ମହିଳା ଗୃହରକ୍ଷୀ ସୌରିନ୍ଦ୍ରି ସାହୁଙ୍କୁ ନ୍ୟାୟ ଦେବା ପାଇଁ ଡିଜିପିଙ୍କୁ ଭେଟିଲା ପ୍ରଦେଶ କଂଗ୍ରେସ ପ୍ରତିନିଧି ଦଳ

ମହିଳା ଗୃହରକ୍ଷୀ ସୌରିନ୍ଦ୍ରି ସାହୁଙ୍କୁ ନ୍ୟାୟ ଦେବା ପାଇଁ ଡିଜିପିଙ୍କୁ ଭେଟିଲା ପ୍ରଦେଶ କଂଗ୍ରେସ ପ୍ରତିନିଧି ଦଳ #ଭୁବନେଶ୍ୱର (ଏନ୍‍.ଏମ୍‍.): ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଅନୁଗୁଳର ରାଣିଗୁଡ଼ା ଗ୍ରାମର ମହିଳା ଗୃହରକ୍ଷୀ ସୌରିନ୍ଦ୍ରି ସାହୁଙ୍କୁ ନ୍ୟାୟ ଦେବାପାଇଁ କଟକରେ ଡିଜିପି ସୁନିଲ ବଂଶଲଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରଥମେ ଏହି ପ୍ରତିନିଧି ଦଳ…

Read More

କଟକରୁ ପୁଣି ୫ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ, ଗୋଦାମ ସିଲ୍ କଲା ସିଏମସି

କଟକରୁ ପୁଣି ୫ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ, ଗୋଦାମ ସିଲ୍ କଲା ସିଏମସି #କଟକ(ଏନ୍‌.ଏମ୍‌.): ଅପମିଶ୍ରିତ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି କଟକ । କେବଳ କଟକ ସହର କାହିଁକି ସହର ଉପକଣ୍ଠରେ ମଧ୍ୟ ବ୍ୟାପକ ଅପମିଶ୍ରିତ ତଥା ନକଲି ସାମଗ୍ରୀ ପ୍ରସ୍ତୁତ ଚାଲିଛି । କିଛି ବର୍ଷ ଧରି କଟକ ସହର ନକଲି ସାମଗ୍ରୀ ପ୍ରସ୍ତୁତକାରୀ ପାଇଁ ଭୂସ୍ୱର୍ଗ ପାଲଟି ଯାଇଛି । ତେବେ ଏଭଳି ଅପମିଶ୍ରିତ ସାମଗ୍ରୀକୁ ରୋକିବା…

Read More

ଭିଜିଲାନ୍ସ ଜାଲରେ ଦୁଲଣାପୁର ପୂର୍ବତନ ସରପଞ୍ଚ

ଭିଜିଲାନ୍ସ ଜାଲରେ ଦୁଲଣାପୁର ପୂର୍ବତନ ସରପଞ୍ଚ କଟକ(ଏନ୍‌.ଏମ୍‌.): ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗରେ ଭିଜିଲାନ୍ସ ସ୍କାନରରେ ପୂର୍ବତନ ସରପଞ୍ଚ । ଭିଜିଲାନ୍ସ ଟିମ୍ ପୂର୍ବତନ ସରପଞ୍ଚଙ୍କ ଘର ସମେତ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ ଏହି ସରପଞ୍ଚଜଣକ ହେଲେ କଟକ ଜିଲ୍ଲା ଡମପଡା ବ୍ଲକ ଦୁଲଣାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନୀଲ କୁମାର ସାହୁ ବୋଲି ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଶ୍ରୀ ସାହୁ…

Read More

କଲେଜଛକ ପୂଜାକମିଟି ଗଣ୍ଡଗୋଳ: ମାଲଗୋଦାମ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଡିସିପିଙ୍କୁ ଦାବିପତ୍ର

କଲେଜଛକ ପୂଜାକମିଟି ଗଣ୍ଡଗୋଳ: ମାଲଗୋଦାମ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଡିସିପିଙ୍କୁ ଦାବିପତ୍ର #କଟକ(ଏନ୍‌.ଏମ୍‌.): କଲେଜଛକ ପୂଜାକମିଟି ଗଣ୍ଡେଗୋଳ ଘଟଣାରେ ପୁଲିସର ପକ୍ଷପାତିତା ନେଇ ମାଲଗୋଦାମ ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କୁ ଦାବିପତ୍ର ଦିଆଯାଇଛି । କଟକ ସହରର ବହୁ ପୁରାତନ ପୂଜା ପ୍ରତିଷ୍ଠାନ ମଧ୍ୟରେ କଲେଜ ଛକ ହେଉଛି ଅନ୍ୟତମ । କଲେଜ ଛକ ପୂଜା କମିଟିର ନୂତନ କର୍ମକର୍ତ୍ତା ଯୁଗ୍ମ-ସମ୍ପାଦକ ପଦବୀକୁ ନେଇ ଗତ ଅଗଷ୍ଟ ମାସ ୧୩ ତାରିଖରେ ପାଟରାସାହି ସ୍ଥିତ ବୁଢ଼ିମଙ୍ଗଳା ମନ୍ଦିର…

