ତିଗିରିଆ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୪ ଜୀବନ ଜଣେ ଗୁରୁତର
ତିଗିରିଆ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୪ ଜୀବନ ଜଣେ ଗୁରୁତର #ତିଗିରିଆ(ଏନ୍.ଏମ୍.): କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ତିଗିରିଆ ନୂଆସଡକ ଛକ ନିକଟରେ କାର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ଘଟିବା ଦ୍ୱାରା ୪ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି । ଦୁର୍ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଆଠଗଡ ମେଡ଼ିକାଲରେ ଭର୍ତ୍ତି ହୋଇଥିବାବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଡାକ୍ତର ଖାନା…
