ରାଇରଙ୍ଗପୁର ଠାରେ ୭୭ତମ ସ୍ୱାଧୀନତା ଦିବସ -୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର ଠାରେ ୭୭ତମ ସ୍ୱାଧୀନତା ଦିବସ -୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ #ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ସଭାପତିତ୍ୱରେ ଆଗାମୀ ୭୭ତମ ସ୍ୱାଧୀନତା ଦିବସ -୨୦୨୩ ପାଳନ ନିମନ୍ତେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉପଜିଲ୍ଲାପାଳ ସଭାରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ପ୍ରସ୍ତୁତି ବୈଠକର ଆଭିମୁଖ୍ୟ ସମ୍ବନ୍ଧରେ ପ୍ରତିପାଦନ କରିଥିଲେ । ଏହା ପରେ…

Read More

ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘର ସାମ୍ବାଦିକ ସମ୍ମିଳନୀ

ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘର ସାମ୍ବାଦିକ ସମ୍ମିଳନୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ଥାନୀୟ ବୁଲନ୍ ଭାଇ ସେବା ସଭାଗୃହରେ ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ରାଜ୍ୟସଭାପତି ବିଷ୍ଣୁଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ଆଧ୍ୟାତ୍ମିକ ଯୋଗଗୁରୁ ବାବା ପଞ୍ଚ ଦେବ ଓ କଟକ ଜିଲ୍ଲା ସଂକୀର୍ତ୍ତନ ସଂଘର ସମ୍ପାଦକ ସଞ୍ଜୟ ଦାସ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର…

Read More

ଆସନ୍ତା ଦଶହରାରେ ସୁପରଷ୍ଟାର ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍‌

ଆସନ୍ତା ଦଶହରାରେ ସୁପରଷ୍ଟାର ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍‌ କଟକ(ଏନ୍‌.ଏମ୍‌.): ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ସୁପରଷ୍ଟାର ଅରିନ୍ଦମ ରୟଙ୍କ ପ୍ରଯୋଜନାରେ ଆସନ୍ତା ଦଶହରାରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଛି । ଏଥି ପାଇଁ ନୂଆ ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ସହିତ କ୍ଳାପ୍ କଟକ ପ୍ରେସ୍ ଛକ ନିକଟସ୍ଥ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ସୁପରଷ୍ଟାର ଅରିନ୍ଦମ ଦୀର୍ଘ ବର୍ଷ ର ନୀରବତା ପରେ ଏକ ନୂଆ…

Read More

ରାଜଭବନରେ ଲୋକଉତ୍ସବ ଓ ଜନଜାତି କଳା ପ୍ରଦର୍ଶନ

ରାଜଭବନରେ ଲୋକଉତ୍ସବ ଓ ଜନଜାତି କଳା ପ୍ରଦର୍ଶନ ପ୍ରକୃତି ଓ ସଂସ୍କୃତି ସହିତ ଯୋଡ଼ି ହେବାର ମଞ୍ଚ ଲୋକଉତ୍ସବ-ରାଜ୍ୟପାଳ #ଭୁବନେଶ୍ୱର(ଏନ୍‍.ଏମ୍‍.): ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳ ଯାହାକି ବର୍ତ୍ତମାନର ଓଡ଼ିଶା । ସେ ଲୋକକଳା ହେଉ କି ପାରମ୍ପରିକ ସାମରିକ କଳାକୌଶଳ ଅଥବା ଜନଜାତିଙ୍କ କଳା ପ୍ରତ୍ୟେକଟିର ପରିଚୟ ସ୍ୱତନ୍ତ୍ର । ଏହିସବୁ କଳାର ପ୍ରଦର୍ଶନ ରାଜଭବନର ନ୍ୟୁ ଅଭିଷେକ ହଲ୍‌ରେ ଦେଖିବାକୁ ମିଳିଥିଲା । କାଳାଞ୍ଜଳି ଆର୍ଟିଷ୍ଟ ଟ୍ରଷ୍ଟ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳାକାରଙ୍କୁ…

