ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ପିଏସ୍‌ଙ୍କ ଘରେ ରେଡ୍‌: ବିପୁଳ ପରିମାଣର ଟଙ୍କା ଜବତ

ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ପିଏସ୍‌ଙ୍କ ଘରେ ରେଡ୍‌: ବିପୁଳ ପରିମାଣର ଟଙ୍କା ଜବତ ଭୁବନେଶ୍ୱର (ଏନ୍‌.ଏମ୍‌.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । କଟକ ଓ ଭୁବନେଶ୍ୱରରେ ମୋଟ ୬ଟି ସ୍ଥାନରେ ଏକକାଳୀନ ଏହି ରେଡ୍ କରାଯାଇଥିବା ବେଳେ ବିପୁଳ ପରିମାଣର ସମ୍ପତି ଜବତ ହୋଇଛି । ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ବି ତାଜୁବ୍…

Read More

ଅଗଷ୍ଟ ପହିଲାରୁ କଳାବ୍ୟାଚ ପିନ୍ଧିବ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ

ଅଗଷ୍ଟ ପହିଲାରୁ କଳାବ୍ୟାଚ ପିନ୍ଧିବ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ କଟକ(ଏନ୍‌.ଏମ୍‌.): ସରକାରଙ୍କ ଟାଳଟୁଳ ନୀତି ଓ ୧୦ଦଫା ଦାବିରେ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ (ଓଡ଼ିଶା ମେଡ଼ିକାଲ ଲ୍ୟାବ ଟେକ୍‌ନିସିଆନ ଆସୋସିଏସନ- ଓଏମଏଲଓଏ) ପକ୍ଷରୁ ଅଗଷ୍ଟ ପହିଲାରୁ କଳାବ୍ୟାଚ ପରିଧାନ ପୂର୍ବକ ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରିବେ ବୋଲି ସୂଚନା ଦିଆଯାଇଛି । ରାଜ୍ୟ ସଂଘ ଡାକରାରେ କଟକ ଜିଲ୍ଲା ସଂଘ ପକ୍ଷରୁ ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ କଟକ ଜିଲ୍ଲା ସମ୍ପାଦକ…

Read More

୨୩ ଚୋରି ମୋବାଇଲ ସହ ୨ଚୋର ଗିରଫ

୨୩ ଚୋରି ମୋବାଇଲ ସହ ୨ଚୋର ଗିରଫ ଚୌଦ୍ୱାର(ଏନ୍‌.ଏମ୍‌.): ବିଭିନ୍ନ ସ୍ଥାନରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ୨ଜଣ ଚୋରଙ୍କୁ ଗିରଫ କରିଛି । ସେମାନେ ହେଲେ ଚୌଦ୍ୱାର ଯାତ୍ରାପଡିଆ ଅଞ୍ଚଳର ସୁରେନ୍ଦ୍ର କୁମାର ଦାସ(୨୩) ଓରଫ କାଳିଆ ଓ ଗୁପ୍ତେଶ୍ୱର ସାହିରେ ଭଡା ଘରେ ରହୁଥିବା ରମେଶ ବାରିକ୍ (୨୧) ଓରଫ ଭାଲୁ ବୋଲି ଜଣାପଡ଼ିଛି । ସେମାନଙ୍କ ନିକଟରୁ ୨୩ଟି ଚୋରି ମୋବାଇଲ ଓ ୨ଟି ଏଲଇଡି ଟିଭି ଜବତ କରାଯାଇଛି…

Read More

କାଲିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା

କାଲିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା କଟକ(ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ଅଫଲାଇନ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହେବ । ଏହି ପରୀକ୍ଷା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ବୋର୍ଡ ପକ୍ଷରୁ ସମସ୍ତ ପର୍ଯ୍ୟାୟ ଚୂଡାନ୍ତ ହୋଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ପରୀକ୍ଷା ପୂର୍ବରୁ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇଛି । ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ପ୍ରବେଶ ପୂର୍ବରୁ…

