ଆଠଗଡ଼ରେ ଦୁର୍ଗାପୂଜା ଓ ଭଷାଣୀ ଉତ୍ସବ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଆଠଗଡ଼ରେ ଦୁର୍ଗାପୂଜା ଓ ଭଷାଣୀ ଉତ୍ସବ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ #ଆଠଗଡ଼(ଏନ୍‌.ଏମ୍‌.): ଶାରଦୀୟ ଦୁର୍ଗାପୂଜା ଓ ଭଷାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପୂଜା ପୂର୍ବରୁ ସହରର ସମସ୍ତ ୱାର୍ଡରୁ ଅଳିଆ ଆବର୍ଜନା ସଫେଇ କରିବା ସହ ବ୍ଳଚିଂ ପକେଇବା, ରାସ୍ତା ଉପରେ ଗଦା ହୋଇଥିବା ବାଲି, ଗୋଡି…

Read More

ଶାନ୍ତି ଶୃଙ୍ଖଳା ସହ ପାଳନ ହେଲା ଚୌଦ୍ୱାର ଗୋଡ଼ିପାଟଣା ଇନ୍ଦୁ ପୂର୍ଣ୍ଣିମା ମେଳଣ

ଶାନ୍ତି ଶୃଙ୍ଖଳା ସହ ପାଳନ ହେଲା ଚୌଦ୍ୱାର ଗୋଡ଼ିପାଟଣା ଇନ୍ଦୁ ପୂର୍ଣ୍ଣିମା ମେଳଣ #ଚୌଦ୍ୱାର(ଏନ.ଏମ.): ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ । ଗାଆଁ ଠୁ ସହର ଚାରିଆଡ଼େ ଉତ୍ସବ ମୁଖର । ଅଗ୍ର ପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୋଇଛି ଚଳିତ ବର୍ଷର ପାର୍ବଣର ପୂଜା । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ଗୋଡ଼ି ପାଟଣା ଠାରେ ଆରମ୍ଭ ହୋଇଯାଇଛି ଇନ୍ଦୁ ପୂର୍ଣ୍ଣିମା ମହୋତ୍ସବ । ପ୍ରତିବର୍ଷ ପୂର୍ଣ୍ଣମୀ ଠାରୁ ବିଘ୍ନରାଜଙ୍କ ପୂଜାଚର୍ନା…

Read More

ଦରଖାପାଟଣା ଆଦର୍ଶ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଓ ଶିଶୁ ବାଟିକା

ଦରଖାପାଟଣା ଆଦର୍ଶ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଓ ଶିଶୁ ବାଟିକା #କଟକ (ଏନ୍‌.ଏମ୍‌.): ସ୍ଥାନୀୟ ଦରଖା ପାଟଣା ସ୍ଥିତ ଆଦର୍ଶ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା, ମୀନାବଜାର ଓ ଶିଶୁ ବାଟିକା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉଦଘାଟକ ଭାବେ ସିଏମସି ୫୨ନମ୍ବର ୱାର୍ଡର କର୍ପୋରେଟର୍ ସୌଭାଗିନୀ ଜେନା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳିତ କରିଥିଲେ । କାର୍ଯ୍ୟକ୍ରମରେ ଅରବିନ୍ଦ କର ଯୋଗଦେଇ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ । ସମ୍ମାନିତ ଅତିଥି ଭାବେ…

Read More

ବୋଧପୁର ଲୋକନାଥଙ୍କ ପୀଠରେ ଭାଗବତ ଜନ୍ମତ୍ସୋବ

ବୋଧପୁର ଲୋକନାଥଙ୍କ ପୀଠରେ ଭାଗବତ ଜନ୍ମତ୍ସୋବ #କିଶନନଗର(ଏନ.ଏମ୍‌.): ଇନ୍ଦୁ ପୂର୍ଣ୍ଣିମାର ଶୁଭ ଅବସରରେ କଟକ ସଦର ଅନ୍ତର୍ଗତ ବୋଧପୁର ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଭାଗବତ ଟୁଙ୍ଗୀରେ ଶ୍ରୀମଦ ଭାଗବତଙ୍କ ଜନ୍ମତ୍ସୋବ ଅନୁଷ୍ଠିତ ହୋଇଯାଇଛି । ସନାତନ ଧର୍ମର ପ୍ରାଣ ଭାଗବତ ଜନ୍ମ ଉତ୍ସବ ପବିତ୍ର ଭାଗବତ ପଠନ, ଶ୍ରବଣ, ହୋମ ଯଜ୍ଞ, ଭଜନ, ନାମ ସଂକୀର୍ତ୍ତନ କରାଯାଇଥିଲା । କର୍ତ୍ତା ଭାବେ ଲୋକନାଥ ମନ୍ଦିରର ମୁଖ୍ୟ ପୂଜକ ବସନ୍ତ ରଥ ଓ ତାଙ୍କ ସହଧର୍ମିଣୀ ରୀନା…

