ଜଗତପୁର ଅଞ୍ଚଳରେ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନା କାର୍ଯ୍ୟକ୍ରମ
ଜଗତପୁର ଅଞ୍ଚଳରେ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନା କାର୍ଯ୍ୟକ୍ରମ ଜଗତପୁର(ଏନ୍.ଏମ୍.): କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେଶରେ ଜନସାଧାରଣଙ୍କୁ ମାଗଣାରେ ଆଇନ ସେବା ଯୋଗାଇଦେବା ପାଇଁ ୧୯୮୭ ମସିହାରେ ଏକ ନିୟମ ପ୍ରଣୟନ ହେବା ସହ ତାଲୁକସ୍ତରରୁ ଆରମ୍ଭ କରି ଜାତୀୟସ୍ତର ପର୍ଯ୍ୟନ୍ତ ଆଇନସେବା ପ୍ରାଧିକରଣ କାର୍ଯ୍ୟ କରୁଛି । ତେବେ ଲୋକଙ୍କ ଅଜ୍ଞତା ଯୋଗୁଁ ସେମାନେ ଏହାର ସୁଫଳ ପାଇ ପାରୁନାହାନ୍ତି ।…
