ଭିଜିଲାନ୍ସ ଜାଲରେ ଜଗତସିଂହପୁରର କୋଟିପତି ଡେପୁଟି କଲେକ୍ଟର
ଭିଜିଲାନ୍ସ ଜାଲରେ ଜଗତସିଂହପୁରର କୋଟିପତି ଡେପୁଟି କଲେକ୍ଟର #ଜଗତସିଂହପୁର(ଏନ୍.ଏମ୍.): ସମାଜରେ ସମ୍ପ୍ରତି ସରକାରୀ ଅଧିକାରୀମାନେ ଆୟବର୍ହିଭୁତ ସମ୍ପତ୍ତି ଠୁଳକରିବା ନିଶାରେ କବଳିତ ହୋଇ ପଡ଼ିଛନ୍ତି । ରାତାରାତି କୋଟିପତି ହେବାର ନିଶା ଯୋଗୁଁ ସେମାନେ ବିଭିନ୍ନ ଅନିମିତତା କରିବାକୁ ପଛାଉନାହାନ୍ତି । ତେବେ ଦୁର୍ନୀତି କରି ପର୍ଯ୍ୟାପ୍ତ ସମ୍ପତ୍ତିର ମାଲିକ ହେବାର ନିଶା ଛାଡ଼ି ଯାଉଛି ସେତେବେଳେ, ଯେତେବେଳେ ଭିଜିଲାନ୍ସ ହାତରେ ଧରାପଡ଼ୁଛନ୍ତି । ଏବେ ଜଗତସିଂହପୁର ଜିଲ୍ଲା ଡେପୁଟି କଲେକ୍ଟର ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ ।…
