ମୂର୍ତ୍ତି ଉଚ୍ଚତା ନେଇ ଘନଉଛି ବିବାଦ: ବିଜେଡିରେ ବି ମତଭେଦ, ଆରମ୍ଭ ହେଲା ଭର୍ତ୍ତୃହରି-ଦେବାଶିଷ ମତ ଯୁଦ୍ଧ
ମୂର୍ତ୍ତି ଉଚ୍ଚତା ନେଇ ଘନଉଛି ବିବାଦ: ବିଜେଡିରେ ବି ମତଭେଦ, ଆରମ୍ଭ ହେଲା ଭର୍ତ୍ତୃହରି-ଦେବାଶିଷ ମତ ଯୁଦ୍ଧ କଟକ(ଏନ୍.ଏମ୍.): ପାର୍ବଣରେ ୪ଫୁଟ ଉଚ୍ଚତାର ମୂର୍ତ୍ତି ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । କଟକ ସହରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି…












