ବୋଧପୁରରେ ଏକଦିବସୀୟ କ୍ରିକେଟ ଟୁର୍ଣାମେଣ୍ଟ
ବୋଧପୁରରେ ଏକଦିବସୀୟ କ୍ରିକେଟ ଟୁର୍ଣାମେଣ୍ଟ କଟକ ସଦର(ଏନ୍.ଏମ୍.): କଟକ ଜିଲ୍ଲା କଟକ ସଦର ବ୍ଲକ ଅନ୍ତର୍ଗତ ବୋଧପୁର ଗ୍ରାମର ପ୍ରସିଦ୍ଧ ମଲିଆବାଙ୍କ ପଡିଆ ଠାରେ ଗାଦିବ୍ରହ୍ମ ଯୁବକ ସଂଘ ଦ୍ୱାରା ଏକ ଦିବସୀୟ କ୍ରିକେଟ୍ ଟୁର୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଟୁର୍ଣାମେଣ୍ଟରେ ୮ଟି ଦଳ ଅଂଶ୍ରହଣ କରିଥିଲେ…












