ଆବାସ ଯୋଜନାର କାର୍ଯ୍ୟାଦେଶ ପାଇ ଅଧିକାରୀଙ୍କ କୃତଜ୍ଞତା ଜଣାଇଲେ ହିତାଧିକାରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆବାସ ଯୋଜନାର କାର୍ଯ୍ୟାଦେଶ ପାଇ ଅଧିକାରୀଙ୍କ କୃତଜ୍ଞତା ଜଣାଇଲେ ହିତାଧିକାରୀ

ଆବାସ ଯୋଜନାର କାର୍ଯ୍ୟାଦେଶ ପାଇ ଅଧିକାରୀଙ୍କ କୃତଜ୍ଞତା ଜଣାଇଲେ ହିତାଧିକାରୀ [caption id="attachment_3630" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଦୀର୍ଘ ବର୍ଷ ଧରି ସରକାରୀ ସହାୟତାରୁ ବଞ୍ôଚତ ହିତାଧିକାରୀଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହନୀତି, ଓଡ଼ିଶାର କାର୍ଯ୍ୟାଦେଶ ।…

ଲିଙ୍ଗ ନିରୂପଣ ଓ ହତ୍ୟା ଅଭିଯୋଗରେ ଏକ ଡାଇଗ୍ନୋଷ୍ଟିକ ଉପରେ ପୁଲିସର ଚଢାଉ: ୨ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଲିଙ୍ଗ ନିରୂପଣ ଓ ହତ୍ୟା ଅଭିଯୋଗରେ ଏକ ଡାଇଗ୍ନୋଷ୍ଟିକ ଉପରେ ପୁଲିସର ଚଢାଉ: ୨ଗିରଫ

ଲିଙ୍ଗ ନିରୂପଣ ଓ ହତ୍ୟା ଅଭିଯୋଗରେ ଏକ ଡାଇଗ୍ନୋଷ୍ଟିକ ଉପରେ ପୁଲିସର ଚଢାଉ: ୨ଗିରଫ କଟକ(ଏନ୍‌.ଏମ୍‌.): ଲିଙ୍ଗନିରୂପଣ ଓ ହତ୍ୟା ଦଣ୍ଡନୀୟ ଅପରାଧ ହୋଇଥିବାବେଳେ କଟକର ଏକ ଘରୋଇ ନର୍ସିଂହୋମରେ ଏହା ବେଧଡକରେ ଚାଲିଥିଲା । ସ୍ଥାନୀୟ ମଙ୍ଗଳାବାଗ କାଠଗୋଲା ସାହି ସ୍ଥିତ ଏକ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଲିଙ୍ଗ…

କଟକ ପୌର ନିଗମ ନିର୍ବାଚନରେ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ ଲଢିବା ନିମନ୍ତେ ବିଧାୟକ ମୋକିମଙ୍କ ଆହ୍ଵାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକ ପୌର ନିଗମ ନିର୍ବାଚନରେ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ ଲଢିବା ନିମନ୍ତେ ବିଧାୟକ ମୋକିମଙ୍କ ଆହ୍ଵାନ

କଟକ ପୌର ନିଗମ ନିର୍ବାଚନରେ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ ଲଢିବା ନିମନ୍ତେ ବିଧାୟକ ମୋକିମଙ୍କ ଆହ୍ଵାନ [caption id="attachment_3623" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.):  ଚୌଦ୍ଵାର-କଟକ ଓ ସଦର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ୨୭ ଗୋଟି ୱାର୍ଡର ନମ୍ବର କଂଗ୍ରେସ କର୍ମକର୍ତ୍ତାମାନଙ୍କର…

ଡାକ୍ତର ରଜତ ରାୟ ହେଲେ ଆଇଏମଏର ନୂତନ ସଭାପତି, ଆସନ୍ତା ଫେବ୍ରୁଆରୀ ୧୯ରେ ନେବେ ଦାୟିତ୍ୱ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଡାକ୍ତର ରଜତ ରାୟ ହେଲେ ଆଇଏମଏର ନୂତନ ସଭାପତି, ଆସନ୍ତା ଫେବ୍ରୁଆରୀ ୧୯ରେ ନେବେ ଦାୟିତ୍ୱ