Read More

ବୋଲର ଆଲୋକ ସାହୁଙ୍କ ଅବସର ଘୋଷଣା

ବୋଲର ଆଲୋକ ସାହୁଙ୍କ ଅବସର ଘୋଷଣା କଟକ (ଏନ୍‌.ଏମ୍‌.): ରାଜ୍ୟର ପ୍ରତିଭାବାନ ପ୍ରଥମ ଶ୍ରେଣୀ ବୋଲର ଆଲୋକ ସାହୁ ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଛନ୍ତି । ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି । ଆଲୋକ ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ ୨୫ଟି ମ୍ୟାଚ ଖେଳିଥିବା ବେଳେ ୧୮ଟି ଲିଷ୍ଟ ମ୍ୟାଚ, ୨୨ଟି ଟି-୨୦ ମ୍ୟାଚ ଖେଲିଛନ୍ତି । ସେ ୨୦୦୯ ନଭେମ୍ବରରେ ପ୍ରଥମ ଶ୍ରେଣୀ କ୍ରିକେଟରେ ରେଳୱେ ବିପକ୍ଷରେ ପଦାର୍ପଣ କରିଥିଲେ…

Read More

ପୁଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ

ପୁଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ କଟକ(ଏନ୍‌.ଏମ୍‌.): ଅସଲି କହି ନକଲି ଘଣ୍ଟା ବିକ୍ର କରୁଥିବା ଜଣେ ଅସାଧୁ ବ୍ୟବସାୟଙ୍କୁ କଟକ ବାଦାମବାଡି ଥାନା ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିଜଣକ କାଳିପ୍ରସାଦ ମହାନ୍ତି ବୋଲି ଜଣାପଡ଼ିଛି । ବାଦାମବାଡି ବସଷ୍ଟାଣ୍ଡରେ ଏକ ଦୋକାନରେ ଏହି ବ୍ୟବସାୟୀ ଜଣକ ବିଭିନ୍ନ ବ୍ରାଣ୍ଡର ଘଣ୍ଟା ବିକୁଥିଲେ । ଗତକାଲି ଜଣେ ଗ୍ରାହକ ଫାଷ୍ଟଟ୍ରାକ୍ ଘଣ୍ଟା କିଣିବାକୁ ଯାଇଥିବା ବେଳେ ଦୋକାନୀ ତାଙ୍କୁ ଅସଲି ଘଣ୍ଟା କହି ଅଧିକ…

Read More

ଗୀତିକାରଙ୍କ ପିତୃ ବିୟୋଗ

ଗୀତିକାରଙ୍କ ପିତୃ ବିୟୋଗ କଟକ(ଏନ୍‌.ଏମ୍‌.): ଗତକାଲି ବିଳମ୍ବିତ ରାତିରେ ଗୀତିକାର ଜୟନ୍ତ ଦାସଙ୍କ ପିତା ସଦାନନ୍ଦ ଦାସଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ହୋଇ କଟକରେ ଚିକିତ୍ସା ହେଉଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ନିର୍ମଳା ଦାସ, ତାଙ୍କ ସାନ ଭାଇ ରବୀନ୍ଦ୍ର ଦାସ, ଭାଇବୋହୁ ବିଦ୍ୟୁତ ପ୍ରଭା ଦାସ, ମନ୍ଦାକିନୀ ଦାସ, ଶୁଭସ୍ମିତା…

Read More

କ୍ରୀଡା ସଙ୍ଗଠକ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗ

କ୍ରୀଡା ସଙ୍ଗଠକ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗ କଟକ(ଏନ୍‌.ଏମ୍‌.):ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ)ର ସଦସ୍ୟ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । କଳାହାଣ୍ଡି ସ୍ଥିତ ଭବାନୀପାଟଣରେ ବାସଗୃହରେ ମଙ୍ଗଳବାର ସକାଳେ ହୃଦଘାତରେ ତାଙ୍କର ବିୟୋଗ ଘଟିଥିଲା । ସେ ଜଣେ ଦକ୍ଷ କ୍ରୀଡା ସଙ୍ଗଠକ ସହ କ୍ରୀଡା ପ୍ରେମୀ ମଧ୍ୟ ଥିଲେ । ଫୁଟବଲ ଖେଳରେ ଜଣେ ଦକ୍ଷ ପ୍ରଶାସକ ଭାବେ ଦାୟିତ୍ୱ…

