ଜଗତପୁର ଗୋଲେଇ ଛକରେ ସିସି କ୍ୟାମେରାକୁ ନେଇ ପ୍ରଶ୍ନବାଚୀ

ଜଗତପୁର ଗୋଲେଇ ଛକରେ ସିସି କ୍ୟାମେରାକୁ ନେଇ ପ୍ରଶ୍ନବାଚୀ ଜଗତପୁର (ଏନ୍‌.ଏମ୍‌.): କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅପରାଧ ନିୟନ୍ତ୍ରଣ କରିବା ନିମନ୍ତେ ସିସିଟିଭିର ସହାୟତା ନିିଆଯାଇଥାଏ । ଏଥି ପାଇଁ ସହର ସମେତ ଗୁରୁତ୍ୱପୂର୍ଣ୍ଣ ତଥା ଛକ ସ୍ଥାନମାନଙ୍କରେ ସିସିଟିଭି କ୍ୟାମେରା ଲଗାଯାଉଛି । ମାତ୍ର ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ କିଛି ଦିନ ମଧ୍ୟରେ ଏହି ସିସିଟିଭ କ୍ୟାମେରାଗୁଡ଼ିକ ଅଚଳ ହୋଇପଡ଼ୁଥିବା ଦେଖିବାକୁ ମିଳିିଛି । ତେବେ କଟକ କମିଶନରେଟ ପୁଲିସ ଅଞ୍ଚଳରେ…

Read More

ପାଗାହାଟ ପାଶ୍ୱର୍ରେ ନୂତନ ଫାଣ୍ଡିଗୃହକୁ ଉଦଘାଟନ କଲେ ସିପି

ପାଗାହାଟ ପାଶ୍ୱର୍ରେ ନୂତନ ଫାଣ୍ଡିଗୃହକୁ ଉଦଘାଟନ କଲେ ସିପି କଟକ(ଏନ୍‌.ଏମ୍‌.): ଜଗତପୁର ଥାନା ବହୁଗ୍ରାମ ପଞ୍ଚାୟତସ୍ଥିତ ପାଗାହାଟ ନିକଟରେ ପାଗାଫାଣ୍ଡିର ନୂତନ ଗୃହ ଶୁକ୍ରବାର ଅପରାହ୍ନରେ ଶୁଭ ଉଦଘାଟନ ହୋଇଯାଇଛି । ଜଗତପୁର ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେରଙ୍କ ପୌରହିତ୍ୟରେ ପୁଲିସ କମିଶନର(ସିପି)ସୈାମେନ୍ଦ୍ର ପ୍ରିୟଦର୍ଶି ଯୋଗ ଦେଇ ଏହି ନୂତନ ଫାଣ୍ଡିଗୃହକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବରେଣ୍ୟ ଅତିଥିଭାବେ କଟକ ଡିସିପି ପ୍ରତୀକ ସିଂ…

Read More

ଲସି ଓ ସର୍ବତ ଦୋକାନରେ ସିଏମସି ସ୍ୱାସ୍ଥ୍ୟ ଓ ଖାଦ୍ୟସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ

ଲସି ଓ ସର୍ବତ ଦୋକାନରେ ସିଏମସି ସ୍ୱାସ୍ଥ୍ୟ ଓ ଖାଦ୍ୟସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ କଟକ(ଏନ୍‍.ଏମ୍‍.): କଟକରେ ଏତେ ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବାବେଳେ ଥଣ୍ଡା ପାନୀୟଜଳ ତଥା ଲସି ସର୍ବତର ଚାହିଦା ବେଶ ବଢ଼ିଯାଇଛି । ଫଳରେ ସହରର ବିଭିନ୍ନ ସ୍ଥାନରେ ଶହ ଶହ ଲସି ସର୍ବତ ଦୋକାନ ଖୋଲାଯାଇଛି । ଖରା ଯେତିକି ଯେତିକି ବଢ଼ିଚାଲିଛି ଥଣ୍ଡା ବା ସର୍ବତ ବ୍ୟବସାୟ ସେତିକି ବୃଦ୍ଧି ପାଉଛି । ପ୍ରତ୍ୟେକ ଲସି…

