ବିଜେପି ରକ୍ତତୀର୍ଥ ମଣ୍ଡଳର ମହା ଜନସଭା: ମୋଦୀଙ୍କ ସଫଳତା ଗାନକଲେ ନେତା

ବିଜେପି ରକ୍ତତୀର୍ଥ ମଣ୍ଡଳର ମହା ଜନସଭା: ମୋଦୀଙ୍କ ସଫଳତା ଗାନକଲେ ନେତା #ଭଦ୍ରକ(ଏନ୍‌.ଏମ୍‌.): ବାସୁଦେବପୁର ବିଜେପି ପକ୍ଷରୁ ରକ୍ତ ତୀର୍ଥ ମଣ୍ଡଳମହା ସମାବେଶ ସ୍ଥାନୀୟ ଆର୍ତ୍ତୁଙ୍ଗ ଗ୍ରାମ ପଞ୍ଚାୟତରେ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ ଘାଟନ କରିଥିଲେ ।…

Read More

୪ର୍ଥ ରାଜ୍ୟ ସ୍ତରୀୟ କୁଡୋ ପ୍ରତିଯୋଗିତା ଉଦଯାପିତ

୪ର୍ଥ ରାଜ୍ୟ ସ୍ତରୀୟ କୁଡୋ ପ୍ରତିଯୋଗିତା ଉଦଯାପିତ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଅନ୍ତର୍ଗତ ତ୍ରିଶୁଳିଆ ଠାରେ ଦୁଇଦିନ ଧରି (୨୯ ଓ ୩୦ରିଖ) ୪ର୍ଥ ରାଜ୍ୟସ୍ତରୀୟ କୁଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କୁଡୋ ଆସୋସିଏସନ୍ ଅଫ୍ ଓଡ଼ିଶାର ସାଧାରଣ ସମ୍ପାଦକ ସିହାନ ନିତାଇ ଶଙ୍କର ଗୁଇଁଙ୍କ ତତ୍ତ୍ୱାବଧାନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରଥମ ଦିନରେ କୁଡୋ ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ଶିବାଶିଷ କର ଏବଂ ପ୍ରଫେସର…

Read More

ଆଗାମୀ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତି: ଚୌଦ୍ୱାର-କଟକ ବିଜେଡିର କାର୍ଯ୍ୟକାରିଣୀ ବୈଠକ

ଆଗାମୀ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତି: ଚୌଦ୍ୱାର-କଟକ ବିଜେଡିର କାର୍ଯ୍ୟକାରିଣୀ ବୈଠକ #କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଯୋବ୍ରାସ୍ଥିତ ମ୍ୟାରିଟାଇମ ମ୍ୟୁଜିୟମ ଠାରେ ଚୌଦ୍ୱାର- କଟକ ପୂର୍ବତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ମଣ୍ଡଳୀର ୨୧୧ ଗୋଟି ବୁଥ୍ କମିଟିର ସଭାପତି, ସମ୍ପାଦକମାନଙ୍କ ଦ୍ୱାରା ଏକ ବୁଥ୍‌ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଘରକୁ ଘର ବୁଲି ହାଉସ ଟ୍ୟାଗିଙ୍ଗ୍ ମାଧ୍ୟମରେ ସମସ୍ତଙ୍କ ସହ ସୁସମ୍ପର୍କ ରଖିବା ସହ ମୁଖ୍ୟମନ୍ତ୍ରୀଙ୍କ…

Read More

୫ଟି ସଚିବଙ୍କ ଗସ୍ତକୁ ନେଇ କଟକ ସଦର ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ

୫ଟି ସଚିବଙ୍କ ଗସ୍ତକୁ ନେଇ କଟକ ସଦର ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ #କଟକ(ଏନ୍‌.ଏମ୍‌.): ରାଜ୍ୟର ବିକାଶ ପଥକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ. ପାଣ୍ଡିଆନ ସମଗ୍ର ରାଜ୍ୟ ପରିକ୍ରମଣ କରୁଛନ୍ତି । ଏହି ଅବସରରେ କଟକ ସଦର ଅଞ୍ଚଳର ବିଭିନ୍ନ ସ୍ଥାନ ଓ ପ୍ରାଚୀନ ଶୈବପୀଠ ବାବା ପରମହଂସ ପୀଠର ଉନ୍ନତିକରଣ ନିମନ୍ତେ ଆସନ୍ତା ୯ତାରିଖରେ ୫ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଗସ୍ତକୁ ନେଇ କଟକ ସଦର ବିଜେଡି ପକ୍ଷରୁ…

