ସିଏମସି ୪୮ନମ୍ବର ୱାର୍ଡରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତିଙ୍କୁ ଅଭିନନ୍ଦନ
ସିଏମସି ୪୮ନମ୍ବର ୱାର୍ଡରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତିଙ୍କୁ ଅଭିନନ୍ଦନ ଜଗତପୁର(ଏନ୍.ଏମ୍.): ବହୁ ପ୍ରତିକ୍ଷାର ଅନ୍ତ ପରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ହାଇକମାଣ୍ଡ ନିଯୁକ୍ତ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ପୂର୍ବରୁ ରାଜ୍ୟ ଯୁବକଂଗ୍ରେସ…












