌.ଏମ୍‌.): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ସ୍ୱେଚ୍ଛାସେବୀ ସଂଗଠନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ “ଜନ ମଙ୍ଗଳ’ ରାସୋଳ ଆନୁକୂଲ୍ୟରେ “ମୋ ଗାଁ ମୋ ସମ୍ମାନ’ ଅଭିଯାନର ଶୁଭାରମ୍ଭ ଅବସରରେ ୩ ଦିନ ଧରି ରାସୋଳ ଓ ମାଧପୁର ଗ୍ରାମ ପଞ୍ଚାୟତର ୫୨ଟି ସର୍ବସାଧାରଣ କୂପରେ ବ୍ଲିଚିଂ ପାଉଡର ପକାଇ ଜଳବିଶୋଧନ କରିବା ସହିତ ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳର ବ୍ୟବହାର ସମ୍ପର୍କୀତ…

Read More

ତରିକୁନ୍ଦ ଉତ୍ତରେଶ୍ୱର ମହାଦେବ ମନ୍ଦିରରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା

ତରିକୁନ୍ଦ ଉତ୍ତରେଶ୍ୱର ମହାଦେବ ମନ୍ଦିରରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକ ଅଧିନସ୍ଥ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ତରିକୁନ୍ଦ ପଞ୍ଚାୟତ ଅନ୍ତର୍ଗତ ଉତ୍ତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ପ୍ରତିଭାଧାରୀ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ ଯୋଗଦେଇଥିବାବେଳେ ଅନୁଷ୍ଠାନର ସମ୍ପାଦକ ନାରାୟଣ ମହାନ୍ତି ଏବଂ ଅଭୟ କୁମାର ଦାସ ଏଥିରେ ସଭାପତିତ୍ୱ କରିଥିଲେ…

Read More

ଗନ୍ଧର୍ବନାଥ ସେବାସମିତିର ଦ୍ୱିତୀୟ ବାର୍ଷିକ ଉତ୍ସବ

ଗନ୍ଧର୍ବନାଥ ସେବାସମିତିର ଦ୍ୱିତୀୟ ବାର୍ଷିକ ଉତ୍ସବ #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗନ୍ଧର୍ବନାଥ ସେବାସମିତିର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଚୌଦ୍ୱାର ଚିତ୍ରେଶ୍ୱର ଗ୍ରାମସ୍ଥିତ ଗନ୍ଧର୍ବନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଥିଲା । ଉତ୍ସବରେ ପ୍ରଥମେ କୁନି କୁନି ପିଲାମାନଙ୍କ ଦ୍ୱାର ଓଡ଼ିଶୀ, ଭଜନ ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପରେ ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରାଯାଇ ସେମାନଙ୍କ ପରିଚୟ ପ୍ରଦାନ…

Read More

କୁଏତରେ ଭାରତୀୟ ପ୍ରବାସୀ ପରିଷଦ ସଂଘର ନିର୍ବାଚନ ସଭାପତି ଭାବେ ନିର୍ବାଚିତ ହେଲେ ବିଶ୍ୱରଞ୍ଜନ ସାହୁ

କୁଏତରେ ଭାରତୀୟ ପ୍ରବାସୀ ପରିଷଦ ସଂଘର ନିର୍ବାଚନ ସଭାପତି ଭାବେ ନିର୍ବାଚିତ ହେଲେ ବିଶ୍ୱରଞ୍ଜନ ସାହୁ କୁଏତ(ଏଜେନ୍ସି): ଭାରତୀୟ ପ୍ରବାସୀ ସଂଘ ପକ୍ଷରୁ ବିଶ୍ୱରଞ୍ଜନ ସାହୁ ଭାରତୀୟ ପ୍ରବାସୀ ଓଡ଼ିଶା ସଂଘର ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି । ଏଥି ସହିତ ସେ ଭାରତୀୟ ପ୍ରବାସୀ ପରିଷଦର ସାମାଜିକ, ଜନ-କଲ୍ୟାଣର କେନ୍ଦ୍ରୀୟ ବୋର୍ଡରେ ମୁଖ୍ୟ ସଂଯୋଜକ ଏବଂ ସଂଘର ନର୍ଥ ଇଷ୍ଟ୍ ଇଣ୍ଡିଆର ସଂଯୋଜକ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଶ୍ୱ ଓଡିଶା ସମାଜ ସଂଘ କୁଏତରେ…

Read More

ବ୍ରାହ୍ମଣ ପଣ୍ଡିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରାହ୍ମଣ ପଣ୍ଡିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା #କଟକ ସଦର (ଏନ୍‌.ଏମ୍‌.): କଟକ ଜିଲ୍ଲା କିଶନନଗର ଅନ୍ତର୍ଗତ ବୋଧପୁର ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ବ୍ରାହ୍ମଣ ପଣ୍ଡିତ ଓ କର୍ମାଣି ପୂଜକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କଟକ ସଦର ୪୨ ମୌଜା, ପଟଣାର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଲଆଇସି ଉନ୍ନୟନ ଅଧିକାରୀ ତଥା ସମାଜସେବୀ ପ୍ରଭଞ୍ଜନ ଦାସ ସ୍ଥାନୀୟ ଅଞ୍ଚଳର ଜ୍ଞାନୀ ବିଦ୍ୱାନି ବ୍ରାହ୍ମଣ ପଣ୍ଡିତମାନଙ୍କୁ ସମ୍ବର୍ଦ୍ଧିତ…

