ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶାଶୁ ଗିରଫ, ଦିଅର ଓ ନଣନ୍ଦ ଫେରାର

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶାଶୁ ଗିରଫ, ଦିଅର ଓ ନଣନ୍ଦ ଫେରାର ନରସିଂହପୁର(ଏନ୍‌.ଏମ୍‌.): ନରସିଂହପୁର ଥାନା ଅଧିନ ପାଇକପଡା ପାଟଣାରେ ଏକ ବଧୂହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି । ଯୌତୁକ ଟଙ୍କା ଓ ଜିନିଷ ଲାଗି ଜଣେ ବୋହୁଙ୍କୁ ଶାଶୁ ଓ ଦିଅର, ନଣନ୍ଦ ମିଶି ହତ୍ୟା କରିଥିବା ସୂଚନା ମିଳିଛି । ମୃତକ ହେଲେ ନିହାରିକା ସେଠି(୩୨), ସ୍ୱାମୀ ଅଶୋକ ସେଠି । ସ୍ୱାମୀ ଗୋଟିଏ ଛୋଟ ତେଜରାତି ଦୋକାନରେ କାର୍ଯ୍ୟ…

Read More

ତିର୍ତ୍ତୋଲରେ ଲୁଟେରାଙ୍କ ଉତ୍ପାତ: ବନ୍ଧୁକ ମୁନରେ ଅଧ୍ୟାପକଙ୍କ ଘରେ କଳାକନା ବୁଲେଇଲେ ଡକାୟତ

ତିର୍ତ୍ତୋଲରେ ଲୁଟେରାଙ୍କ ଉତ୍ପାତ: ବନ୍ଧୁକ ମୁନରେ ଅଧ୍ୟାପକଙ୍କ ଘରେ କଳାକନା ବୁଲେଇଲେ ଡକାୟତ ତିର୍ତ୍ତୋଲ(ଏନ୍‌.ଏମ୍‌.): ତିର୍ତ୍ତୋଲ ଅଞ୍ଚଳରେ ଲେଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ସ୍ପଷ୍ଟ ଦିବାଲୋକରେ ମଧ୍ୟ ଲେଟେରାମାନେ ନିର୍ଭୟ ହୋଇ ତିର୍ତ୍ତୋଲ ବଜାର ସ୍ଥିତ ଜଣେ ଅଧ୍ୟାପକଙ୍କ ଘରେ ପଶି ବନ୍ଧୁକ ଦେଖାଇ କଳାକନା ବୁଲେଇ ଦେଇଥିବା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି । ସୁଚନାନୂଯାୟୀ ତିର୍ତ୍ତୋଲ ଥାନା ନିକଟସ୍ଥ କଟକ-ପାରାଦ୍ୱୀପ ମୁଖ୍ୟ ରାସ୍ତାର ତିର୍ତ୍ତୋଲ ପେଟ୍ରୋଲ ଟାଙ୍କି ପାଖ ତାରିଣୀ ଇଲେକ୍ଟ୍ରୋନିକ୍ସ୍…

Read More

କୃଷକ ବଜାର ପାଣିଟାଙ୍କି ନିକଟରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୃଷକ ବଜାର ପାଣିଟାଙ୍କି ନିକଟରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ କଟକ(ଏନ୍‌.ଏମ୍‌.): କଟକ ବିଡ଼ାନାସୀ କୃଷକ ବଜାର ନିକଟରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ଅଞ୍ଚଳ ଲୋକେ ସେପଟେ ଯିବା ବେଳେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ଏହାପରେ ଥାନାକୁ ଖବର ଦିଆଯିବା ପରେ ସ୍ଥାନୀୟ ବିଡାନାସୀ ପୁଲିସ ମୃତଦେହକୁ ଜବତ କରିବା ସହ ତହନ୍ତ ଆରମ୍ଭ କରିଛି । ତେବେ ଏହି ଯୁବତୀ ଜଣକ…

Read More

ବେଆଇନ ପାଣି ଓ ବାଲି ଲୁଟ ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ବେଆଇନ ପାଣି ଓ ବାଲି ଲୁଟ ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଆଠଗଡ(ଏନ୍‍.ଏମ୍‍.): ଆଠଗଡ଼ ଅଞ୍ଚଳରୁ ବେଆଇନ ଭାବରେ ପାଣି ଓ ବାଲି ଲୁଟ ଚାଲିଛି । ସରକାର ଏ ନେଇ କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବାବେଳେ ମାଫିଆମାନେ କିଛି ଅସାଧୁ ଅଧିକାରୀଙ୍କୁ ହାତରେ ରଖି ମାଲେମାଲ ହେବାରେ ଲାଗିଛନ୍ତ । ତେଣୁ ଏଠାରେ ବେଆଇନ ପାଣି ଓ ବାଲି ଲୁଟକୁ ବିରୋଧ କରି ବିଜେପି ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଠଗଡ଼…

