କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ସମାରୋହ
କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ସମାରୋହ #କଟକ(ଏନ୍.ଏମ୍.): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଆଦର୍ଶ ଗ୍ରାମ କଲରାବାଙ୍କ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ(୨୫ ବର୍ଷ) ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଓଡିଶା ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ରାଜ୍ୟର ଆଦିବାସୀ ଓ ଅଧ୍ୟୁଷିତ ଅଞ୍ଚଳରେ ଆଦର୍ଶ ଗ୍ରାମ କଲରାବାଙ୍କ ଭଳି ସମସ୍ତ ପ୍ରକାର ସୁବିଧା, ସୁଯୋଗ ସୃଷ୍ଟି କରିବାକୁ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତ…
