ବୋର୍ଡ଼ ପକ୍ଷରୁ ଶିକ୍ଷାରେ ସଂସ୍କରଣ: ୪ଟି ନୂଆ ବିଷୟରେ ପଢ଼ିବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ
ବୋର୍ଡ଼ ପକ୍ଷରୁ ଶିକ୍ଷାରେ ସଂସ୍କରଣ: ୪ଟି ନୂଆ ବିଷୟରେ ପଢ଼ିବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ #କଟକ(ଏନ୍.ଏମ୍.): ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନୂଆ ବିଷୟ ପଢ଼ିବାର ସୁଯୋଗ ପାଇବେ । ଏହି ନୂଆ ବିଷୟ ହେଉଛି ‘ଆସ୍ପିରେସନାଲ୍ କମ୍ପୋନେଣ୍ଟ’ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚଳିତବର୍ଷ ନବମ ଶ୍ରେଣୀରୁ ଆରମ୍ଭ ହେବ ଏହି ନୂଆ ବିଷୟ । ଆସନ୍ତା ବର୍ଷଠାରୁ ଉଭୟ ନବମ…
