ଗଜାନନ ସେବା ସମିତି ପକ୍ଷରୁ ପାନୀୟ ଜଳ ବଣ୍ଟନ
ଗଜାନନ ସେବା ସମିତି ପକ୍ଷରୁ ପାନୀୟ ଜଳ ବଣ୍ଟନ ଜଗତପୁର(ଏନ୍.ଏମ୍.): ପବିତ୍ର ମହାଶିବ ରାତ୍ରୀ ଜାଗର ଉପଲକ୍ଷେ ନିମପୁରସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଟାନ ଗଜାନନ ସେବା ସମିତି ପକ୍ଷରୁ ବହୁ ପୁରାତନ ଶୌବପୀଠ କୃଷ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁମାନଙ୍କୁ ପାନୀୟ ଜଳ ବିତରଣ କରାଯାଇଛି । ଏଥି ସହିତ ମନ୍ଦିର…












