ରାଜଭବନରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରାଜଭବନରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା

ରାଜଭବନରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା [caption id="attachment_5893" align="alignnone" width="300"] News by I&PR Odisha[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟପାଳଙ୍କ ଏଡ଼ିସି ଭାବରେ ଭାରତୀୟ ନୌସେନାର ଲେଫ୍ଟନାଣ୍ଟ ହିମାଂଶୁ ସିଂ ଓ ଓଡ଼ିଶା ପୋଲିସ ସେବାର ଚିନ୍ମୟ ନାୟକ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବତନ ଏଡ଼ିସି…

ଇପିକଲ୍ ଏବଂ ଫିକି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଇପିକଲ୍ ଏବଂ ଫିକି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଇପିକଲ୍ ଏବଂ ଫିକି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ [caption id="attachment_5890" align="alignnone" width="300"] News by I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ଥାନୀୟ ମେ ଫେୟାର ହୋଟେଲ ସମ୍ମିଳନୀ କକ୍ଷଠାରେ ଇପିକଲ ଏବଂ ଫିକି ମଧ୍ୟରେ ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା…

ଫଟୋ ସାମ୍ବାଦିକ ପଦ୍ମଲୋଚନଙ୍କ ମାତୃ ବିୟୋଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଫଟୋ ସାମ୍ବାଦିକ ପଦ୍ମଲୋଚନଙ୍କ ମାତୃ ବିୟୋଗ

ଫଟୋ ସାମ୍ବାଦିକ ପଦ୍ମଲୋଚନଙ୍କ ମାତୃ ବିୟୋଗ କଟକ(ଏନ୍‌.ଏମ୍‌.): ବରିଷ୍ଠ ଫଟୋ ସାମ୍ବାଦିକ ପଦ୍ମଲୋଚନ ମିଶ୍ରଙ୍କ ମାତା ସୁହାଗିନୀ ମିଶ୍ରଙ୍କ ଜୁଲାଇ ୨୭ତାରିଖ ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା । ସେ ବରିଷ୍ଠ ଫଟୋ ସାମ୍ବାଦିକ ଉମାପ୍ରସାଦ…

୩୦ ଦିନ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ଆଦେଶ ପତ୍ର ମିଳିବ : ପ୍ରଧାନ ମହାଲେଖାକାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୩୦ ଦିନ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ଆଦେଶ ପତ୍ର ମିଳିବ : ପ୍ରଧାନ ମହାଲେଖାକାର

୩୦ ଦିନ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ଆଦେଶ ପତ୍ର ମିଳିବ : ପ୍ରଧାନ ମହାଲେଖାକାର [caption id="attachment_5883" align="alignnone" width="300"] News by Dillip Kumar Muduli (BBSR)[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ…

ଶିଶୁ ଅଧିକାର ସୁରକ୍ଷା ନେଇ ରାଜ୍ୟସ୍ତରୀୟ ଟ୍ୟାକ୍ସଫୋର୍ସ ବୈଠକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶିଶୁ ଅଧିକାର ସୁରକ୍ଷା ନେଇ ରାଜ୍ୟସ୍ତରୀୟ ଟ୍ୟାକ୍ସଫୋର୍ସ ବୈଠକ

ଥଇଥାନ ହେବେ ରାସ୍ତାକଡର ଶିଶୁ ଶିଶୁ ଅଧିକାର ସୁରକ୍ଷା ନେଇ ରାଜ୍ୟସ୍ତରୀୟ ଟ୍ୟାକ୍ସଫୋର୍ସ ବୈଠକ [caption id="attachment_5880" align="alignnone" width="300"] News by I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତର ଏକ ପ୍ରମୁଖ ରାଜ୍ୟ ଭାବରେ ଓଡିଶା, ଶିଶୁ ଅଧିକାର ବିଧେୟକକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ ହୋଇ କାର୍ଯ୍ୟ…

