ଜଗତପୁର କେନାଲ ବନ୍ଧ ରାସ୍ତା ଉପରେ କୁଢକୁଢ ଆବର୍ଜନା
ଜଗତପୁର କେନାଲ ବନ୍ଧ ରାସ୍ତା ଉପରେ କୁଢକୁଢ ଆବର୍ଜନା ଜଗତପୁର(ଏନ୍.ଏମ୍.): କଟକ ମହାନଗର ଅନ୍ତର୍ଗତ ୪୮ ନମ୍ବର ୱାର୍ଡ଼ ଭୂବନପୁରସ୍ଥିତ କେନ୍ଦ୍ରାପଡା କେନାଲ ବନ୍ଧ ରାସ୍ତା ଉପରେ କୁଢ କୁଢ ଅଳିଆ ଆବର୍ଜନା ଗଦା ହୋଇଥିବା ଦେଖିବାକୁ ମିଳିଛି । ଏହି ୱାର୍ଡଟିକୁ ବର୍ଷାଦିନ ପୂର୍ବରୁ ଡ୍ରେନ ସଫା, ଅଳିଆ ଆବର୍ଜନା ଉଠାଇବା, ରାସ୍ତା କଡରୁ ଅନାବନା ଗଛ ଲତା କଟା ଯିବା ଓ ରାସ୍ତାଘାଟ ସଫା କରାଯିବା ଭଳି କାମ ଗୁଡିକୁ ଶିଘ୍ର କରାଯିବା ପାଇଁ…
