ହେମନ୍ତ ଦାସକୁ ପୁଣି ବାନ୍ଧିଲା ବାଦାମବାଡ଼ି ପୁଲିସ
ହେମନ୍ତ ଦାସକୁ ପୁଣି ବାନ୍ଧିଲା ବାଦାମବାଡ଼ି ପୁଲିସ [caption id="attachment_10341" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): କଥାରେ ଅଛି ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ । ଅର୍ଥାତ ମଣିଷ ମୃତ୍ୟୁ ପର୍ଯ୍ୟନ୍ତ ନିଜର ପ୍ରକୃତିକୁ ଛାଡ଼ି ପାରେ…












