ଓଡ଼ିଶା ରାଜ୍ୟ ଦିବସରେ ବିଶ୍ୱ ଦେଖିଲା ଓଡ଼ିଶାର କଳା

ଓଡ଼ିଶା ରାଜ୍ୟ ଦିବସରେ ବିଶ୍ୱ ଦେଖିଲା ଓଡ଼ିଶାର କଳା ନୃତ୍ୟଗୀତରେ ଝୁମିଲା ଆମ୍ଫି ଥିଏଟର ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଏକାଦଶ ଦିବସରେ ଆଜି ଥିଲା ଓଡ଼ିଶା ରାଜ୍ୟ ଦିବସ । ସାଂସ୍କୃତିକ କାର୍ଯ୍ୟକ୍ରମର ଯଥେଷ୍ଟ ପୂର୍ବରୁ ମୁକ୍ତାକାଶ ରଙ୍ଗମଞ୍ଚ ଆମ୍ଫି ଥିଏଟର ବେଶ୍ ଲୋକାରଣ୍ୟ ହୋଇଯାଇଥିଲା । ସବୁ ବର୍ଗର ଲୋକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବାର ପ୍ରୟାସ କରିଥିଲା ଓଡ଼ିଶା । ସମସ୍ତେ ପ୍ରତୀକ୍ଷା କରିଥିଲେ ଉପଭୋଗ କରିବା ପାଇଁ ଓଡ଼ିଶାର ଅନନ୍ୟ…

Read More

ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା ଉତ୍ସବ-୨୦୨୨

ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା ଉତ୍ସବ-୨୦୨୨ ନିମ୍ନମାନର କାମ ନେଇ ଅସନ୍ତୋଷ କୋଣାର୍କ(ଏନ୍‌.ଏମ୍‌.): ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡ଼ିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା କୋଣାର୍କ ଉତ୍ସବ-୨୦୨୨ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ବିଶେଷ କରି ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରୀନିବାସ ମରାମତି ଓ ରଙ୍ଗ କାର୍ଯ୍ୟ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୪୧ ଲକ୍ଷ ଟଙ୍କା…

Read More

ଲୋକେସବା ଭବନ କନଭେନସନ ସେଣ୍ଟର ଠୋର ଚଳଚ୍ଚିତ୍ର ‘ଦମନ’ ପ୍ରଦର୍ଶିତ#

ଲୋକେସବା ଭବନ କନଭେନସନ ସେଣ୍ଟର ଠୋର ଚଳଚ୍ଚିତ୍ର ‘ଦମନ’ ପ୍ରଦର୍ଶିତ ଏହା ଏକ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ଚଳଚ୍ଚିତ୍ର – ମୁଖ୍ୟ ଶାସନ ସଚିବ ଭୁବେନଶ୍ୱର(ଏନ୍‌.ଏମ୍‌.): ମାଲେରିଆ ନିରାକରଣ ଉପେର ପର୍ଯ୍ୟବେସିତ ‘ଦମନ’ ଚଳଚିତ୍ର ଖୁବ୍ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରମୁକ୍ତ କରିଛନ୍ତି । ବିଭିନ୍ନ ଅଞ୍ଚଳରେ କଷ୍ଟକର ସ୍ଥିତିରେ କାର୍ଯ୍ୟକରୁଥିବା ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କୁ ଏହା ଉତ୍ସାହିତ କରିବ । ଚଳଚ୍ଚିତ୍ରର, କାହାଣୀ, ଚରିତ୍ର ଓ ଅଭିନୟ…

