ବିରିଡ଼ି ବ୍ଲକ ବିଡିଓଙ୍କ ଆଶାଳୀନ ବ୍ୟବହାର ନେଇ ତେଜୁଛି ଅସନ୍ତୋଷ
ବିରିଡ଼ି ବ୍ଲକ ବିଡିଓଙ୍କ ଆଶାଳୀନ ବ୍ୟବହାର ନେଇ ତେଜୁଛି ଅସନ୍ତୋଷ ଛଡ଼ାଇ ଫିଙ୍ଗିଦେଲେ ଗଣମାଧ୍ୟମ ପ୍ରତିନିଧିଙ୍କ ବୁମ ଜଗତସିଂହପୁର(ଏନ୍.ଏମ୍.): ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ୍ ବିଡିଓ ଗଣମାଧ୍ୟମ ପ୍ରତିନିଧିଙ୍କ ବୁମ ଛଡ଼ାଇ ଫିଙ୍ଗିଦେବା ଭଳି ଅଭାବନୀୟ ଘଟଣା ଭାଇରାଲ ହେବାରେ ଲାଗିଛି । ଏଭଳି ଭିଡିଓ ଭାଇରାଲ ହେବା ଦ୍ୱାରା ଅଞ୍ଚଳବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ତେଜିବାରେ ଲାଗିଛି । ଜନସାଧାରଣ ସେବା ନିମନ୍ତେ ସରକାରଙ୍କ ଠାରୁ ନିଯୁକ୍ତି ପାଇଥିବା ଅଧିକାରୀ ଜନସାଧାରଣଙ୍କୁ ଏଭଳି ବ୍ୟବହାର କରିବା…