Read More

ମାହାଙ୍ଗା ଆଇଆଇସ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନୀନା ଏବେ ଭିଜିଲାନ୍ସ ଜାଲରେ

ମାହାଙ୍ଗା ଆଇଆଇସ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନୀନା ଏବେ ଭିଜିଲାନ୍ସ ଜାଲରେ ମାହାଙ୍ଗା(ଏନ୍‌.ଏମ୍‌.): ଭିଜିଲାନ୍ସ ଜାଲରେ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନିନା ବେଉରା । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ନୀନାଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ନୀନା ରାୟଗଡା ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ ଥିଲେ । ତେବେ ଗତ କାଲି ବିଳମ୍ବିତ ରାତିରେ ନୀନା ରାୟଗଡାରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା…

Read More

ସିସିଟିଭିରୁ ଜଣାପଡ଼ିଲା: ଜଗତପୁର ଅଞ୍ଚଳରେ ଗାଈ ଲୁଟେରାଙ୍କ ଆତଙ୍କ

ସିସିଟିଭିରୁ ଜଣାପଡ଼ିଲା: ଜଗତପୁର ଅଞ୍ଚଳରେ ଗାଈ ଲୁଟେରାଙ୍କ ଆତଙ୍କ ଜଗତପୁର(ଏନ୍‌.ଏମ୍‌.): କଟକରେ ଏବେ ଗାଈ ଚୋରଙ୍କ ଆତଙ୍କ ବୁଦ୍ଧି ପାଇଛି । ନିସ୍ତବ୍ଧ ରାତିରେ ରାସ୍ତାଉପରୁ ଦୁବୃର୍ତ୍ତମାନେ ଗାଇମାନଙ୍କୁ ଉଠାଇ ନେଉଛନ୍ତି । ଯାହା କମିଶନରେଟ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଥାନା ପକ୍ଷରୁ ପିସିଆର ଭ୍ୟାନ ଯୋଗେ ଜୋରଦାର ପଇଁତରା ମରାଯାଉଥିବାବେଳେ ଏଭଳି ଚୋରି ପୁଲିସର ପାରିବା ପଣିଆ ଉପରେ ସନ୍ଦେହ ସୃଷ୍ଟି କରିଛି । କିଛି ଦିନ ତଳେ କଟକ ସିଡିଏ…

Read More

ଉଠାଜଳସେଚନ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ

ଉଠାଜଳସେଚନ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ଜଗତସିଂହପୁର (ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲାରେ ଉଠା ଜଳ ସେଚନ ପ୍ରକଳ୍ପ ପାଇପି ବିଛା ଓ ଘର ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି । ତିର୍ତ୍ତୋଲ ଉଠାଜଳସେଚନ ବିଭାଗ ଅଧୀନରେ କରାଯାଉଥିବା ଉଠାଜଳସେଚନ ଯୋଜନରେ ବ୍ୟାପକ ଅନିୟମିତତା ହେଉଥିବା ବିଭିନ୍ନ ପଞ୍ଚାୟତରେ ଅଭିଯୋଗ ହେଉଥିବା ନେଇ ସୂଚନା ମିଳିଛି । ତିର୍ତ୍ତୋଲ ଉଠାଜଳସେଚନ ବିଭାଗ ଅଫିସର ଓ ଠିକାଦାରଙ୍କ ସଲାସୁତୁରାରେ ଅତ୍ୟନ୍ତ ନିମ୍ନମାନର ପାଇପି ବିଛା ହେବ…

Read More

ଆତ୍ମାହୁତି ପାଇଁ ହାଇକୋର୍ଟଙ୍କ ଅନୁମତି ମାଗିଲେ ସମାଜସେବୀ ଗୌରହରି ମହାନ୍ତି

ଆତ୍ମାହୁତି ପାଇଁ ହାଇକୋର୍ଟଙ୍କ ଅନୁମତି ମାଗିଲେ ସମାଜସେବୀ ଗୌରହରି ମହାନ୍ତି ଆଠଗଡ଼(ଏନ୍‌.ଏମ୍‌.): ୫୫ ନମ୍ବର ଜାତୀୟ ରାଜପଥକୁ ଲାଗି ଖୁଣ୍ଟୁଣୀ ସରକାରୀ ଡାକ୍ତରଖାନାଟି ଦୀର୍ଘଦିନ ଧରି ସରକାରଙ୍କ ଦ୍ୱାରା ଅବହେଳିତ ହୋଇ ଅସୁଛି । ଏଠାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭୂଷୁଡି ପଡିଛି । ଏହି ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କରିବାର ଆବଶ୍ୟକ ରହିଛି । ଏଥିପାଇଁ ସ୍ୱାସ୍ଥ୍ୟ ସେବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରମ୍ବାର ଅନଶନ ଧର୍ମଘଟ ଓ ରାସ୍ତାରୋକ କରି…

