ବାରାପୁର ହାଇସ୍କୁଲରେ ନିଆରା ଢଙ୍ଗରେ ପାଳନ ହେଲା ଗୁରୁପୂଜନ ଉତ୍ସବ
ବାରାପୁର ହାଇସ୍କୁଲରେ ନିଆରା ଢଙ୍ଗରେ ପାଳନ ହେଲା ଗୁରୁପୂଜନ ଉତ୍ସବ #ବାସୁଦେବପୁର(ଏନ୍.ଏମ୍.): ହଜିଯାଉଛି ଗୁରୁ ଶିଷ୍ୟଙ୍କ ମଧ୍ୟରେ ନିବିଡ ସମ୍ପର୍କ । ଆଜିକାଲି ଶିକ୍ଷାଦାନ ବ୍ରତ ନୁହେଁ ବୃତ୍ତି ପାଲଟିଯାଇଛି । ଆଗପରି ରହୁନାହିଁ ଗୁରୁ ଶିଷ୍ୟଙ୍କ ମଧ୍ୟରେ ମଧୁର ସମ୍ପର୍କ । କଳୁଷିତ ହୋଇ ଯାଉଛି ପରିବେଶ । ବାସୁଦେବପୁର ବ୍ଲକର ବାରାପୁର ହାଇସ୍କୁଲରେ ନିଆରା ଢଙ୍ଗରେ ପାଳନ ହୋଇଛି ଗୁରୁ ପୂଜନ ଉତ୍ସବ ଓ ଶ୍ରୀଗଣେଶ ପ୍ରତିମୂର୍ତ୍ତି ସ୍ଥାପନା ସମାରୋହ । ସମାଜର ଛୋଟ…