Read More

ବରିଷ୍ଠ ନାଗରିକ ସଂସ୍ଥାନ ପକ୍ଷରୁ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ବରିଷ୍ଠ ନାଗରିକ ସଂସ୍ଥାନ ପକ୍ଷରୁ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ #କଟକ(ଏନ୍‌.ଏମ୍‌.): ସିଡିଏ ସେକ୍ଟର-୯ସ୍ଥିତ ବରିଷ୍ଠ ନାଗରିକ ସଂସ୍ଥାନର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ମଧ୍ୟାହ୍ନରେ ସିଡିଏ ସେକ୍ଟର-୮ସ୍ଥିତ ଶିବମନ୍ଦିର ପ୍ରାଙ୍ଗଣରେ ଦେବପୂଜନ ପାଇଁ ଉପଲବ୍ଧ ଚାରା (ବେଲ, ଅଁଳା, ନିମ୍ବ) ରୋପଣ କରାଯାଇଥିଲା । ସଂସ୍ଥାନର ମହାସଚିବ ଉତ୍କଳ ଭୂଷଣ ରାଉତରାୟଙ୍କ ସଂଯୋଜନା ଓ ପରିଚାଳନାରେ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ ନିତ୍ୟାନନ୍ଦ ମିଶ୍ର…

Read More

ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକର ସଚେତନତା କାର୍ଯ୍ୟକ୍ରମ

ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକର ସଚେତନତା କାର୍ଯ୍ୟକ୍ରମ ଢେଙ୍କାନାଳ(ଏନ୍‌.ଏମ୍‌.): ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକ ଢେଙ୍କାନାଳର ଦେଉଳିସାହି ସ୍ଥିତ ବଜରଙ୍ଗ କ୍ଲକର ମୁଖ୍ୟ କାର୍ଯ୍ୟଳୟରେ ବିଭିନ୍ନ ସଚେତନା କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯିବା ସହ ଆନ୍ତର୍ଜାତୀୟ ମାନବାଧିକାର ସମ୍ପର୍କରେ ଆଲୋକପାତ ସହିତ ଭବିଷ୍ୟତରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛିି । ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକର ସମସ୍ତ ସଦସ୍ୟ ପ୍ରତି ସେବା କାର୍ଯ୍ୟକୁ ଏକ ଦୃଢ ଓ ଦକ୍ଷତା ହାସଲ କରିବା…

Read More

ରୁଚିକା ସାମାଜିକ ସେବା ସଂଗଠନ ପକ୍ଷରୁ ବିଶ୍ୱ ମାନବ ଚାଲଣ ବିରୋଧ ଦିବସ

ରୁଚିକା ସାମାଜିକ ସେବା ସଂଗଠନ ପକ୍ଷରୁ ବିଶ୍ୱ ମାନବ ଚାଲଣ ବିରୋଧ ଦିବସ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀସ୍ଥିତ କ୍ୟାପିଟାଲ ଥାନା ପରିସରରେ ରୁଚିକା ସାମାଜିକ ସେବା ସଂଗଠନ ତରଫରୁ ବିଶ୍ୱ ମାନବ ଚାଲାଣ ବିରୋଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୋନ ଏସିପିଙ୍କ ସହିତ କ୍ୟାପିଟାଲ ଥାନାର ଇନ୍ସପେକ୍ଟର ତଥା ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମକର୍ତ୍ତା, କମିଶନରେଟ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହିତ କର୍ମକର୍ତ୍ତା ମାନେ ମଧ୍ୟ ଯୋଗ ଦେଇଥିଲେ । ସୂଚନା…

Read More

ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି

ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି ‘ତ୍ୱରିତ ନ୍ୟାୟ ପୀଡ଼ିତ ଓ ନିର୍ଦ୍ଦୋଷ ଉଭୟଙ୍କୁ ସହାୟ ହେବ’: ମହାମହିମ ଦ୍ରୌପଦୀ ମୁର୍ମୁ #କଟକ (ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ, ବିଚାରପତିଙ୍କ ଠାରୁ ଆଇନଜୀବୀଙ୍କ ପର୍ଯ୍ୟନ୍ତ ସମ୍ବୋଧନ କରି ନ୍ୟାୟପାଳିକାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଳେ । ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ସାଧାରଣ ଲୋକ ହଇରାଣ ହେଉଛନ୍ତି । ଏଥିପାଇଁ ଅନେକ…

Read More

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ନିୟତି

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ନିୟତି #ଭୁବନେଶ୍ୱର(ଏନ୍‌.ଏମ୍‌.): ଏସ ଥ୍ରୀ ମୁଭିଜ ସହିତ ରିସା ଫିଲ୍ମସର ପ୍ରଯୋଜନା ଏବଂ ସମରେଶ ରାଉତରାୟଙ୍କ ପ୍ରସ୍ତୁତି ରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ନିୟତି ସାରା ଓଡିଶାର କୋଡିଏ ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିଛି । ଚଳଚ୍ଚିତ୍ର ନିୟତି ର ପ୍ରିମିଅର ଶୋ ସ୍ୱାତି ସିନେପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ସିନେମା ଜଗତର ଅନେକ ପ୍ରଯୋଜକ, ନିର୍ଦ୍ଦେଶକ ତଥା ଅଭିନେତା ଅଭିନେତ୍ରୀ ମାନେ ଚଳଚ୍ଚିତ୍ର ଦେଖିବା…

Read More