Read More

ଆଞ୍ଚଳିକ ସାମ୍ବାଦିକ ସଂଘର ୯ମ ସ୍ୱନକ୍ଷତ୍ର ଉତ୍ସବ

ଆଞ୍ଚଳିକ ସାମ୍ବାଦିକ ସଂଘର ୯ମ ସ୍ୱନକ୍ଷତ୍ର ଉତ୍ସବ #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲାର ଅନ୍ୟତମ ଗଣମାଧ୍ୟମ ସଂଗଠନ ଆଞ୍ଚଳିକ ସାମ୍ବାଦିକ ସଂଘର ୯ମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧିଛକ ସ୍ଥିତ ଟାଉନ୍‌ହଲ ପରିସରରେ ସଂଘର ସଭାପତି ନରେଶ୍ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଭାରତ ମସଲାର ପ୍ରତିଷ୍ଠାତା ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ଯୋଗଦେଇ ଉଦ୍‌ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ…

Read More

କଟକରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ : ସହର ବିଭିନ୍ନ ସ୍ଥାନ ପରିକ୍ରମା କଲା ଜୁଲୁସ,ଏକାଠି ହେଲେ ସମସ୍ତ ବର୍ଗର ଧର୍ମାବଲମ୍ବୀ

କଟକରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ : ସହର ବିଭିନ୍ନ ସ୍ଥାନ ପରିକ୍ରମା କଲା ଜୁଲୁସ,ଏକାଠି ହେଲେ ସମସ୍ତ ବର୍ଗର ଧର୍ମାବଲମ୍ବୀ କଟକ(ଏନ୍‌.ଏମ୍‌.): କଟକ ସହରରେ ମୁସଲିମ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜୟନ୍ତୀ । ରୀତିନୀତି ଅନୁସାରେ ଏହି ପର୍ବକୁ ପାଳନ କରିଛନ୍ତି କଟକର ମୁସଲିମ ଧର୍ମାବଲମ୍ବୀ । ସହରରେ ଥିବା ମୁସଲମାନ ସମ୍ପ୍ରଦାୟର ଲୋକେ ବିଶାଳ ଶୋଭାଯାତ୍ରାରେ ବାହାରି କଟକ ସହର ପରିକ୍ରମା କରିଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟ ଅନୁସାରେ ଶୋଭାଯାତ୍ରା…

Read More

ପ୍ରେରଣା ପକ୍ଷରୁ ଆମ ଗାଁ ତଅପୋଇ ଉତ୍ସବ

ପ୍ରେରଣା ପକ୍ଷରୁ ଆମ ଗାଁ ତଅପୋଇ ଉତ୍ସବ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଚାଉଳିଆଗଞ୍ଜ ଅଞ୍ଚଳରେ ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ‘ଆମ ଗାଁ ତଅପୋଇ’ର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ ଯୋଗଦେଇ ଏହି କାର୍ଯ୍ୟକ୍ରମ ଜରିଆରେ ଯୁବତୀମାନଙ୍କ ଲୁକାୟିତ ପ୍ରତିଭାକୁ ଲୋକଲୋଚନୁ ଆଣି ପାରୁଛି ବୋଲି କହିବା ସହ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ସିଏମସି ୪୨ନମ୍ବର…

Read More

ଗଜପତି ଦିବ୍ୟସିଂହ ଦେବଙ୍କ କରକମଳରେ ତିନି ଦିନିଆ ପ୍ରବାଚକ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଗଜପତି ଦିବ୍ୟସିଂହ ଦେବଙ୍କ କରକମଳରେ ତିନି ଦିନିଆ ପ୍ରବାଚକ ପ୍ରଶିକ୍ଷଣ ଶିବିର ଉଦଘାଟିତ #ଭୁବନେଶ୍ୱର (ଏନ୍‌.ଏମ୍‌.): ଶ୍ରୀମଦ ଭଗବତ ଗୀତା, ଭାଗବତ ଓ ସ୍କନ୍ଦ ପୁରାଣର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଏହି ସମସ୍ତ ଶାସ୍ତ୍ରର କଥା ବସ୍ତୁ ସମ୍ବଳିତ “ପ୍ରବକ୍ଷଚକ ପ୍ରଶିକ୍ଷଣ ଶିବିର’ ଆରସିଏମ ଜଗନ୍ନାଥ ମନ୍ଦିର ପ୍ରେକ୍ଷାଳୟ, ଚନ୍ଦ୍ରଶେଖରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପୁରୀର ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ କରକମଳରେ କାର୍ଯ୍ୟକ୍ରମର ଉଦଘାଟନ ହୋଇଥିଲା…

