ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତ ସପ୍ତାହ ଉଦ୍‌ଯାପିତ

ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତ ସପ୍ତାହ ଉଦ୍‌ଯାପିତ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ରାଷ୍ଟ୍ରଭାଷା ପ୍ରଚାର ଓ ପ୍ରସାର ସମିତି ସଭାଗୃହରେ ଏକ ସପ୍ତାହ ବ୍ୟାପୀ ମିଶନର ପ୍ରମୁଖ ଡ.କୃଷ୍ଣ ପ୍ରେମାନନ୍ଦ ସରସ୍ୱତୀଜ ମହାରାଜଜୀଙ୍କ ଦ୍ୱାରା ପ୍ରଦତ ପ୍ରବଚନ ସପ୍ତାହର ଉଦ୍‌ଯାପନୀ ଉତ୍ସବ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ସ୍ୱାମୀ କୃଷ୍ଣ ପ୍ରେମାନନ୍ଦଜୀଙ୍କ ସଂକଳିତ ଓ ସମ୍ପାଦିତ “ଶ୍ରୀବଳଭଦ୍ର ପୂଜାବିଧି ଓ ସହସ୍ର ନାମାବଳୀ’ ପୁସ୍ତକକୁ ସର୍ବପୁରାତନ ଓଡ଼ିଆ ସମ୍ବାଦପତ୍ର ସମାଜର ସମ୍ପାଦକ ଡ.ପ୍ରମୋଦ କୁମାର ମହାପାତ୍ର ସ୍ୱତନ୍ତ୍ର…

Read More

ନାଟକ ‘ପ୍ରେମ ଜିନ୍ଦାବାଦ ନା ମୁର୍ଦ୍ଦାବାଦ’ ମଞ୍ଚସ୍ଥ

ନାଟକ ‘ପ୍ରେମ ଜିନ୍ଦାବାଦ ନା ମୁର୍ଦ୍ଦାବାଦ’ ମଞ୍ଚସ୍ଥ #କଟକ(ଏନ୍‌.ଏମ୍‌.): ଅନ୍ନପୂର୍ଣ୍ଣା ଥିଏଟର -ବି ଗ୍ରୁପ୍ ଦ୍ୱରା ଅନୁବନ୍ଧିତ ନାଟ୍ୟ ବିଦ୍ୟାଳୟ ‘ଭୂମିକା’ର ବାର୍ଷିକୋତ୍ସବ ଅବସରରେ ନାଟକ ପ୍ରେମ ଜିନ୍ଦାବାଦ ନା ମୁର୍ଦ୍ଦାବାଦ ମଞ୍ଚସ୍ଥ ହୋଇଯାଇଛି । ଏହି ନାଟକକୁ ହେମନ୍ତ-ଆଲୋକ ରଚନା କରିଥିବା ବେଳେ ହେମନ୍ତ ଦାଶ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିନୟ କୁମାର ଦାଶ । ଭୂମିକା ବିଦ୍ୟାଳୟରୁ ଚଳିତବର୍ଷ ନାଟ୍ୟ ପାଠ୍ୟକ୍ରମ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଏହି ନାଟକରେ ଅଭିନୟ…

Read More

ପର୍ଯ୍ୟଟନର ବିକାଶ ନେଇସମୀକ୍ଷା ବୈଠକ:ଝଲସିବ ହରିଶଙ୍କର ପୀଠ, ବେଳାଭୂମିର ହେବ ଉନ୍ନତି କରଣ

ପର୍ଯ୍ୟଟନର ବିକାଶ ନେଇସମୀକ୍ଷା ବୈଠକ:ଝଲସିବ ହରିଶଙ୍କର ପୀଠ, ବେଳାଭୂମିର ହେବ ଉନ୍ନତି କରଣ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗାମୀ ଡିସେମ୍ବର ମାସ ସୁଦ୍ଧା ଉଭୟ ହରିଶଙ୍କର ଓ ନୃସିଂହନାଥ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମାପ୍ତ ହେବ । ଏଠାରେ ପାର୍କିଂ, ଶୌଚାଳୟ, ମାର୍କେଟ କମ୍ପେ୍ଳକ୍ସ, ପାନୀୟ ଜଳ, ସ୍ଥାନୀୟ ଦୋକାନୀମାନଙ୍କ ପାଇଁ ଆଧୁନିକ ଶୈଳୀରେ ଦୋକାନ ଗୃହ ନିର୍ମାଣ ଆଦି କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ…

Read More

ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ସମ୍ବଲପୁର ସହର ନୂଆଖାଇ ପାଇଁ ଚଳଚଞ୍ଚଳ ହୋଇଉଠିଛି । ଆଜି ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ସେପ୍ଟେମ୍ବର ୨୦ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଥିବାବେଳେ ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ଶୁଭଲଗ୍ନ ରହିଛି । ଏହି ସମୟ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନଲାଗି ହେବ । ବ୍ରହ୍ମପୁରା ପଣ୍ଡିତ…

