ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଲୋୟର ପିଏମଜିରେ ସମାବେଶ ୧୬ରେ
ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଲୋୟର ପିଏମଜିରେ ସମାବେଶ ୧୬ରେ #ଭୁବନେଶ୍ୱର(ଏନ୍.ଏମ୍.): ‘ଓଡିଶା ଫାର୍ମାସିଷ୍ଟ ସେବା ସଂଘ’ ପକ୍ଷରୁ ସାରା ଓଡିଶାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନଙ୍କ ବିଭିନ୍ନ ଦାବି ଯଥା ଗ୍ରେଡ ପେ ୨୩୦୦ଟଙ୍କା ରୁ ୨୮୦୦ଟଙ୍କାକୁ ବୃଦ୍ଧି ସହିତ କ୍ୟାଡର ପୁନଃ ଗଠନ ୨୦୧୩ ମସିହା ପୂର୍ବ ଫାର୍ମାସିଷ୍ଟମାନଙ୍କ ବରିଷ୍ଠତା ଓ ଆର୍ଥିକ ସୁବିଧା, ଫାର୍ମାସିଷ୍ଟ ପରିବର୍ତ୍ତେ ଫାର୍ମାସିଷ୍ଟ ଅଫିସର ପ୍ରମୁଖ ଦାବି ଉପସ୍ଥାପନ କରିବା ପାଇଁ ତା ୧୬-୦୯-୨୩ରିଖ ଶନିବାର…