Read More

ବିଶ୍ୱ ଶିଶୁଦିବସ: ବସ୍ତିର ବଞ୍ଚିତ ପିଲାମାନଙ୍କ ମୁହଁରେ ଖୁସି ଭରିଦେଲା ୟୁନିସେଫ

ବିଶ୍ୱ ଶିଶୁଦିବସ: ବସ୍ତିର ବଞ୍ଚିତ ପିଲାମାନଙ୍କ ମୁହଁରେ ଖୁସି ଭରିଦେଲା ୟୁନିସେଫ ଭୁବନେଶ୍ୱର(ଏନ୍‌.ଏମ୍‌.): ବିଶ୍ୱ ଶିଶୁଦିବସ ଅବସରରେ ୟୁନିସେଫ ସହିତ ପ୍ରୋସୋସିଓ(କ୍ରୀଡା ଏବଂ ଖେଳ ଫେଡେରେଶନ) ଭୁବନେଶ୍ୱରରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଉପଯୁକ୍ତ ଭାବରେ ଦର୍ଶାଇଲା ଯେ ଖେଳ କିପରି କଠିନ ପରିସ୍ଥିତିରେ ରହୁଥିବା ବାଳିକା ଏବଂ ବାଳକମାନଙ୍କ ପାଇଁ ଆନନ୍ଦ ଆଣିପାରେ । ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ପିଲା ଯେଉଁମାନେ ବଞ୍ଚିତ ପୃଷ୍ଠଭୂମିରୁ ଏବଂ ବସ୍ତିରେ ରହୁଥିଲେ, ସେମାନେ…

Read More

ଭିନ୍ନକ୍ଷମଙ୍କୁ ବ୍ୟାଟେରୀଚାଳିତ ହୁଇଲ୍ ଚେୟାର ପ୍ରଦାନ କଲେ ମନ୍ତ୍ରୀ

ଭିନ୍ନକ୍ଷମଙ୍କୁ ବ୍ୟାଟେରୀଚାଳିତ ହୁଇଲ୍ ଚେୟାର ପ୍ରଦାନ କଲେ ମନ୍ତ୍ରୀ ‘ସ୍ୱାଭିମାନ’ ପକ୍ଷରୁ ଅଭିନବ ପଦକ୍ଷେପ ଭୁବନେଶ୍ୱର(ଏନ୍‌.ଏମ୍‌.): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ୮ ଜଣ ଭିନ୍ନକ୍ଷମଙ୍କୁ ସ୍ୱତନ୍ତ୍ର ଭାବେ ନିର୍ମିତ ବ୍ୟାଟେରୀଚାଳିତ ହୁଇଲ୍ ଚେୟାର ପ୍ରଦାନ କରିଛନ୍ତି । ସ୍ଥାନୀୟ ତେରାପନ୍ଥ ଭବନରେ ‘ସ୍ୱାଭିମାନ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଉପକରଣଗୁଡ଼ିକ ବିତରଣ କରିବା ସହିତ ଏଗୁଡ଼ିକୁ ଭାରତର ପ୍ରଥମ ସ୍ୱଦେଶୀ ବ୍ୟାଟେରୀଚାଳିତ…

Read More

ଚଳିତ ବର୍ଷ ବାଲିଯାତ୍ରାରେ ଚରମ ବିଭ୍ରାଟ ଅଭିଯୋଗ ଆଣିଲା ପୂଜାକମିଟି ଓ ଶାନ୍ତିକମିଟି

ଚଳିତ ବର୍ଷ ବାଲିଯାତ୍ରାରେ ଚରମ ବିଭ୍ରାଟ ଅଭିଯୋଗ ଆଣିଲା ପୂଜାକମିଟି ଓ ଶାନ୍ତିକମିଟି କଟକ(ଏନ୍‌.ଏମ୍‌.): ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବ୍ୟାପକ ବିଭ୍ରାଟ ହୋଇଥିବା କଟକ ମହାନଗର ଶାନ୍ତିକମିଟି ଓ ପୂଜା କମିଟି ପକ୍ଷରୁ ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ କମିଟି ପକ୍ଷରୁ ଅଭିଯୋଗ ଉଠିବା ସହ ବାଲିଯାତ୍ରା ମହୋତ୍ସବର ଦାୟିତ୍ୱ ରାଜ୍ୟସରକାରଙ୍କ…

