କୋଟିଆରେ ଥମୁନି ବିବାଦ: ସୀମା ପାଇଁ ଶିକ୍ଷାକୁ ଆୟୁଧ କରିଛି ଆନ୍ଧ୍ର
କୋଟିଆରେ ଥମୁନି ବିବାଦ: ସୀମା ପାଇଁ ଶିକ୍ଷାକୁ ଆୟୁଧ କରିଛି ଆନ୍ଧ୍ର କୋରାପୁଟ(ଏନ୍.ଏମ୍.): କୋଟିଆରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଚାଲିଥିବା ବେଳେ ଥମିବାର ନାଁ ଧରୁନି । ସୀମା ବିବାଦ ପରେ ଏବେ ଶିକ୍ଷାରେ ସଂରକ୍ଷଣକୁ ନେଇ ବିବାଦ ଦେଖାଦେଇଛି । କୋଟିଆ…












