ଦେଶୀ ମଦ ରନ୍ଧା ରେଡ କରିବାକୁ ଯାଇ ହଟ୍ଟହଟା ବିଭାଗୀୟ ଅଧିକାରୀ ଓ କର୍ମଚାରୀ
ଦେଶୀ ମଦ ରନ୍ଧା ରେଡ କରିବାକୁ ଯାଇ ହଟ୍ଟହଟା ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମଦ ମାଫିଆଙ୍କ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ଚଢ଼ାଉକାରୀ #ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଏବେ ବେଆଇନ ମଦ ପ୍ରସ୍ତୁତକାରୀଙ୍କ ଭୂସ୍ୱର୍ଗ ପାଲଟିଛି । ଗଳିକନ୍ଦିରେ ଚାଲିଛି ବେଆଇନ ଦେଶୀ ମଦରନ୍ଧା । ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଇ ଶହ ଶହ ଲିଟର ମଦ ସହ ବିପୁଳ ପରିମାଣର କଞ୍ଚାମାଲ(ପୋଚ) ଆଦି ନଷ୍ଟ କରାଯାଉଥିଲେ ମଧ୍ୟ ମଦମାଫିଆମାନଙ୍କୁ ଦମନ…