Read More

ଅଗ୍ନିବୀରବାୟୁ ପରୀକ୍ଷା ନିମେନ୍ତ ପଞ୍ଜିକରଣ ଜାରି: ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗ ନେଇପାରିବେ

ଅଗ୍ନିବୀରବାୟୁ ପରୀକ୍ଷା ନିମେନ୍ତ ପଞ୍ଜିକରଣ ଜାରି: ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗ ନେଇପାରିବେ ଭୁବନେଶ୍ୱର(ଏନ୍‌.ଏମ୍‌.): ଅଗ୍ନିବୀରବାୟୁ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ପରୀକ୍ଷା ଆସନ୍ତା ୨୦୨୩ ଜାନୁଆରୀ ୧୮ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ରେ ପଞ୍ଜିକରଣକୁ ଅନିବାର୍ଯ୍ୟ କରାଯାଇଛି । ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗ ନେଇପାରିବେ । ଏଥି ନିମନ୍ତେ ଅନ୍‌ଲାଇନ୍‌ରେ ନାମ ପଞ୍ଜିକରଣ ନଭେମ୍ବର ୭ରୁ…

Read More

କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍ ୱାର୍ଲ୍‌ଡ ରେକର୍ଡ ସ୍ଥାପନ କଲା କଟକ

କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍ ୱାର୍ଲ୍‌ଡ ରେକର୍ଡ ସ୍ଥାପନ କଲା କଟକ କଟକ(ଏନ୍‌.ଏମ୍‌.): ବିଭିନ୍ନ କ୍ଷେତ୍ରରେ କଟକ ସର୍ବାଗ୍ରେ ରହୁଥିବାବେଳେ ଚଳିତ ବର୍ଷ ବାଲିଯାତ୍ରା ଅବସରରେ କାଗଜଡଙ୍ଗା ପ୍ରସ୍ତୁତ ଗିନିଜ ୱାର୍ଲଡ ରେକର୍ଡ ସ୍ଥାପନ କରିଛି । ଉତ୍କଳୀୟ ପରମ୍ପରା ତଥା ନୌବାଣିଜ୍ୟର ଇତିହାସକୁ ଉଦ୍‌ଯିବିତ ରଖିବା ପାଇଁ କଟକର ଐତିହାସିକ ବାଲିଯାତ୍ରା ଉଦ୍ୟମ କରିଆସିଛି । ଅତୀତର ସାଧବମାନେ ବିଦେଶକୁ ବାଣିଜ୍ୟ କରିବା ପାଇଁ ଜଳପଥ ବ୍ୟବହାର କରୁଥିବାବେଳେ ବୋଇତ ନେଇ ସାତସମୁଦ୍ର ଲମ୍ଫ…

Read More

ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ ଉଦ୍‌ଘାଟିତ

ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ ଉଦ୍‌ଘାଟିତ ମିଲେଟ୍ ମିଶନ ସାଜିଲା ବିଶେଷ ଆକର୍ଷଣ ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ୍‌.ଏମ୍‌.): ନୂଆଦିଲ୍ଲୀ ପ୍ରଗତି ମଇଦାନଠାରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନକୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଶୁଭ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ଆବାସିକ କମିଶନର ରବିକାନ୍ତ, ସ୍ୱତନ୍ତ୍ର ଆବାସିକ କମିଶନର ଦେବଜାନୀ ଚକ୍ରବର୍ତ୍ତୀ, ସୂଚନା…

Read More

କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମରେ ଶିଶୁ ଦିବସ: ଆସ ସବୁ ଶିଶୁମାନେ ନୂଆଯୁଗ ଗଢିବା

କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମରେ ଶିଶୁ ଦିବସ: ଆସ ସବୁ ଶିଶୁମାନେ ନୂଆଯୁଗ ଗଢିବା କୋଣାର୍କ (ଏନ୍‌.ଏମ୍‌.): ନଭେମ୍ବର ୧୪ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ରୂପେ ସମଗ୍ର ଦେଶରେ ଆଜି ପାଳନ କରାଯାଇଛି । ଏହି ଅବସରରେ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ଓ ଗୁରୁଜୀ ଓ ଗୁରୁମାମାନେ ପଣ୍ଡିତ ନେହେରୁଙ୍କ ଫଟୋ ଚିତ୍ରରେ ମାଲ୍ୟଅର୍ପଣ କରିଥିଲେ । ଶୋଭନୀୟ ଶିକ୍ଷାଶ୍ରମର…

Read More

ଇଷ୍ଟ ଜୋନ ଇଣ୍ଟର ୟୁନିଭର୍ସିଟି ପୁରୁଷ ଫୁଟବଲ ଟୁର୍ନାମେଣ୍ଟରେ ଯୋଗ ଦେବାକୁ ଗଲେ ମହମ୍ମଦ ସାକେଲିନ

ଇଷ୍ଟ ଜୋନ ଇଣ୍ଟର ୟୁନିଭର୍ସିଟି ପୁରୁଷ ଫୁଟବଲ ଟୁର୍ନାମେଣ୍ଟରେ ଯୋଗ ଦେବାକୁ ଗଲେ ମହମ୍ମଦ ସାକେଲିନ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ କ୍ରୀଡ଼ାର ଦ୍ରୁତ ବିକାଶ ଘଟିଛି । ରାଜ୍ୟସରକାରଙ୍କ ଉଦ୍ୟମ କ୍ରମେ ଏବେ ବହୁ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ଚିହ୍ନଟ କରାଯାଇଛି । ତେବେ ରାଞ୍ଚି ଠାରେ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟ ଜୋନ ଇଣ୍ଟର ୟୁନିଭର୍ସିଟି ପୁରୁଷ ଫୁଟବଲ ଟୁର୍ନାମେଣ୍ଟରେ ଖେଳିବାକୁ ଉତ୍କଳ ୟୁନିଭର୍ସିଟି ପକ୍ଷରୁ ମନୋନୀତ ହୋଇଛନ୍ତି । ଏହି ଟିମର ୨୦ ଜଣ ଖେଳାଳି…

Read More

ଖ୍ରୀଷ୍ଟକଲେଜରେ ଆନ୍ତଃମହାବିଦ୍ୟାଳୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଟୁର୍ଣ୍ଣାମେଣ୍ଟ

ଖ୍ରୀଷ୍ଟକଲେଜରେ ଆନ୍ତଃମହାବିଦ୍ୟାଳୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଟୁର୍ଣ୍ଣାମେଣ୍ଟ କଟକ(ଏନ୍‌.ଏମ୍‌.): ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଟୁର୍ଣ୍ଣାମେଣ୍ଟ ଖ୍ରୀଷ୍ଟକଲେଜର ବିଜୁପଟ୍ଟନାୟକ ଇଣ୍ଡୋର ସ୍ପୋର୍ଟସ କମ୍ପେ୍ଲକ୍ସରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଖ୍ରୀଷ୍ଟକଲେଜ ପରିଚାଳନା ସମିତିର ସଭାପତି ତଥା ଜାତୀୟସ୍ତରର ପ୍ରାକ୍ତନ ବ୍ୟାଡମିଣ୍ଟନ କ୍ରୀଡାବିତ୍ ଅନୁପମ ପାତ୍ର ଉଦ୍‌ଘାଟନ କରିଥିଲେ । ପରିଚାଳନା ସମିତିର ସମ୍ପାଦକ ବିକାଶ ଚନ୍ଦ୍ର ରାଉତ ସମୁଦାୟ ୨୮ଟି କଲେଜରୁ ଭାଗ ନେଇଥିବା ଖେଳାଳୀମାନଙ୍କୁ ସ୍ୱାଗତ କରିଥିଲେ । ଜାତୀୟସ୍ତରର ବ୍ୟାଡମିଣ୍ଟନ ଅମ୍ପେୟାର…

Read More