Read More

ୟୁରୋପର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ସୌଭାଗ୍ୟ, ଭୁବନେଶ୍ୱରରେ ଶୁଭେଚ୍ଛା ସଭା

ୟୁରୋପର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ସୌଭାଗ୍ୟ, ଭୁବନେଶ୍ୱରରେ ଶୁଭେଚ୍ଛା ସଭା #ଭୁବନେଶ୍ୱର(ଏନ୍‌.ଏମ୍‌.): ନୟାଗଡ଼ର ଗୌରବ ଆଇରନ୍ ମ୍ୟାନ୍ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ୍ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍‌ବ୍ରସ୍ ଚଢ଼ିବାକୁ ଯାଉଛନ୍ତି । ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ ଆଜି ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ…

Read More

ଅସୁସ୍ଥ ଗଜରାଜର ଚିକିତ୍ସା କଲା ଆଠଗଡ଼ ବନବିଭାଗ

ଅସୁସ୍ଥ ଗଜରାଜର ଚିକିତ୍ସା କଲା ଆଠଗଡ଼ ବନବିଭାଗ #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଆଠଗଡ଼ ବନାଞ୍ଚଳର ସୁକାସନ ସଂରକ୍ଷିତ ଜଙ୍ଗଲରେ ଏକ ୩୦ ବର୍ଷର ଅସୁସ୍ଥ ଦନ୍ତାହାତୀର ଚିକିତ୍ସା କରିଛି ଆଠଗଡ଼ ବନବିଭାଗ । ଚନ୍ଦକା ଡମପଡା ଅଭୟାରଣ୍ୟରୁ ଆସିଥିବା ୧୭ ଟି ହାତୀପଲ ଗତ କିଛିଦିନ ଧରି ଆଠଗଡ ବନଖଣ୍ଡକୁ ଚାଲି ଆସିଥିବା ବେଳେ ସେହି ହାତୀପଲଙ୍କ ମଧ୍ୟରୁ ଗୋଟିଏ ୩୦ ବର୍ଷର ଦନ୍ତାହାତୀ ଅସୁସ୍ଥ ଥିବା ବନବିଭାଗ ଜାଣିବାକୁ ପାଇଥିଲା ।…

Read More

ଅନୁଗୋଳରେ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକଙ୍କୁ ନେଇ ସମୀକ୍ଷା ବୈଠକ

ଅନୁଗୋଳରେ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକଙ୍କୁ ନେଇ ସମୀକ୍ଷା ବୈଠକ ଅନୁଗୋଳ(ଏନ୍‌.ଏମ୍‌.): ଅନ୍ତରାଷ୍ଟ୍ରୀୟ ମନବାଧିକାର ରକ୍ଷକମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଗୋଳ ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ଦିବ୍ୟକୁସୁମ ଆଚାର୍ଯ୍ୟ, ରେଣୁବାଳା ପଣ୍ଡା ଓ କଳ୍ପନା ରାଉତରାୟ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସୁସ୍ଥ ସମାଜ ଗଠନରେ ଏହି ଅନୁଷ୍ଠାନର ରହିଥିବା ଗୁରୁଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ବୈଠକରେ ଜେମାମଣୀ ପ୍ରଧାନ, ଜ୍ୟୋତିର୍ମୟ ବେହେରା, ଡା. ଟ୍ୱିଟୁ…

Read More

ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକର ସଚେତନତା କାର୍ଯ୍ୟକ୍ରମ

ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକର ସଚେତନତା କାର୍ଯ୍ୟକ୍ରମ ଢେଙ୍କାନାଳ(ଏନ୍‌.ଏମ୍‌.): ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକ ଢେଙ୍କାନାଳର ଦେଉଳିସାହି ସ୍ଥିତ ବଜରଙ୍ଗ କ୍ଲକର ମୁଖ୍ୟ କାର୍ଯ୍ୟଳୟରେ ବିଭିନ୍ନ ସଚେତନା କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯିବା ସହ ଆନ୍ତର୍ଜାତୀୟ ମାନବାଧିକାର ସମ୍ପର୍କରେ ଆଲୋକପାତ ସହିତ ଭବିଷ୍ୟତରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛିି । ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକର ସମସ୍ତ ସଦସ୍ୟ ପ୍ରତି ସେବା କାର୍ଯ୍ୟକୁ ଏକ ଦୃଢ ଓ ଦକ୍ଷତା ହାସଲ କରିବା…

