କିମ୍ବଦନ୍ତୀ ସ୍ୱର ସାଧକ ସିକନ୍ଦର ଆଲାମଙ୍କ ୮୩ ତମ ଜୟନ୍ତୀ ଉତ୍ସବ

କିମ୍ବଦନ୍ତୀ ସ୍ୱର ସାଧକ ସିକନ୍ଦର ଆଲାମଙ୍କ ୮୩ ତମ ଜୟନ୍ତୀ ଉତ୍ସବ ସିକନ୍ଦର ଆଲାମଙ୍କ ସ୍ମୃତିରେ ସମ୍ମାନ ଲକ୍ଷ ଲକ୍ଷ ସଂଗୀତ ସାଧକଙ୍କୁ ଅନୁପ୍ରାଣିତ କରିବ-ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଏବଂ ସିକନ୍ଦର ଆଲାମ ଫାଉଣ୍ଡେସନର ମିଳିତ ସହଯୋଗରେ ଓଡିଆ ସଂଗୀତ ଜଗତର ସାଲବେଗ ଭାବେ କଥିତ ମହମ୍ମଦ ସିକନ୍ଦର ଆଲାମଙ୍କର ୮୩ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ…

Read More

ଆଡ଼ମିସନକୁ ମନା କରୁଥିବା ସ୍କୁଲକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସ୍ୱୀକୃତି ପ୍ରତ୍ୟାହାର ଚିଠି

ଆନ୍ଦୋଳନ ସ୍ଥଗିତ ରଖିଲା ଓଡିଶା ଅଭିଭାବକ ମହାସଂଘ ଆଡ଼ମିସନକୁ ମନା କରୁଥିବା ସ୍କୁଲକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସ୍ୱୀକୃତି ପ୍ରତ୍ୟାହାର ଚିଠି ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୦୯ଶିକ୍ଷା ଅଧିକାର ଆଇନ ଅନୁଯାଇ ଅବହେଳିତ ଶ୍ରେଣୀର ପିଲାଙ୍କ ପାଇଁ ସବୁ ସ୍କୁଲରେ ୨୫ପ୍ରତିଶତ ସିଟ ସଂରକ୍ଷଣ ବ୍ୟବସ୍ଥା ରହିଛି । ହେଲେ ଓଡିଶା ଅଭିଭାବକ ମହାସଂଘର ବହୁ ବାର ଧାରଣା, ଧର୍ମଘଟ, ଅନଶନ ପରେ ଗତବର୍ଷ ଏହି ଆଇନ କାର୍ଯ୍ୟକାରୀ ହୋଇ ମାତ୍ର ୫ ହଜାର ପିଲା ଆଡ଼ମିସନ କରିଥିଲେ ।…

Read More

ଚୌଦ୍ୱାର ଶିଶୁ ମନ୍ଦିରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ

ଚୌଦ୍ୱାର ଶିଶୁ ମନ୍ଦିରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଶିଶୁ ମନ୍ଦିରରେ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ ସହିତ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶିଶୁମନ୍ଦିର ସଭାପତି ସ୍ୱପ୍ନା ନାୟକଙ୍କ ପୌରହିତ୍ୟରେ ଇମ୍ଫା ଶିଳ୍ପ ସଂସ୍ଥା ଦ୍ୱାରା ନୂତନ ଭାବେ ନିର୍ମାଣ କରାଯାଇଥିବା ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପର ଉଦ୍‌ଘାଟନ କରାଯିବା ସହ ଚଳିତ ଶିକ୍ଷାବର୍ଷରେ ଏ ୱାନରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୮ଜଣ…

Read More

ନକଲି ଜର୍ଦା ଓ ଖେସାରି ଡାଲିକୁ ମାଟିରେ ପୋତିଦେଲା ସିଏମସି

ନକଲି ଜର୍ଦା ଓ ଖେସାରି ଡାଲିକୁ ମାଟିରେ ପୋତିଦେଲା ସିଏମସି କଟକ/ ସାଲେପୁର (ଏନ୍‌.ଏମ୍‌.): ବିଭିନ୍ନ ସମୟରେ କଟକ ସହର ତଥା ଏହାର ଉପକଣ୍ଠ ଅଞ୍ଚଳରେ ବ୍ୟାପକ ନକଲି ସାମଗ୍ରୀ ଜବତ କରାଯାଇଥିଲା । ତେବେ ସେଗୁଡ଼ିକ ଦୀର୍ଘ ଦିନ ଧରି ଥାନା ପରିସରରେ ଗଦାହୋଇ ରହିବା ଦ୍ୱାରା ପରିବେଶ ମଧ୍ୟ ପ୍ରଦୂଷତ ହେଉଥିଲା । ତେଣୁ ଏ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ସିଏମସି ପକ୍ଷରୁ ଜବତ ହୋଇଥିବା ନକଲି ଜର୍ଦା ଏବଂ ଖେଶାରୀ…