ଡାକ୍ତର ରଜତ ରାୟ ହେଲେ ଆଇଏମଏର ନୂତନ ସଭାପତି, ଆସନ୍ତା ଫେବ୍ରୁଆରୀ ୧୯ରେ ନେବେ ଦାୟିତ୍ୱ କଟକ(ଏନ୍‌.ଏମ୍‌.): ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଓଡ଼ିଶା ବ୍ରାଞ୍ଚର ନୂତନ ସଭାପତି ଭାବେ ଡାକ୍ତର ରଜତ କୁମାର ରାୟ ନିର୍ବାଚିତ ହୋଇଛନ୍ତି । ସଭାପତି ପଦବୀରେ ଡା. ରାୟଙ୍କ କାର୍ଯ୍ୟକାଳ ୨୦୨୨-୨୩…

ମର୍କତ ନଗର ଅଞ୍ଚଳରେ ସେକ୍ସ ରାକେଟ ଠାବ : ଦୁଇ ଯୁବତୀ ଉଦ୍ଧାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମର୍କତ ନଗର ଅଞ୍ଚଳରେ ସେକ୍ସ ରାକେଟ ଠାବ : ଦୁଇ ଯୁବତୀ ଉଦ୍ଧାର

ମର୍କତ ନଗର ଅଞ୍ଚଳରେ ସେକ୍ସ ରାକେଟ ଠାବ : ଦୁଇ ଯୁବତୀ ଉଦ୍ଧାର କଟକ(ଏନ୍‌.ଏମ୍‌.): ଅଧିକ ଭିଆଇପି ରହୁଥିବା ମର୍କତନଗର ଭଳି ସ୍ଥାନରେ ଚାଲିଛି ସେକ୍ସ ରାକେଟ । ଦିନ ପ୍ରତିଦିନ ଚାଲିଛି ଏଠି ଦେହ ବେପାର । ଗ୍ରାହକମାନେ ଛୁଟି ଆସୁଛନ୍ତି ରଙ୍ଗମହଲର ସୁଖ ଉପଭୋଗ କରିବାକୁ…

ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଡିଜିପି ସୁନୀଲ କୁମାର ବଂସଲ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଡିଜିପି ସୁନୀଲ କୁମାର ବଂସଲ

ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଡିଜିପି ସୁନୀଲ କୁମାର ବଂସଲ କଟକ/ନୂଆପଡ଼ା(ଏନ୍‌.ଏମ୍‌.): ରାଜ୍ୟ ଆରକ୍ଷୀ ମହାନିଦ୍ଦେର୍ଶକ ସୁନୀଲ କୁମାର ବଂସଲ ଆଜି ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରେର ଗୁଇନ୍ଦା ନିଦ୍ଦେର୍ଶକ ଲଳିତ ଦାସ, ଆଇଜି (ଅପେରସନ୍‌) ଅମିତାଭ ଠାକୁର, ଡିଆଇଜି(ଏସ୍‌ଆଇଡବ୍ଲ୍ୟୁ)…

ଉଠା ଜଳସେଚନ ନିଗମ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ପ୍ରସଙ୍ଗ: ୩ ମାସ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଉଠା ଜଳସେଚନ ନିଗମ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ପ୍ରସଙ୍ଗ: ୩ ମାସ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଉଠା ଜଳସେଚନ ନିଗମ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ପ୍ରସଙ୍ଗ: ୩ ମାସ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ [caption id="attachment_3450" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ପରିଚାଳନାଧିନ ଉଠା ଜଳସେଚନ ନିଗମରେ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଅବସର ଗ୍ରହଣ…