Read More

କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର କଟକ(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ରହିଥିବା ବିଭିନ୍ନ ସାମୁହିକ ସମସ୍ୟାକୁ ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ କଟକ ଡିସିପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜଗତପୁର ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେରଙ୍କ ଜରିଆରେ ପ୍ରଦାନ କରାଯାଇଛି । ଫକିରପୁର ଆଇବି ରୋଡରେ ପୁଲିସ ସହାୟତା କେନ୍ଦ୍ର ସ୍ଥାପନ, ମହାନଦୀ ବ୍ୟାରେଜ ଫାଣ୍ଡିକୁ ପୂର୍ବ ସ୍ଥାନରେ ସ୍ଥାପିତ କରିବା, ଗୟାନା ଛକକୁ ଦିନବେଳା ନୋ-ଏଣ୍ଟ୍ରି ଜୋନ କରାଯିବା ସହ ଭାରୀଯାନ…

Read More

କଟକରେ ପୁଣି କଳା ପଲ୍‌ସର ଆତଙ୍କ : ୩ ଲୁଟେରା ଗିରଫ, ୧୨ଟି ଲୁଟ ମୋବାଇଲ ଜବତ

କଟକରେ ପୁଣି କଳା ପଲ୍‌ସର ଆତଙ୍କ : ୩ ଲୁଟେରା ଗିରଫ, ୧୨ଟି ଲୁଟ ମୋବାଇଲ ଜବତ କଟକ(ଏନ୍‌.ଏମ୍‌.): ରାତିରେ ପଥଚାରୀଙ୍କୁ ଏକୁଟିଆ ଯାଉଥିବାର ଦେଖି ସେମାନଙ୍କ ଭ୍ୟାନିଟ ଓ ମୋବାଇଲ୍ ଲୁଟ କରୁଥିବା ଏମ ଗ୍ୟାଙ୍ଗକୁ ଠାବ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୁଲିସ । ଏହି ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି । ଅଭିଯୁକ୍ତମାନେ ହେଲେ ଚାଉଳିଆଗଞ୍ଜ ଥାନା ବିଦ୍ୟାଧରପୁର ରାମଗଡି ଅଞ୍ଚଳର ମୁନା ଓଝା (୨୫), ବିଦ୍ୟାଧରପୁର ଅଞ୍ଚଳର…

Read More

ସିଏମସିର ଆବର୍ଜନା ସଂଗ୍ରହ ଦିଗହରା: ରେଳ ଷ୍ଟେସନ ରାସ୍ତା କଡ଼ରେ କୁଢ଼କୁଢ଼ ଆବର୍ଜନା

ସିଏମସିର ଆବର୍ଜନା ସଂଗ୍ରହ ଦିଗହରା: ରେଳ ଷ୍ଟେସନ ରାସ୍ତା କଡ଼ରେ କୁଢ଼କୁଢ଼ ଆବର୍ଜନା ଜଗତପୁର (ଏନ୍‌.ଏମ୍‌.): କଟକ ସହରରେ ଆବର୍ଜନା ପରିଚାଳନା ପାଇଁ ହୋଇଥିବା ବିଭିନ୍ନ ବ୍ୟବସ୍ଥା ଏବେ ଦିଗହରା ହେବାରେ ଲାଗିଛି । ଯାହାଫଳରେ ସହର ଆବର୍ଜନା ପୁଣି ରାସ୍ତାଘାଟରେ ଦେଖିବାକୁ ମିଳିଛି । କଟକ ମହାନଗର ନିଗମ ଅଧିନରେ ରହିଥିବା ସମସ୍ତ ୱାର୍ଡରେ ସ୍ୱଚ୍ଛତା ଆଣିବା ଲାଗି ଘରକୁ ଘର ଆବର୍ଜନା ସଂଗ୍ରହ ଠାରୁ ଆରମ୍ଭ କରି ଆବର୍ଜନା ଗୁଡ଼ିକୁ ପରିଚାଳନା ନିମନ୍ତେ ଏମସିସି…