Read More

କଟକ ଟ୍ୟାକ୍ସ ବାର ପକ୍ଷରୁ ସମ୍ବଦ୍ଧର୍ନା ସଭା

କଟକ ଟ୍ୟାକ୍ସ ବାର ପକ୍ଷରୁ ସମ୍ବଦ୍ଧର୍ନା ସଭା #କଟକ(ଏନ୍‌.ଏମ୍‌.): କଟକ ଟ୍ୟାକ୍ସ ବାର ଅୋସାସିଏସନ୍ ତରଫରୁ ମକର୍ତନଗରସ୍ଥିତ ସଭାଗୃହେର ଏକ ସମ୍ବଦ୍ଧର୍ନା ସଭା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଶୁଭାଶିଷ ତାଳପତ୍ର ମୁଖ୍ୟଅତିଥି ଭାବେ ଯୋଗେଦଇ ପ୍ରଚଳିତ ଟିକସ ଆଇନର ସେଂଶାଧନ ହେବାର ସମୟ ଉପନିତ ହୋଇଥିବାବେଳେ, ଏଥିରେ ଆଇନଜୀବୀମାନଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସଂଘର ସଭାପତି ଅରୁଣ କୁମାର ଦାଶଙ୍କ ସଭାପତିତ୍ୱରେ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର…

Read More

ଚୌଦ୍ୱାର ବ୍ରାହ୍ମଣସାହି ଶନିମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ

ଚୌଦ୍ୱାର ବ୍ରାହ୍ମଣସାହି ଶନିମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ #ଚୌଦ୍ୱାର(ଏନ୍‍.ଏମ୍‍.): ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୫ନମ୍ବର ୱାର୍ଡ଼ ସ୍ଥିତ ବ୍ରାହ୍ମଣ ସାହି (କ)ର ପ୍ରସିଦ୍ଧ ଶ୍ରୀ ଶ୍ରୀ ଶନିଶ୍ଚରାୟଙ୍କ ନୂତନ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସାହିରେ ଥିବା ଏହି ମନ୍ଦିରଟି ବହୁ ପୁରାତନ ମନ୍ଦିର ହୋଇଥିବାବେଳେ କାଳକ୍ରମେ ଭାଙ୍ଗିରୁଜି ଯାଇଥିଲା । ତେବେ ସେହି ଭଗ୍ନ ମନ୍ଦିରରେ ପ୍ରଭୁ ଶନିଶ୍ଚର ପୂଜା ପାଇ ଆସୁଥିଲେ । ସାହିର ଦୀନବନ୍ଧୁ ପଣ୍ଡା ଦୀର୍ଘ ୫୦ବର୍ଷରୁ ଊର୍ଦ୍ଧ୍ୱ…

Read More

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ୭୪ ଜଣଙ୍କୁ ପଦକ ପ୍ରଦାନ କଲେ ରାଜ୍ୟପାଳ

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ୭୪ ଜଣଙ୍କୁ ପଦକ ପ୍ରଦାନ କଲେ ରାଜ୍ୟପାଳ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ପୁଲିସ୍ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ସାହସିକତା ପଦକ ପ୍ରଦାନ କରାଯାଇଛି । ଲୋକସେବା ଭବନ କନଭେନସନ୍ ହଲରେ…

Read More

କଳିଙ୍ଗ ମ୍ୟାଜିକ ସର୍କଲ ପକ୍ଷରୁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ସମ୍ବର୍ଦ୍ଧନା

କଳିଙ୍ଗ ମ୍ୟାଜିକ ସର୍କଲ ପକ୍ଷରୁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): କଳିଙ୍ଗ ମ୍ୟାଜିକ ସର୍କଲ ପକ୍ଷରୁ ବିଶିଷ୍ଟ ଯାଦୁକର ସ୍ୱର୍ଗତ ପିଏଲ ସୁନ୍ଦରକାଙ୍କ ସ୍ମୃତି ଦିବସ ଅବସରରେ ୮ମ ମ୍ୟାଜିକ ଡେ ପାଳିତ ହୋଇଯାଇଛି । ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ୧୦୨ଜଣ ଯାଦୁକର ଯୋଗଦେଇ ନିଜ ନିଜର ଯାଦୁ ପ୍ରଦର୍ଶନ କରିଥିଲେ । ସର୍କଲର ସମ୍ପାଦକ ତଥା ବିଶିଷ୍ଟ ଯାଜୁକର ବାପୁ ଲେଙ୍କାଙ୍କ…

