ଦାୟିତ୍ୱ ନେଲେ ନୂଆ ଡିଜିପି ସୁନୀଲ ବଂଶଲ
ଦାୟିତ୍ୱ ନେଲେ ନୂଆ ଡିଜିପି ସୁନୀଲ ବଂଶଲ [caption id="attachment_3424" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): ଓଡିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୁଲିସ ମୁଖ୍ୟାଳୟରେ ପୂର୍ବତନ ଡିଜିପି ଅଭୟ ତାଙ୍କୁ…












