ସାଲେପୁରରେ ବିଧାୟକଙ୍କ ଦ୍ୱାରା ବୃକ୍ଷରୋପଣ
ସାଲେପୁରରେ ବିଧାୟକଙ୍କ ଦ୍ୱାରା ବୃକ୍ଷରୋପଣ [caption id="attachment_5768" align="alignnone" width="300"] Biswajit dalai (Salepur)[/caption] ସାଲେପୁର(ଏନ୍.ଏମ୍.): ସମ୍ପ୍ରତି ପରିବେଶ ସନ୍ତୁଳନ ନିମନ୍ତେ ବୃକ୍ଷରୋପଣ ଅପରିହାର୍ଯ୍ୟ ହୋଇ ପଡ଼ିଛି । ଯଦି ଅଧିକରୁ ଅଧିକ ସବୁଜ ବଳୟ ସୃଷ୍ଟି କରାନଯାଏ ତେବେ ସୃଷ୍ଟି ଧ୍ୱଂସ ପାଇଯିବ ବୋଲି ବହୁ ପରିବେଶ…











