ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟରେ ଅନୁଭବଙ୍କୁ ମିଳିଲା ଅନୁମତି
ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟରେ ଅନୁଭବଙ୍କୁ ମିଳିଲା ଅନୁମତି #କଟକ(ଏନ୍.ଏମ୍.): କେନ୍ଦ୍ରାପଡ଼ା ଲୋକସଭା ସାଂସଦ ତଥା ବିଶିଷ୍ଟ ସିନେ ଅଭିନେତା ଅନୁଭବ ମହାନ୍ତି ଓ ବିଶିଷ୍ଟ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ବିବାହ ବିଚ୍ଛେଦ ପାଇଁ ଅନୁଭବଙ୍କୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କେବଳ ଅନୁମତି ଦେଇନାହାନ୍ତି ବରଂ ପରିବାର ଅଦାଲତର ବିବାହ ବିଛେଦ…
