ନିମପୁର ନୋଡାଲ ହାଇସ୍କୁଲରେ ବିଜ୍ଞାନ ମେଳା
ନିମପୁର ନୋଡାଲ ହାଇସ୍କୁଲରେ ବିଜ୍ଞାନ ମେଳା କଟକ(ଏନ୍.ଏମ୍.): ଜଗତପୁରସ୍ଥିତ ନିମପୁର ନୋଡାଲ ହାଇସ୍କୁଲରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଖାଦ୍ୟ ମେଳା ଓ ଚିତ୍ରାଙ୍କନ ପ୍ରଦର୍ଶନୀ କରାଯାଇଥିଲା । କଳା ଶିକ୍ଷକ ପ୍ରଦ୍ୟୁମ୍ନ ମହାନ୍ତିଙ୍କ ତତ୍ତା୍ୱବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଅଙ୍କାଯାଇଥିବା ଚିତ୍ର ଗୁଡିକର ଏକ ପ୍ରଦର୍ଶନୀ ହୋଇଥିଲା । ଏଥିରେ ଅନେକ ଛାତ୍ର ଛାତ୍ରୀଙ୍କର ସୁନ୍ଦର ସୁନ୍ଦର ଚିତ୍ର ଦର୍ଶକମାନଙ୍କୁ ମୁଗ୍ଧ କରାଇଥିଲା । ଏହି ବିଜ୍ଞାନ ମେଳାରେ…
