ମୃତ୍ୟୁଞ୍ଜୟ ଶତପଥିକୁ ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ ରଣେନ୍ଦ୍ରଙ୍କ ପୁଅ ଆଦିତ୍ୟ
ମୃତ୍ୟୁଞ୍ଜୟ ଶତପଥିକୁ ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ ରଣେନ୍ଦ୍ରଙ୍କ ପୁଅ ଆଦିତ୍ୟ #ଆଠଗଡ଼(ଏନ୍.ଏମ୍.): ଜଣେ ଗରିବ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପୁତ୍ରର ଚିକିତ୍ସା ନିମନ୍ତେ ସହାୟତାର ହାତ ବଢ଼ାଇଛନ୍ତି ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତ୍ର ଆଦିତ୍ୟ ପ୍ରତାପ ସ୍ୱାଇଁ । ଆଦିତ୍ୟ ବାପାଙ୍କ ଭଳି ଏବେ ଜନସେବାରେ ନିଜକୁ ସାମିଲ କରିଛନ୍ତି । ଅଞ୍ଚଳରେ କେଉଁଠି ଅସହାୟଙ୍କ ସମ୍ପର୍କରେ ସୂଚନା ପାଇବାକ୍ଷଣି ତାଙ୍କ ସୁଖ ଦୁଃଖରେ ଠିଆ ହେବା ସହ ସହାୟତାର…