Read More

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା #କଟକ ସଦର(ଏନ୍‌.ଏମ୍‌.): କଟକ ସଦର ଅନ୍ତର୍ଗତ ଦୟାନିଧି ପ୍ରଥିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବୋଧପୁର ପଞ୍ଚାୟତ ଅନ୍ତର୍ଗତ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ପ୍ରତିଭାଧାରୀ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟଅତିଥି ଭାବେ ବିଶିଷ୍ଟ ବ୍ୟକ୍ତି ତଥା ଓଡିଶାର ସୁନାମଧନ୍ୟ ଗୀତିକାର ନିମାଇଁ ଚରଣ ଦାସ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ ଓ ଅନୁଷ୍ଠାନର ସମ୍ପାଦକ ନାରାୟଣ ମହାନ୍ତି ଯୋଗ…

Read More

ଶ୍ରଦ୍ଧା ସବୁରୀ ସେବା ସଂଘ ଉଦ୍‌ଘାଟିତ

ଶ୍ରଦ୍ଧା ସବୁରୀ ସେବା ସଂଘ ଉଦ୍‌ଘାଟିତ #କଟକ(ଏନ୍‌.ଏମ୍‌.): ସମାଜରେ ଜନସେବାକୁ ନିଜର ବ୍ରତ ଭାବେ ନେଇ ସ୍ଥାନୀୟ ଖାନ ନଗର ସାଇ ମନ୍ଦିର ପରିସରେ ଶ୍ରଦ୍ଧା ସବୁରୀ ସେବା ସଂଘ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅନୁଷ୍ଠାନର ଉଦ୍‌ଘାଟନ କରିବା ସହ ମାନବସେବା ହିଁ ମାଧବ ସେବା ବୋଲି ମତପ୍ରକାଶ କରିଥିଲେ । ଯଦି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ନିଜକୁ ଜନସେବାରେ ନିୟୋଜିତ କରିବେ ତେବେ…

Read More

୫ଟି ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁର ବୁଢୀ ଠାକୁରାଣୀ ମନ୍ଦିର

୫ଟି ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁର ବୁଢୀ ଠାକୁରାଣୀ ମନ୍ଦିର ବ୍ରହ୍ମପୁର (ଏନ୍‌.ଏମ୍‌.): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଦୁଇଟି ପର୍ଯ୍ୟାୟରେ ଏହି କାମ କରାଯିବ ଏବଂ ଏଥିପାଇଁ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।…

Read More

ମହାବୀରଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମହାବୀରଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ #ଫୁଲନଖରା (ଏନ୍‌.ଏମ୍‌.): କଟକ ଜିଲ୍ଲାର ବାରଙ୍ଗ ବ୍ଲକ କୁରାଙ୍ଗ ପ୍ରଧାନ ପଞ୍ଚାୟତ ଅନ୍ତର୍ଗତ ଗୁଆଳି ଗ୍ରାମରେ ଶ୍ରୀ ଶ୍ରୀ ମହାବୀରଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ସହିତ ମହାବୀରଙ୍କ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପାଞ୍ଚଦିନ ବ୍ୟାପି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚବଟି ପୁଷ୍କରିଣୀରୁ କଳସ ଯାତ୍ରା, ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ବିଗ୍ରହଙ୍କ ନଗର ପରିକ୍ରମା ଆଦି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିବା…

Read More

କଟକରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ଯାତ୍ରା

କଟକରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ଯାତ୍ରା #କଟକ(ଏନ୍‌.ଏମ୍‌.): କଟକର ବିଭିନ୍ନ ସ୍ଥାନରେପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଚାନ୍ଦିନୀଚୌକ, ଦୋଳମୁଣ୍ଡାଇ, ରାଣୀହାଟ ସମେତ ଯୋବ୍ରା ଠାରେ ରଥାରୂଢ଼ ଜଗନ୍ନାଥଙ୍କୁ ମାଉସୀମା ଘରୁ ସ୍ୱ ମନ୍ଦିରକୁ ଅଣାଯାଇଥିଲା । ଆଜି କଟକରେ ସମସ୍ତ ଜଗନ୍ନାଥ ମନ୍ଦିରରେ ଆୟୋଜିତ ବାହୁଡ଼ାଯାତ୍ରାରେ ରଥାରୂଢ଼ ଜଗନ୍ନାଥ, ବଳଭଦ୍ର ସୁଭଦ୍ରା ଓ ସୂଦର୍ଶନଙ୍କୁ ଶ୍ରଦ୍ଧାଳୁମାନେ ମନ୍ଦିର ସମ୍ମୁଖରେ ପହଞ୍ଚାଇଛନ୍ତି । ଆସନ୍ତା କାଲି ସୁନାବେଶ ଓ ପରେ ଅଧରପଣା ଲାଗି ହେବା…