Read More

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓମ୍ବାଡିସିର ୨୬ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓମ୍ବାଡିସିର ୨୬ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଖଣିଜ ପାଣ୍ଠିରେ ଅଧିକ ଜୀବିକା ଓ ଦକ୍ଷତା ବିକାଶ ପ୍ରକଳ୍ପ ଉପରେ ବୋର୍ଡର ଗୁରୁତ୍ୱାରୋପ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ଖଣିଜ ଉତ୍ପାଦନ କ୍ଷେତ୍ର ଉନ୍ନୟନ ନିଗମ (ଓମ୍ବାଡିସି)ର ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଓଏମ୍ବିଏଡିସିର ୨୬ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ(ବୋର୍ଡ ଅଫ୍ ଡାଇରେକ୍ଟର୍ସ) ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ…

Read More

ନୀଳିମାରାଣୀ ସମାଜସେବା ସମ୍ମାନ -୨୦୨୩ ପ୍ରଦାନ ସମାରୋହ

ନୀଳିମାରାଣୀ ସମାଜସେବା ସମ୍ମାନ -୨୦୨୩ ପ୍ରଦାନ ସମାରୋହ #କଟକ ସଦର(ଏନ୍‌.ଏମ୍‌.): ଗ୍ରାମର ବିକାଶ, ସମାଜର ବିକାଶ, ପ୍ରତିଭାର ବିକାଶର ଜଣେ ଉଦାହରଣୀୟ ବ୍ୟକ୍ତିତ୍ୱ ଥିଲେ ମା’ ନୀଳିମାରାଣୀ ସାମନ୍ତ । ତାଙ୍କର ଏହି ଉଲ୍ଲେଖନୀୟ କାର୍ଯ୍ୟସବୁ ତାଙ୍କୁ ଚିର ଅମର କରି ରଖିବ ବୋଲି ଆଜି କଟକ ଜିଲ୍ଲା ସ୍ଥିତ ଆଦର୍ଶ ଗ୍ରାମ କଲରାବାଙ୍କରେ ଅନୁଷ୍ଠିତ ମା’ ନୀଳିମା ରାଣୀ ସମାଜସେବା ସମ୍ମାନ-୨୦୨୩ ପ୍ରଦାନ ସମାରୋହରେ ମତପ୍ରକାଶ ପାଇଛି । ମା’ ନୀଳିମାରାଣୀ ସାମନ୍ତଙ୍କ ୯୪ତମ ଜୟନ୍ତୀ…

Read More

ଶ୍ରୀଶ୍ରୀ ଜଗନ୍ନାଥ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ

ଶ୍ରୀଶ୍ରୀ ଜଗନ୍ନାଥ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ତୁଳସୀପୁର ମଠସାହି ସ୍ଥିତ ବହୁ ପୁରାତ ଶ୍ରୀଶ୍ରୀ ଜଗନ୍ନାଥ କ୍ଲବର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଅଜିତ କୁମାର ବେହେରା ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ସମ୍ପାଦକ ଭାବେ ଭରତ ସାହୁ, କ୍ରୀଡ଼ା ସମ୍ପାଦକ ଜଗନ୍ନାଥ ସେଠୀ ନିର୍ବାଚିତ ହୋଇଛନ୍ତି । ସେହିଭଳି ଉପସଭାପତି ଭାବେ ଶେଖର ସୁମନ ସାହୁ, ସହ ସମ୍ପାଦକ ପବିତ୍ର କୁମାର ଦାସ, ନାଟ୍ୟସମ୍ପାଦକ ଚିତ୍ତରଞ୍ଜନ ନାୟକ,…

Read More

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ପକ୍ଷରୁ ଜଗବନ୍ଧୁ ସାହାସିକତା ସମ୍ମାନ ପାଇଁ ପ୍ରସ୍ତୁତି ବୈଠକ

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ପକ୍ଷରୁ ଜଗବନ୍ଧୁ ସାହାସିକତା ସମ୍ମାନ ପାଇଁ ପ୍ରସ୍ତୁତି ବୈଠକ #ଖୋର୍ଦ୍ଧା(ଏନ୍‌.ଏମ୍‌.): ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଖୋର୍ଦ୍ଧା ଜିଲ୍ଲା ବୋର୍ଡର କାର୍ଯ୍ୟକାରିଣୀ ବୈଠକ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନବ ନିଯୁକ୍ତି ପ୍ରାପ୍ତ ଜିଲ୍ଲା ବୋର୍ଡର ସଭାପତିଙ୍କ ଅନୁପସ୍ଥିତିରେ ଉପସଭାପତି ଯୁଗଳ କିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବକ୍ସି ଜଗବନ୍ଧୁ ସାହାସିକତା ସମ୍ମାନ ୨୦୨୩ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ଆଗାମୀ ଅକ୍ଟୋବର ମାସରେ…

Read More