Read More

ସାମ୍ବାଦିକଙ୍କ ମାତୃ ବିୟୋଗ

ସାମ୍ବାଦିକଙ୍କ ମାତୃ ବିୟୋଗ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳର ସାମ୍ବାଦିକ ରଞ୍ଜନ କୁମାର ରାଉତଙ୍କ ମାତା ମାଳତୀ ରାଉତ(୭୨)ଙ୍କର ନାନକାର ସ୍ଥିତ ବାସଭବନରେ ହୃତଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତାଃ ରାଉତଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ୱମୀ ବାସୁଦେବ ରାଉତ, ୫ପୁତ୍ର, ୫ବୋହୁ, ଝିଅ ଜ୍ୱାଇଁ, ନାତିନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ପରଲୋକଗତ ଖବର ପାଇ ସ୍ଥନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଏଥି ସହିତ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ,…

Read More

ଦୁର୍ଘଟଣାରେ ମୃତ ସଫେଇ କର୍ମଚାରୀଙ୍କ ପରିବାରକୁ ଭେଟିଲେ ସିଏମସି ମେୟର

ଦୁର୍ଘଟଣାରେ ମୃତ ସଫେଇ କର୍ମଚାରୀଙ୍କ ପରିବାରକୁ ଭେଟିଲେ ସିଏମସି ମେୟର କଟକ(ଏନ୍‌.ଏମ୍‌.): ସିଏମସି ୱାର୍କ ଚାର୍ଜ କର୍ମଚାରୀଙ୍କ ଦୁର୍ଘଟଣାମୃତ୍ୟୁ ହୋଇଥିବାବେଳେ ଆଜି ମେୟର ସୁବାସ ସିଂହ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ବି. ଗୁରୁମୂର୍ତ୍ତି (୫୨) ଗତକାଲି ସିଏମସ ୯ ନମ୍ବର ୱାର୍ଡ଼ ଲେବର କଲୋନୀରେ ଡ୍ରେନ ସଫା କରୁଥିବା ସମୟରେ ପାଚେରୀ ଭୁଶୁଡି ପଡ଼ିଥିଲା । ପାଚେରୀଟି ଭୁଶୁଡ଼ି ପଡ଼ିବା ଯୋଗୁଁ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା ।…

Read More

ନେମାଳ ଅଞ୍ଚଳରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ନେମାଳ ଅଞ୍ଚଳରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ନେମାଳ(ଏନ୍‌.ଏମ୍‌.): କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ସମ୍ପ୍ରତି ରାଜ୍ୟରେ ଆସାମାଜିକ ତଥା ମାଫିଆମାନେ ନିଜର ଅନୈତିକ କାର୍ଯ୍ୟର ସାମ୍ରାଜ୍ୟକୁ ସୁରକ୍ଷିତ ରଖିବା ନିମନ୍ତେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଭଳି ଘଟଣା ବହୁଳ ଭାବେ ଦେଖିବାକୁ ମିଳିଛି । ତେବେ ଏଠାରେ ବାଲି ମାଫିଆଙ୍କ ଆକ୍ରମଣରେ ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ…

Read More

ସିଏମସି ୨୭ନମ୍ବର ୱାର୍ଡ଼ରେ ନୂତନ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ

ସିଏମସି ୨୭ନମ୍ବର ୱାର୍ଡ଼ରେ ନୂତନ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୨୭ନମ୍ବର ୱାର୍ଡ଼ ନିମ ସାହି ଅଞ୍ଚଳରେ ଏକ ରାସ୍ତାକୁ ନୂତନ ଢାଞ୍ଚାରେ ନିର୍ମାଣ କରାଯିବ । ରାସ୍ତାଟି ସମ୍ପୂର୍ଣ୍ଣ ଫ୍ଲେବର ଟାଇଲ ବିଛାଯିବାକୁ ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ କର୍ପୋରେଟର ଇତିଶ୍ରୀ ଦାସଙ୍କ ଦ୍ୱାରା ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାହିର ମୁରବୀ ସମର ନାୟକ, ଲକ୍ଷ୍ମଣ ସାହୁ, ରାମଚନ୍ଦ୍ର ଦାସ,…