Read More

ହେମନ୍ତ ଦାସକୁ ପୁଣି ବାନ୍ଧିଲା ବାଦାମବାଡ଼ି ପୁଲିସ

ହେମନ୍ତ ଦାସକୁ ପୁଣି ବାନ୍ଧିଲା ବାଦାମବାଡ଼ି ପୁଲିସ #କଟକ(ଏନ୍‌.ଏମ୍‌.): କଥାରେ ଅଛି ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ । ଅର୍ଥାତ ମଣିଷ ମୃତ୍ୟୁ ପର୍ଯ୍ୟନ୍ତ ନିଜର ପ୍ରକୃତିକୁ ଛାଡ଼ି ପାରେ ନାହିଁ । ଏଭଳି ଏକ ଘଟଣା ଘଟିଛି ବାଦାମବାଡ଼ି ଥାନା ଅଞ୍ଚଳରେ । ଚୋରି କରିବା ଅପରାଧରେ ଗିରଫ ହୋଇ ଜେଲ ଦଣ୍ଡ ଭୋଗକରିଥିବା ଜଣେ ଚୋର ଜାମିନରେ ଆସି ପୁଣି ଚୋରି କରି ବାଦାମବାଡ଼ି ପୁଲିସ ଦ୍ୱାରା ଗିରଫ…

Read More

ମାର୍ଶାଘାଇରେ ପୁଣି ଫୁଟିଲା ଗୁଳି : ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ଆହତ

ମାର୍ଶାଘାଇରେ ପୁଣି ଫୁଟିଲା ଗୁଳି : ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ଆହତ #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କିଛିଦିନ ବ୍ୟବଧାନ ପରେ ମାର୍ଶାଘାଇ ଥାନା ଅଞ୍ଚଳରେ ପୁଣି ଗୁଳି ଫୁଟିଛି । ଦୁର୍ବୃତ୍ତଙ୍କ ଗୁଳିରେ ଜଗତସିଂପୁର ଜିଲ୍ଲା ତଥା ଏହି ଥାନା ଅଧୀନ ମାହିରା ଗ୍ରାମର ଶକ୍ତି ଚନ୍ଦନ ମହାନ୍ତି ଗୁରୁତର ଆହତ ହୋଇଛନ୍ତି । ଗୁଳିଟି ଶକ୍ତିଙ୍କ ପେଟରେ ବାଜିଛି । ତାଙ୍କୁ ମାର୍ଶାଘାଇ ଡାକ୍ତରଖାନା ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ…

Read More

ରୁଚିକା ସାମାଜିକ ସେବା ସଂଗଠନ ପକ୍ଷରୁ ବିଶ୍ୱ ମାନବ ଚାଲଣ ବିରୋଧ ଦିବସ

ରୁଚିକା ସାମାଜିକ ସେବା ସଂଗଠନ ପକ୍ଷରୁ ବିଶ୍ୱ ମାନବ ଚାଲଣ ବିରୋଧ ଦିବସ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀସ୍ଥିତ କ୍ୟାପିଟାଲ ଥାନା ପରିସରରେ ରୁଚିକା ସାମାଜିକ ସେବା ସଂଗଠନ ତରଫରୁ ବିଶ୍ୱ ମାନବ ଚାଲାଣ ବିରୋଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୋନ ଏସିପିଙ୍କ ସହିତ କ୍ୟାପିଟାଲ ଥାନାର ଇନ୍ସପେକ୍ଟର ତଥା ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମକର୍ତ୍ତା, କମିଶନରେଟ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହିତ କର୍ମକର୍ତ୍ତା ମାନେ ମଧ୍ୟ ଯୋଗ ଦେଇଥିଲେ । ସୂଚନା…

Read More

ତନ୍ତ୍ର ପାଇଁ ସାଧୁ ସାଜିଲେ ହତ୍ୟାକାରୀ !

ତନ୍ତ୍ର ପାଇଁ ସାଧୁ ସାଜିଲେ ହତ୍ୟାକାରୀ ! ପୁରୀ(ଏନ୍‌.ଏମ୍‌.): ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ନେଲେ ଅନ୍ୟ ଜଣେ ବାବା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ । ଜଣେ ବାବାଙ୍କ କାଠଫାଳିଆ ମାଡ଼ରେ ଜଣେ ବାବାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ପୁରୀ ବାସେଲିସାହି ଲୋକନାଥ ରୋଡ ଗୁରୁକୃପା ଆଶ୍ରମରେ । ମୃତ ବାବା ଜଣଙ୍କ ହେଲେ ପଶ୍ଚିମବଙ୍ଗର ଅର୍ଜୁନ…

Read More