ନବୀନ ସରକାରରେ ନୂତନ ଇତିହାସ ସବୁ ମନ୍ତ୍ରୀଦେଲେ ଇସ୍ତଫା: ଆସନ୍ତାକାଲି ନୂତନ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ
ନବୀନ ସରକାରରେ ନୂତନ ଇତିହାସ ସବୁ ମନ୍ତ୍ରୀଦେଲେ ଇସ୍ତଫା: ଆସନ୍ତାକାଲି ନୂତନ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଭୁବନେଶ୍ୱର(ଏନ.ଏମ୍.): ଓଡ଼ିଶାରେ ବିଜେଡି ସରକାରରେ ଆଜି ଏକ ନୂତନ ଇତିହାସ ସୃଷ୍ଟି କରିଛି । ବିଜେଡ଼ି ସରକାରରେ ପ୍ରଥମ ଥର ପାଇଁ ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଇସ୍ତଫା ଦେଇଛନ୍ତି ।…