ଢିଙ୍କିଆରେ ପୋଲିସର ବର୍ବର ଲାଠି ଚାଳନା ଓ ଆତଙ୍କରାଜକୁ ଏସ୍‌ୟୁସିଆଇ(ସି) ପକ୍ଷରୁ ନିନ୍ଦା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଢିଙ୍କିଆରେ ପୋଲିସର ବର୍ବର ଲାଠି ଚାଳନା ଓ ଆତଙ୍କରାଜକୁ ଏସ୍‌ୟୁସିଆଇ(ସି) ପକ୍ଷରୁ ନିନ୍ଦା

ଢିଙ୍କିଆରେ ପୋଲିସର ବର୍ବର ଲାଠି ଚାଳନା ଓ ଆତଙ୍କରାଜକୁ ଏସ୍‌ୟୁସିଆଇ(ସି) ପକ୍ଷରୁ ନିନ୍ଦା [caption id="attachment_3604" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଜଗସିଂହପୁର ଜିଲ୍ଲାର ଢିଙ୍କିଆ ବାସିଙ୍କ ଉପରେ ପୋଲିସର ଆତଙ୍କରାଜ ଓ ବର୍ବର ଲାଠି ଚାଳନାକୁ ଏସ୍‌ୟୁସିଆଇ(ସି)ର କଟକ ଜିଲ୍ଲା କମିଟି ପକ୍ଷରୁ ଆହୁତ…

ସିଏମସି ୪୮ନମ୍ବର ୱାର୍ଡରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସଚେତନତା କର୍ମଶାଳା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ସିଏମସି ୪୮ନମ୍ବର ୱାର୍ଡରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସଚେତନତା କର୍ମଶାଳା

ସିଏମସି ୪୮ନମ୍ବର ୱାର୍ଡରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସଚେତନତା କର୍ମଶାଳା [caption id="attachment_3601" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ ପକ୍ଷରୁ ଜଗତପୁର ୪୮ନମ୍ବର ୱାର୍ଡର ଭୁବନପୁର ଗୋଷ୍ଠୀ କେନ୍ଦ୍ର ଗୃହରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ଏକ…

ନବଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦ୍‌ଯାପିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ନବଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦ୍‌ଯାପିତ

ନବଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦ୍‌ଯାପିତ ପୁରୀ(ଏନ୍‌.ଏମ୍‌.): ନବଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସରେ ଗୋମାତା ପୂଜନ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ…

ଆଦିବାସୀ ବସ୍ତିରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ଅନ୍ନଦା ପ୍ରସାଦ ରାୟଙ୍କ ଜୟନ୍ତୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଆଦିବାସୀ ବସ୍ତିରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ଅନ୍ନଦା ପ୍ରସାଦ ରାୟଙ୍କ ଜୟନ୍ତୀ

ଆଦିବାସୀ ବସ୍ତିରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ଅନ୍ନଦା ପ୍ରସାଦ ରାୟଙ୍କ ଜୟନ୍ତୀ [caption id="attachment_3593" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ପବିତ୍ର ମକର ସଂକ୍ରାନ୍ତି ତିଥିରେ କଟକ ବାଲି ସାହି ଆଦିବାସୀ ବସ୍ତିରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ଅନ୍ନଦା ପ୍ରସାଦ ରାୟଙ୍କ ୮୫…

କଟକ ବାଲିସାହିରେ ସାଗୁନ ମକର ସାକରାତ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକ ବାଲିସାହିରେ ସାଗୁନ ମକର ସାକରାତ

କଟକ ବାଲିସାହିରେ ସାଗୁନ ମକର ସାକରାତ [caption id="attachment_3590" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ସ୍ଥାନୀୟ ନୂଆପଡା ବାଲିସାହି ଆଦିବାସୀ ବସ୍ତିଠାରେ ସାନ୍ତାଳମାନଙ୍କ ମହାନ ପର୍ବ "ସାଗୁନ ମକର ସାକରାତ’ ପାରମ୍ପରିକ ଭାବେ କୋଭିଡ ନିୟମ ପାଳନ ପୂର୍ବକ ପାଳନ ହୋଇ ଯାଇଛି । ଏହି…