Read More

ନରସିଂହପୁର କମଳାଡ଼ିହରେ ଦୁର୍ଗାପୂଜା ପୂର୍ବରୁ ଖୋଲିବ ଷ୍ଟେଟବ୍ୟାଙ୍କ

ନରସିଂହପୁର କମଳାଡ଼ିହରେ ଦୁର୍ଗାପୂଜା ପୂର୍ବରୁ ଖୋଲିବ ଷ୍ଟେଟବ୍ୟାଙ୍କ ନରସିଂହପୁର(ଏନ୍‌.ଏମ୍‌.): କଟକ ଜିଲ୍ଲାର ବଡ଼ମ୍ବା ଓ ନରସିଂହପୁର ଅଞ୍ଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବା ପାଇଁ ଜିଲ୍ଲାପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଅଞ୍ଚଳର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଛନ୍ତି । ନରସିଂହପୁରର କମଳାଡ଼ିହରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ବର କର, ଉପ ଜିଲ୍ଲାପାଳ ଅଜାମ୍ବର ମହାନ୍ତି,…

Read More

ପ୍ରକାଶ ପାଇଲା ବିଜ୍ଞପ୍ତି: ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧା ପ୍ରସାରଣ

ପ୍ରକାଶ ପାଇଲା ବିଜ୍ଞପ୍ତି: ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧା ପ୍ରସାରଣ କଟକ(ଏନ୍‌.ଏମ୍‌.): ହାଇକୋର୍ଟରେ ଏଣିକି ଶୁଣାଣି ହେଉଥିବା ମାମଲାର ସିଧା ପ୍ରସାରଣ କରାଯିବ । ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଓଡିଶା ବିଚାର ବିଭାଗ କ୍ଷେତ୍ରରେ ଏକ ନୂଆ ଯୁଗାନ୍ତକାରୀ ଓ ଐତିହାସିକ ପଦକ୍ଷେପ ବୋଲି ଆଇନଜୀବୀ ଓ ବୁଦ୍ଧିଜୀବୀଙ୍କ ମହଲରୁ କୁହାଯାଇଛି । ହାଇକୋର୍ଟ ଅଫ ଓଡିଶା ଲାଇଭ ଷ୍ଟ୍ରିମିଂ ଅଫ କୋର୍ଟ ପ୍ରୋସେଡିଂ ରୁଲ୍‌-୨୦୨୧…

Read More

ଆଇଏଏସସ୍ତରରେ ଅଦଳବଦଳ : ଆର. ଭିନେଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ଅତିରିକ୍ତ ଦାୟିତ୍ୱ

ଆଇଏଏସସ୍ତରରେ ଅଦଳବଦଳ : ଆର. ଭିନେଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ଅତିରିକ୍ତ ଦାୟିତ୍ୱ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟ ସରକାର ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି । ଏହି ଅଦଳବଦଳରେ ବହୁ ଆଇଏଏସ ଅଧିକାରୀଙ୍କ ବିଭାଗରେ ପରିବର୍ତ୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନେଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିଭଳି ଆଇଏଏସ ଅଶୋକ ମିନାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ…

Read More

ଆନ୍ତଃରାଜ୍ୟ ନିଶା ଚାଲାଣ: ୧୪ କିଲୋ ଗଞ୍ଜେଇ ଜବତ ୧ଗିରଫ

ଆନ୍ତଃରାଜ୍ୟ ନିଶା ଚାଲାଣ: ୧୪ କିଲୋ ଗଞ୍ଜେଇ ଜବତ ୧ଗିରଫ କଟକ(ଏନ୍‍.ଏମ୍‍.): ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀକୁ ରେଳବାଇ ପୋଲିସ(ଆରପିଏଫ) ଗିରଫ କରିଛି । ଅଭିଯୁକ୍ତ ଜଣକ ଦିଲ୍ଲୀରେ ରହୁଥିବା ବିହାର ପାଟନା ସହରର ଆଶୁତୋଷ ସିହ୍ନା(୪୧) ବୋଲି ଜଣାପଡ଼ିଛି । ତା’ ନିକଟରୁ ୧୪ କିଲୋ ଓଜନର ଗଞ୍ଜେଇ ଜବତ ହୋଇଛି । ସୂଚନା ଅନୁଯାୟୀ, ଗତ ସୋମବାର ସନ୍ଧ୍ୟାରେ ଆଶୁତୋଷ ଦୁଇଟି ଲଗେଜ ଧରି କଟକ ରେଳ ଷ୍ଟେସନରେ ପହଞ୍ôଚଥିଲା । ସେଠାରେ ଦିଲ୍ଲୀ…

Read More