Read More

ଚୌଦ୍ୱାରରେ ପ୍ରଥମ କରି ଚାନ୍ଦିମେଢରେ ପୂଜା ପାଇଲେ ଗଜାନନ

ଚୌଦ୍ୱାରରେ ପ୍ରଥମ କରି ଚାନ୍ଦିମେଢରେ ପୂଜା ପାଇଲେ ଗଜାନନ #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକା ଅନ୍ତଗର୍ତ ୫ ନମ୍ବର ୱାର୍ଡସ୍ଥିତ ବ୍ରାହ୍ମଣସାହିରେ ପ୍ରଥମ କରି ଚାନ୍ଦି ମେଢ଼ରେ ବିଘ୍ନରାଜ ଗଣପତିଙ୍କର ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଏହି ସାହିରେ ଗଣେଷ ଓ ମହାଲକ୍ଷ୍ମୀଙ୍କ ମେଢ ପ୍ରସ୍ତୁତ କରି ମହାସମାରୋହରେ ପୂଜାନୀତି କରିବା ସହ ବିଶାଳ ଶୋଭାଯାତ୍ରାରେ ଦେବାଦେବୀଙ୍କ ବିସର୍ଜନ କରାଯାଇଥାଏ । ଏଥର କିଛି ନୂଆ କରି ଦେଖାଇବାର ନିଶାରେ ପୂଜା କମିଟିର ସଦସ୍ୟମାନେ ଚାନ୍ଦିମେଢ…

Read More

ଅତ୍ୟାଧୁନିକ କଟକ ନେତାଜୀ ବସ ଟର୍ମିନାଲ ଉଦ୍‌ଘାଟିତ

ଅତ୍ୟାଧୁନିକ କଟକ ନେତାଜୀ ବସ ଟର୍ମିନାଲ ଉଦ୍‌ଘାଟିତ ଖୁବଶିଘ୍ର ବଦଳିବ କଟକର ରୂପରେଖ: ମୁଖ୍ୟମନ୍ତ୍ରୀ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଖାନନଗର ଠାରେ ନବ ନିର୍ମିତ କଟକ ନେତାଜୀ ବସ ଟର୍ମିନାଲ (ସିଏନବିଟି) ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସିଏନବିଟିକୁ ଉଦ୍‌ଘାଟନ କରିବା ସହ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି କଟକର ରୂପରେଖ ଖୁବ ଶିଘ୍ର ବଦଳିବ ବୋଲି କହିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ସିଏନବିଟି ସମେତ କଟକର…

Read More

ଚଳିତ ବର୍ଷ ୨୮ ରୁ ୩୨ରେ ପହଞ୍ଚିଲା କଟକର ଚାନ୍ଦି ମେଢ଼ ସଂଖ୍ୟା : ମନଜିଣିବ ରାଉସା ପାଟଣା ଦୁର୍ଗାମଣ୍ଡପର ନୂତନ କାଚମେଢ଼

ଚଳିତ ବର୍ଷ ୨୮ ରୁ ୩୨ରେ ପହଞ୍ଚିଲା କଟକର ଚାନ୍ଦି ମେଢ଼ ସଂଖ୍ୟା : ମନଜିଣିବ ରାଉସା ପାଟଣା ଦୁର୍ଗାମଣ୍ଡପର ନୂତନ କାଚମେଢ଼ #କଟକ(ଏନ୍‌.ଏମ୍‌.): କଟକ ସହରରେ ବର୍ଷକୁ ବର୍ଷ ଚାନ୍ଦିମେଢ଼ର ସଂଖ୍ୟା ବୃଦ୍ଧି ପାଇବା ସହ ରୌପ୍ୟନଗରୀ ମାନ୍ୟତାର ଗାରିମା ବୃଦ୍ଧି କରିପାରିଛି । ଗତବର୍ଷ କଟକର ଚାନ୍ଦି ମେଢ଼ ସଂଖ୍ୟା ୨୮ରେ ଥିଲାବେଳେ ଚଳିତ ବର୍ଷ ଏହା ୩୨କୁ ବୃଦ୍ଧି ପାଇଛି ବୋଲି କଟକ ମହାନଗର ଶାନ୍ତି କମିଟିର ସାଧାରଣ ସମ୍ପାଦକ ଭିକାରୀ ଦାସ…

Read More

ନବନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନବନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନବନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକମାନଙ୍କ ପାଇଁ ସାତଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥୀ….

Read More