Read More

ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ

ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ କଟକ (ଏନ୍‌.ଏମ୍‌.): ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ । ଭୁବନେଶ୍ୱର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଚଢାଉ ବେଳେ ୫୦୦ଗ୍ରାମ ସୁନା, ୨୫୦ ଗ୍ରାମର ଚାନ୍ଦି ଓ ୧୦ ଗ୍ରାମରୁ ଅଧିକ ହୀରା ଜବତ ହୋଇଥିବା ସୂଚନା ମିଳିଛି । ଏଥିସହିତ ୩୯.୪୮ଲକ୍ଷ ଟଙ୍କାର ବୀମା ପଲିସ ମଧ୍ୟ ଥିବା ଜଣାପଡ଼ିଛି । ତେବେ ଆୟ…

Read More

ତାତିଲେ ଅଭିଭାବକ: ବିଦ୍ୟାଳୟରେ ପିଲାଙ୍କୁ ପରସା ଯାଉଛି ପୋକ ମିଶା ବିଷାକ୍ତ ଖାଦ୍ୟ

ତାତିଲେ ଅଭିଭାବକ ବିଦ୍ୟାଳୟରେ ପିଲାଙ୍କୁ ପରସା ଯାଉଛି ପୋକ ମିଶା ବିଷାକ୍ତ ଖାଦ୍ୟ ସାଲେପୁର(ଏନ୍‌.ଏମ୍‌.): ବିଦ୍ୟାଳୟରେ ପିଲା ଖାଉଛନ୍ତି ପୋକ ମିଶା ବିଷାକ୍ତ ଖାଦ୍ୟ । କଟକ ଜିଲ୍ଲା ସାଲେପୁର ବ୍ଲକ ମଧ୍ୟକଛ ଗ୍ରାମରେ ଥିବା ମଧ୍ୟକଛ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପିଲାମାନଙ୍କୁ ନିମ୍ନମାନର ପୋକମିଶା ବିଷାକ୍ତ ଖାଦ୍ୟ ଦିଆଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସରକାର ସର୍ବଶିକ୍ଷା ଅଭିଯାନରେ ପିଲାମାନେ କିପରି ବିଦ୍ୟାଳୟକୁ ଆସିବେ…

Read More

ଜଗତପୁର ତୁଳା କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ

ଜଗତପୁର ତୁଳା କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ ଜଗତପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ଜଗତପୁର ନୂତନ ଶିଳ୍ପାଞ୍ଚଳ ସ୍ଥିତ ଫେଜ-୨ ପରିସରରେ ଥିବା ଏକ ରଙ୍ଗିନ ତୁଳା ପ୍ରସ୍ତୁତି କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି । ଆଜି ପୂର୍ବାହ୍ନ ସାଢେ ୯ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ଥିବାବେଳେ କାରଖାନାରେ ମହଜୁଦ ଥିବା ବିପୁଳ ପରିମାଣର ରଙ୍ଗିନ ତୁଳା ଓ ବହୁ ଦାମୀ ମେସିନ ସମେତ ଅନ୍ୟାନ୍ୟ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି ।…

Read More

ବିଜେପି ନେତା ବିଜୟ ଦଳ ବେହେରାଙ୍କୁ ଜାମିନ

ବିଜେପି ନେତା ବିଜୟ ଦଳ ବେହେରାଙ୍କୁ ଜାମିନ ଜେଲରୁ ଫେରିବାବେଳେ କ’ଣ କହୁଛନ୍ତି ବିଜୟ ଦଳବେହେରା…  ଦେଖନ୍ତୁ ଭିଡିଓ… ବଡ଼ମ୍ବା(ଏନ୍‍.ଏମ୍‍.): ଦୀର୍ଘ ଦିନ ପ୍ରତୀକ୍ଷାର ଆଜି ଅନ୍ତ ଘଟିଛି । ବିଜେପି ନେତା ବିଜୟ ଦଳବେହେରା ଜାମିନ ପାଇବା ପରେ ଆଜି କାରାଗାରରୁ ମୁକ୍ତ ହୋଇଛନ୍ତି । ତେବେ ସେ ଜେଲରୁ ବାହାରିବା ପରେ ଶହ ଶହ ସମର୍ଥକ ଜେଲ ଫାଟକ ନିକଟରେ ଶ୍ରୀ ଦଳବେହେରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରାଇଥିଲେ…

Read More