Read More

ସନ୍ଦେହଜନକ ଅବସ୍ଥାରେ କ୍ୟାବିନରୁ ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ସନ୍ଦେହଜନକ ଅବସ୍ଥାରେ କ୍ୟାବିନରୁ ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଗୋଲେଇଛକସ୍ଥିତ ୧୬ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏକ କ୍ୟାବିନ ମଧ୍ୟରୁ ଜନୈକ ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଶୁକ ଓରଫ ନିରଞ୍ଜନ ପରିଡା(୩୯) ବୋଲି ଜଣାପଡ଼ିଛି । ସେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଧୀନସ୍ଥ ମାହାଳ-ଚଅଁପୁର ଗ୍ରାମର ମୂଳବାସିନ୍ଦା ହୋଇଥିବାବେଳେ ସେ କିଛିମାସ ହେବ ଜଗତପୁର ଅଞ୍ଚଳରେ ରହି ଆସୁଥିଲେ । ମିଳିଥିବା…

Read More

ଅବଧି ପୂରଣ ପରେ ବି ଟଙ୍କା ମିଳୁନଥିବା ଯୋଗୁଁ ସାହାରା ଇଣ୍ଡିଆ ଚୌଦ୍ୱାର ଶାଖାରେ ଆନ୍ଦୋଳନ କଲେ ଜମାକାରୀ

ଅବଧି ପୂରଣ ପରେ ବି ଟଙ୍କା ମିଳୁନଥିବା ଯୋଗୁଁ ସାହାରା ଇଣ୍ଡିଆ ଚୌଦ୍ୱାର ଶାଖାରେ ଆନ୍ଦୋଳନ କଲେ ଜମାକାରୀ ଚୌଦ୍ୱାର(ଏନ୍‌.ଏମ୍‌.): ସାହାରା ଇଣ୍ଡିଆରେ ଜମା ରଖି ବେସାହାରା ହୋଇପଡ଼ିଛନ୍ତି ଜମାକାରୀ । ବର୍ଷ ବର୍ଷ ଧରି ଜମା ଟଙ୍କାର ଅବଧି ପୂରଣ ହୋଇଯାଇଥିଲେ ମଧ୍ୟ ମିଳୁନି ସେମାନଙ୍କ ପ୍ରାପ୍ୟ । ବାରମ୍ବାର ଦୌଡ଼ି ଦୌଡ଼ି ଚପଲ ଛିଣ୍ଡିଯାଉଥିଲେ ବି ଜମାଟଙ୍କା ଫେରି ପାଉନଥିବାରୁ ସାହାରା ଜମାକର୍ତ୍ତାଙ୍କ ଅବସ୍ଥା ବେହାଲ ହୋଇ ପଡ଼ୁଛି । ତେବେ ଏ ନେଇ…

Read More

ନେତାଜୀ ସେତୁ ଉପରେ ବୁଲେଟ-ବସ ଦୁର୍ଘଟଣା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ନେତାଜୀ ସେତୁ ଉପରେ ବୁଲେଟ-ବସ ଦୁର୍ଘଟଣା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ନେତାଜୀ ସେତୁ ଉପରେ ଆଜି ସଂଧ୍ୟା ପ୍ରାୟ ୭ଟା ସମୟରେ ଏକ ମମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ତେବେ ଦୁର୍ଘଟଣାରେ ବୁଲେଟ ବାଇକଟି ଚୁରମାର ହୋଇଯାଇଛି । ସୂଚନା ଅନୁଯାୟୀ ସ୍ଥାନୀୟ ହାଇକୋର୍ଟ ଆଡ଼ୁ ତ୍ରିଶୂଳିଆ ଆଡ଼କୁ (ଓଡ଼ି୩୩ ଭି ୨୪୧୦)ନମ୍ବର ବିଶିଷ୍ଟ ୧୮…