Read More

ପେଟ୍ଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ମର୍କତ ନଗର ବିକାଶ ପରିଷଦ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ପେଟ୍ଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ମର୍କତ ନଗର ବିକାଶ ପରିଷଦ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): ମର୍କତ ନଗର ବିକାଶ ପରିଷଦ ପକ୍ଷରୁ ନିତ୍ୟାନନ୍ଦ ରାଉତରାୟଙ୍କ ପୋରହିତ୍ୟରେ ସିଡିଏ ସ୍ଥିତ ସନ୍ତୁକା ପାଲେସ ଠାରେ ପେଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ପ୍ରଚେଷ୍ଟା ଓ ଅବଦାନ ପାଇଁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଦୀର୍ଘ ଦିନରୁ ଘୋର ଅବହେଳିତ ଅବସ୍ଥାରେ ପଡି ରହିଥିବା ପେଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ…

Read More

ଓଡ଼ିଶା ଚିତ୍ରକଳା ଏକାଡେମୀ ପକ୍ଷରୁ ଗୁଣ୍ଡିଚା ଚିତ୍ରକଳା ଉତ୍ସବ

ଓଡ଼ିଶା ଚିତ୍ରକଳା ଏକାଡେମୀ ପକ୍ଷରୁ ଗୁଣ୍ଡିଚା ଚିତ୍ରକଳା ଉତ୍ସବ #କଟକ(ଏନ୍‌.ଏମ୍‌.): ଗୁଣ୍ଡିଚା ଉପଲକ୍ଷେ ଓଡିଶା ଚିତ୍ରକଳା ଏକାଡେମୀ ପକ୍ଷରୁ ଗୁଣ୍ଡିଚା ଚିତ୍ରକଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାବା ସାଗର ବିଦ୍ୟାପୀଠରେ ଆୟୋଜିତ ଚିତ୍ରାଙ୍କନ ଶିଳ୍ପୀ ଶିବିର କାର୍ଯ୍ୟକ୍ରମକୁ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଶିଳ୍ପୀମାନଙ୍କ ଉତ୍ତରୋତର ଉର୍ନତି କାମନା କରିଥିଲେ । କଟକ ମୁନିସିପାଲିଟି ହେଲଥ କମିଟି ଚେୟାରମ୍ୟାନ ଦୀପ୍ତମୟୀ ମୁଲିଆ ସମ୍ମାନିତ ଅତିଥି ରୂପେ…

Read More

କଟକ ଟ୍ୟାକ୍ସ୍ ବାର୍ ପକ୍ଷରୁ ଆଲୋଚନାଚକ୍ର

କଟକ ଟ୍ୟାକ୍ସ୍ ବାର୍ ପକ୍ଷରୁ ଆଲୋଚନାଚକ୍ର #କଟକ(ଏନ୍‌.ଏମ୍‌.): ମର୍କତନଗରସ୍ଥିତ କଟକ ଟ୍ୟାକ୍ସ୍ ବାର୍ ପକ୍ଷରୁ ‘ସାମ୍ପ୍ରତିକ ପରିସ୍ଥିତିରେ ଟିକସ ପେଷାଦାରମାନଙ୍କର ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ହାଇକୋର୍ଟର ବିଚାରପତି ମୁରାହାରୀ ଶ୍ରୀରମଣ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଆଲୋଚନାଚକ୍ରକୁ ଉଦ୍‌ଘାଟନ କରିଥିଲେ । ଓଡିଶା ବିକ୍ରୀକର ଅଧିକରରଣର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ଟ୍ୟାକ୍ସ ବାର୍ ଆସୋସିଏସନ୍‌ର ସଭାପତି ଅରୁଣ କୁମାର ଦାସ ପ୍ରମୁଖ ଯୋଗଦେଇ…

Read More