Read More

୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ନେଇ କୁହୁଳୁଛି ରାଜନୈତିକ ଉଷ୍ମତା

୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ନେଇ କୁହୁଳୁଛି ରାଜନୈତିକ ଉଷ୍ମତା ପୁରୀ(ଏନ୍‌.ଏମ୍‌.): ୫ଟି ସଚିବ ଭି.କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲାକୁ ଗସ୍ତ କରୁଥିବା ବେଳେ ଅନେକ ସ୍ଥାନରେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ଅନେକ ସ୍ଥାନରେ ତାଙ୍କ କାରକେଡକୁ ଅଣ୍ଡାମାଡ଼ ହୋଇଥିବାବେଳେ ଆଜି ସତ୍ୟବାଦୀ ଅଞ୍ଚଳରେ ଶ୍ରୀ ପାଣ୍ଡିଆନଙ୍କ ଉପରକୁ କାଳି ମାଡ଼ ହୋଇଛି । ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ…

Read More

ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ଉଦ୍ଧାର ହେଲା ଦୁଇ ଯୁବକଙ୍କ ମୃତଦେହ

ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ଉଦ୍ଧାର ହେଲା ଦୁଇ ଯୁବକଙ୍କ ମୃତଦେହ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାଲିଅନ୍ତା ଠାରେ ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧିନସ୍ଥ ବଇଁଚୁଆ କାଜ ନିକଟ ଏକ ବନ୍ଦ ଘରେ ୨ ଜଣ ବ୍ୟକ୍ତିଙ୍କ ମୃତଦେହ ପଡି ଥିଲା । ତେବେ ଏହି ଦୁଇ ଜଣ ବ୍ୟକ୍ତିଙ୍କର କିଭଳି ମୃତ୍ୟୁ ହେଲା ତାହାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ…

Read More

ବାସୁଦେବପୁର ଦେଉଳି ଗ୍ରାମରୁ ନକଲି ଦେଶୀ ମଦ କାରଖାନା ଉପରେ ଚଢ଼ାଉ, ୨ଗିରଫ

ବାସୁଦେବପୁର ଦେଉଳି ଗ୍ରାମରୁ ନକଲି ଦେଶୀ ମଦ କାରଖାନା ଉପରେ ଚଢ଼ାଉ, ୨ଗିରଫ ଭଦ୍ରକ(ଏନ୍‌.ଏମ୍‌.): ନିଶାନିବାରଣ ପାଇଁ ସରକାରୀ ତଥା ବେସରକାରୀ ସଂସ୍ଥା ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି । ନିଶାମୁକ୍ତ ଓଡ଼ିଶା ପାଇଁ ଅନେକ ଅନୁଷ୍ଠାନ ଯୁଦ୍ଧଂଦେହୀ ଡାକରା ମଧ୍ୟ ଦେଉଛନ୍ତି । ହେଲେ ମଦ ମାଫିଆମାନଙ୍କୁ ରୋକିବା ସତେ ଯେମିତି ଏକପ୍ରକାର ଚାଲେଞ୍ଜ ସାବ୍ୟସ୍ତ ହୋଇଛି । ଗୋଟିଏ ପଟେ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶହ ଶହ…

Read More

ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ଆକ୍ରମଣ ଘଟଣାରେ ୩ଗିରଫ

ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ଆକ୍ରମଣ ଘଟଣାରେ ୩ଗିରଫ #ଚୌଦ୍ୱାର(ଏନ୍‍.ଏମ୍‍.): ଟାଙ୍ଗୀ-ଚୌଦ୍ୱାର ବ୍ଲକର ଉପାଧକ୍ଷାଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଚୌଦ୍ୱାର ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି । ଏଥି ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣି ମୋବାଇଲ ଟ୍ରାକିଂ କରୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଉପାଧ୍ୟକ୍ଷା ସୁପ୍ରିୟା ଜେଠୀଙ୍କ ସ୍ୱାମୀ ଧନେଶ୍ୱର ଜେଠୀ ଗତ ଜୁଲାଇ ୨୧ତାରିଖ ରାତିରେ ଟ୍ୟୁସନ ସାରି ଫେରୁଥିବାବେଳେ…

