ହେତୁବାଦୀ ମାନଙ୍କ ବିରୋଧରେ ଏତେଲା ଦେଲା ଓଡ଼ିଶା ସୁରକ୍ଷା ସେନା
ହେତୁବାଦୀ ମାନଙ୍କ ବିରୋଧରେ ଏତେଲା ଦେଲା ଓଡ଼ିଶା ସୁରକ୍ଷା ସେନା #ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ହେତୁବାଦୀ ମାନଙ୍କ ବିରୋଧରେ ଏତେଲା ଦାୟର କରାଯାଇଛି । ଏତେଲାରେ ଲେଖାଯାଇଛି ଯେ ଭୁବନେଶ୍ୱର ଠାରେ ସୂର୍ଯ୍ୟପରାଗ ସମୟରେ ଧର୍ମ, ସଂସ୍କୃତି ଓ ପରମ୍ପରାରେ ଦ୍ୱନ୍ଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏବଂ ଧାର୍ମିକ ଭାବନାକୁ ଆଘାତ କରି ହେତୁବାଦୀମାନେ ଆମିଷ ଗଣଭୋଜିର ଆୟୋଜନ କରିଥିଲେ । ଏହି ଭୋଜି ଦ୍ୱାରା ସେ ବିଭିନ୍ନ ଗଣମାଧ୍ୟମ ଜରିଆରେ ଆମ୍ଭ ମହାନ…
