ଉତ୍କଳ ଗୌରବଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ
ଉତ୍କଳ ଗୌରବଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ ଭୁବନେଶ୍ୱର (ଏନ୍.ଏମ୍.): ଓଡ଼ିଶାର ନିର୍ମାତା ଉତ୍କଳ ଗୌରବ ମଧୂସୁଧନ ଦାସଙ୍କ ( ମଧୁବାବୁ) ୧୭୪ ପୁଣ୍ୟ ଜୟନ୍ତୀ ଅବସରରେ ମଧୁବାବୁଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ପୂର୍ବକ ଓଡିଶା ବାସୀଙ୍କ ତରଫରୁ କୋଟି କୋଟି ପ୍ରଣାମ ଜଣେଇ ଛାଡ଼ି ଯାଇଥିବା ଅଧୁରା କାର୍ଯ୍ୟକୁ ପୁରଣ କରିବା ପାଇଁ…