Read More

ପୁଣି ଆଠଗଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ

ପୁଣି ଆଠଗଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ #ଆଠଗଡ(ଏନ୍‌.ଏମ୍‌.): ରାଜ୍ୟ ଅବକାରୀ ଆୟୁକ୍ତ ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଅବକାରୀ ଅଧ୍ୟକ୍ଷ ଦେବାଶିଷ ପଟେଲ ଓ ଆଠଗଡ ଅବକାରୀ ରେଞ୍ଜ ଉପ ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାନପୁର ଥାନା ପାଇକ ବାରବାଟି ଛକରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରା ଯାଇଥିଲା । ଏହି ଚଢ଼ାଉରେ ୧ କ୍ୱିଣ୍ଟାଲ ଗଞ୍ଜେଇ ଯାହାର ମୂଲ୍ୟ ପ୍ରାୟ…

Read More

ହେମନ୍ତ ଦାସକୁ ପୁଣି ବାନ୍ଧିଲା ବାଦାମବାଡ଼ି ପୁଲିସ

ହେମନ୍ତ ଦାସକୁ ପୁଣି ବାନ୍ଧିଲା ବାଦାମବାଡ଼ି ପୁଲିସ #କଟକ(ଏନ୍‌.ଏମ୍‌.): କଥାରେ ଅଛି ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ । ଅର୍ଥାତ ମଣିଷ ମୃତ୍ୟୁ ପର୍ଯ୍ୟନ୍ତ ନିଜର ପ୍ରକୃତିକୁ ଛାଡ଼ି ପାରେ ନାହିଁ । ଏଭଳି ଏକ ଘଟଣା ଘଟିଛି ବାଦାମବାଡ଼ି ଥାନା ଅଞ୍ଚଳରେ । ଚୋରି କରିବା ଅପରାଧରେ ଗିରଫ ହୋଇ ଜେଲ ଦଣ୍ଡ ଭୋଗକରିଥିବା ଜଣେ ଚୋର ଜାମିନରେ ଆସି ପୁଣି ଚୋରି କରି ବାଦାମବାଡ଼ି ପୁଲିସ ଦ୍ୱାରା ଗିରଫ…

Read More

ମାର୍ଶାଘାଇରେ ପୁଣି ଫୁଟିଲା ଗୁଳି : ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ଆହତ

ମାର୍ଶାଘାଇରେ ପୁଣି ଫୁଟିଲା ଗୁଳି : ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ଆହତ #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କିଛିଦିନ ବ୍ୟବଧାନ ପରେ ମାର୍ଶାଘାଇ ଥାନା ଅଞ୍ଚଳରେ ପୁଣି ଗୁଳି ଫୁଟିଛି । ଦୁର୍ବୃତ୍ତଙ୍କ ଗୁଳିରେ ଜଗତସିଂପୁର ଜିଲ୍ଲା ତଥା ଏହି ଥାନା ଅଧୀନ ମାହିରା ଗ୍ରାମର ଶକ୍ତି ଚନ୍ଦନ ମହାନ୍ତି ଗୁରୁତର ଆହତ ହୋଇଛନ୍ତି । ଗୁଳିଟି ଶକ୍ତିଙ୍କ ପେଟରେ ବାଜିଛି । ତାଙ୍କୁ ମାର୍ଶାଘାଇ ଡାକ୍ତରଖାନା ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ…

Read More

ତନ୍ତ୍ର ପାଇଁ ସାଧୁ ସାଜିଲେ ହତ୍ୟାକାରୀ !

ତନ୍ତ୍ର ପାଇଁ ସାଧୁ ସାଜିଲେ ହତ୍ୟାକାରୀ ! ପୁରୀ(ଏନ୍‌.ଏମ୍‌.): ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ନେଲେ ଅନ୍ୟ ଜଣେ ବାବା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ । ଜଣେ ବାବାଙ୍କ କାଠଫାଳିଆ ମାଡ଼ରେ ଜଣେ ବାବାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ପୁରୀ ବାସେଲିସାହି ଲୋକନାଥ ରୋଡ ଗୁରୁକୃପା ଆଶ୍ରମରେ । ମୃତ ବାବା ଜଣଙ୍କ ହେଲେ ପଶ୍ଚିମବଙ୍ଗର ଅର୍ଜୁନ…

Read More