Read More

ଭାରତ ବିରୋଧରେ କାର୍ଯ୍ୟ କରୁଥିବା ୭୪୭ ୱେବସାଇଟ୍‌, ୯୪ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି ଦିଆଯାଇଛି: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ଭାରତ ବିରୋଧରେ କାର୍ଯ୍ୟ କରୁଥିବା ୭୪୭ ୱେବସାଇଟ୍‌, ୯୪ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି ଦିଆଯାଇଛି: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ନୂଆଦିଲ୍ଲୀ(ବ୍ୟୁରୋ): ଦେଶରେ କେତେକ ସଂସ୍ଥା ନିଜର ୱେବସାଇଟ, ୟୁଟୁବ ଚ୍ୟାନେଲ ତଥା ସୋସିଆଲ ଆକାଉଣ୍ଟକୁ ବ୍ୟବହାର କରି ମିଥ୍ୟା ଖବର ପ୍ରସାରଣ କରୁଛନ୍ତି । ଫଳରେ ଦେଶରେ ଅସନ୍ତୋଷ ବୃଦ୍ଧି ପାଇବା ସହ ସାମ୍ପ୍ରଦାୟିକ ଦଙ୍ଗା ଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ଏସବୁ ଉପରେ ଅଙ୍କୁଶ ଲଗାଇବା ତଥା ଦେଶ…

Read More

ମହାନଦୀକୁ ଡେଇଁ ଯୁବକ ନିଖୋଜ

ମହାନଦୀକୁ ଡେଇଁ ଯୁବକ ନିଖୋଜ ସାଲେପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ସାଲେପୁର ବ୍ଲକ ତଥା ଜଗତପୁର ଥାନା ଅଞ୍ଚଳରେ ଜଣେ ଯୁବକ ମହାନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସଂଧ୍ୟା ସୁଦ୍ଧା ଯୁବକଙ୍କ କୌଣସି ପତ୍ତା ମିଳିନଥିଲା । ତେବେ ଯୁବକ ଜଣକ କାହିଁକି ମହାନଦୀକୁ ଡେଇଁଲେ ତାହାର କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ପ୍ରାପ୍ତ ଖବର ଅନୁଯାୟୀ,…

Read More

ଜଗତପୁର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ: କୁହୁଳୁଛି ଅସନ୍ତୋଷ

ଜଗତପୁର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ: କୁହୁଳୁଛି ଅସନ୍ତୋଷ ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ବିଭିନ୍ନ ପ୍ରକଳ୍ପ ହେବା ନେଇ ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ମହାନଗର ଅନ୍ତର୍ଗତ ଜଗତପୁର ଗୟାନାଛକ ଠାରୁ ଗୋଲେଇଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରିବା ନିମନ୍ତେ ରାସ୍ତା କଡରେ ଖୋଲା ଯାଇଥିବା ଦୋକାନ ବଜାର ଗୁଡିକୁ ୩ ଗୋଟି ଡୋଜର ଲଗାଇ ଉଚ୍ଛେଦ କରାଯାଇଛି । ତେବେ ଏହି ଉଚ୍ଛେଦ ସମୟରେ ବ୍ୟବସାୟୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ…

Read More

ଦ୍ରୌପଦୀଙ୍କ ଲମ୍ବା ଯାତ୍ରା: କାଉନସିଲରରୁ ରାଷ୍ଟ୍ରପତି

ଦ୍ରୌପଦୀଙ୍କ ଲମ୍ବା ଯାତ୍ରା: କାଉନସିଲରରୁ ରାଷ୍ଟ୍ରପତି ୨୫ରେ ଶପଥ ସମାରୋହ, ଦିଲ୍ଲୀ ଯିବେ ନବୀନ ଭୁବନେଶ୍ୱର(ଏନ୍‌.ଏମ୍‌.): ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ । ଏହି ଶପଥ ସମାରୋହରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୩ ତାରିଖରେ ନୂଆଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ…

Read More