Read More

ବିରିଡ଼ି ବ୍ଲକ ବିଡିଓଙ୍କ ଆଶାଳୀନ ବ୍ୟବହାର ନେଇ ତେଜୁଛି ଅସନ୍ତୋଷ

ବିରିଡ଼ି ବ୍ଲକ ବିଡିଓଙ୍କ ଆଶାଳୀନ ବ୍ୟବହାର ନେଇ ତେଜୁଛି ଅସନ୍ତୋଷ ଛଡ଼ାଇ ଫିଙ୍ଗିଦେଲେ ଗଣମାଧ୍ୟମ ପ୍ରତିନିଧିଙ୍କ ବୁମ ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ୍ ବିଡିଓ ଗଣମାଧ୍ୟମ ପ୍ରତିନିଧିଙ୍କ ବୁମ ଛଡ଼ାଇ ଫିଙ୍ଗିଦେବା ଭଳି ଅଭାବନୀୟ ଘଟଣା ଭାଇରାଲ ହେବାରେ ଲାଗିଛି । ଏଭଳି ଭିଡିଓ ଭାଇରାଲ ହେବା ଦ୍ୱାରା ଅଞ୍ଚଳବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ତେଜିବାରେ ଲାଗିଛି । ଜନସାଧାରଣ ସେବା ନିମନ୍ତେ ସରକାରଙ୍କ ଠାରୁ ନିଯୁକ୍ତି ପାଇଥିବା ଅଧିକାରୀ ଜନସାଧାରଣଙ୍କୁ ଏଭଳି ବ୍ୟବହାର କରିବା…

Read More

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି: ଏମସିସି ଖତକୁଣ୍ଡରୁ ନିର୍ଗତ ଗ୍ୟାସ ଯୋଗୁଁ କର୍ମଚାରୀଙ୍କ ଜୀବନ ଗଲା !

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି: ଏମସିସି ଖତକୁଣ୍ଡରୁ ନିର୍ଗତ ଗ୍ୟାସ ଯୋଗୁଁ କର୍ମଚାରୀଙ୍କ ଜୀବନ ଗଲା ! କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଆଜି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସିଏମସି ଅନ୍ତର୍ଗତ ଜଗତପୁର ୪୮ନମ୍ବର ୱାର୍ଡରେ ଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର(ଏମସିସି) ଖତଗୁଣ୍ଡରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ ପ୍ରଭାବରେ ଜନୈକ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସ୍ଥାନୀୟ ନିମପୁର ନୂନତ ବସ୍ତିର…

Read More

ପ୍ରେମ ବିବାହର କରୁଣ ପରିଣତି: ଯୌତୁକ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗିରଫ

ପ୍ରେମ ବିବାହର କରୁଣ ପରିଣତି: ଯୌତୁକ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗିରଫ ଜଗତପୁର(ଏନ୍‌.ଏମ୍‌.): ଫେସବୁକ ଚାଟିଂରୁ ଆରମ୍ଭ ହେଲା ପ୍ରେମ । ପରେ ମନ୍ଦିରରେ ଉଭୟ ବିବାହ କଲେ । କିନ୍ତୁ ବିବାହ ହେବାର ୬ ମାସ ପରେ ଯୌତୁକ ଦାବି କରି ସ୍ୱାମୀ ଜଣକ ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ଜଗତପୁର ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟଚାଲଣ କରିଛି । ଅଭିଯୋଗ ଅନୁଯାୟୀ, ଜଗତପୁର ଥାନା ଆତୋଡା…

Read More