ଆରପିଏଫ ଅଧିକାରୀଙ୍କ ଯୋଗୁଁ ସମ୍ଭାବ୍ୟ ମୁତ୍ୟୁ ମୁଖରୁ ବର୍ତ୍ତିଗଲା ମା’ ଓ ଶିଶୁଙ୍କ ଜୀବନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆରପିଏଫ ଅଧିକାରୀଙ୍କ ଯୋଗୁଁ ସମ୍ଭାବ୍ୟ ମୁତ୍ୟୁ ମୁଖରୁ ବର୍ତ୍ତିଗଲା ମା’ ଓ ଶିଶୁଙ୍କ ଜୀବନ

ଆରପିଏଫ ଅଧିକାରୀଙ୍କ ଯୋଗୁଁ ସମ୍ଭାବ୍ୟ ମୁତ୍ୟୁ ମୁଖରୁ ବର୍ତ୍ତିଗଲା ମା’ ଓ ଶିଶୁଙ୍କ ଜୀବନ କଟକ(ଏନ୍‌.ଏମ୍‌.): କଟକ ରେଳଷ୍ଟେସନରେ ଆରପିଏଫ ଜବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମ୍ଭାବ୍ୟ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି ମା’ ଓ ଶିଶୁଙ୍କ ଜୀବନ । ତେବେ ଆରପିଏଫ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଯୋଗୁଁ ସାଧାରଣରେ…

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଚିତାଲାଗି
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଚିତାଲାଗି

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଚିତାଲାଗି [caption id="attachment_5873" align="alignnone" width="300"] News by B. Mishra (Puri)[/caption] ପୁରୀ(ଏନ୍‌.ଏମ୍‌.): ଶ୍ରାବଣ ମାସରେ ଚିତାଲାଗି ଅମାବାସ୍ୟାରେ ଭଗବାନ ଶ୍ରୀଧରଙ୍କ ପୂଜାର୍ଚ୍ଚନା କଲେ ସେହି ବ୍ୟକ୍ତିର ପାପ କ୍ଷୟ ହେବା ସହ ତା' ଗୃହରେ ବିପତ୍ତି ପଡ଼ିନଥାଏ ବୋଲି ପଦ୍ମପୁରାଣରେ ଉଲ୍ଲେଖ ରହିଛି…

ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସର ବିକ୍ଷୋଭ
Slider ଅପରାଧ ପପୁଲାର ନିଓଜ ମନୋରଞ୍ଜନ ରାଜନୀତି ରାଜ୍ୟ

ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସର ବିକ୍ଷୋଭ

ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସର ବିକ୍ଷୋଭ [caption id="attachment_5870" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼ (ଏନ୍‍.ଏମ୍‍.): ବହୁ ଚର୍ଚ୍ଚିତ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାର ଉପଯୁକ୍ତ ତଦନ୍ତ ଓ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସ ଦଳ…

ପୁରୀରେ ବିଦ୍ୟୁତ ମହୋତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପୁରୀରେ ବିଦ୍ୟୁତ ମହୋତ୍ସବ

ପୁରୀରେ ବିଦ୍ୟୁତ ମହୋତ୍ସବ [caption id="attachment_5867" align="alignnone" width="300"] News by Ajit Kumar Mallick (Konark)[/caption] କୋଣାର୍କ (ଏନ୍‍.ଏମ୍‍.): ବିଦ୍ୟୁତର ସଦବ୍ୟବହାର ଓ ବିଦ୍ୟୁତ ସଞ୍ଚୟ ନେଇ ପ୍ରତ୍ୟେକ ଜନସାଧାରଣ ସଚେତନ ହେଲେ, ଭବିଷ୍ୟତ ପାଇଁ ଶକ୍ତି ସଞ୍ଚୟ କରାଯାଇ ପାରିବ ବୋଲି ପୁରୀ ବିଧାୟକ ଜୟନ୍ତ…

ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ

ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ [caption id="attachment_5864" align="alignnone" width="300"] News by Biswajit Dalai (Salepur)[/caption] ସାଲେପୁର(ଏନ୍‍.ଏମ୍‍.): କଟକ ଜିଲ୍ଲା ସାଲେପୁର ଥାନା ଧର୍ମାଗତପୁର ଗ୍ରାମର ଜଣେ ଯୁବକ ଚାକିରୀ କରିବାକୁ ଯାଇ ୪ବର୍ଷ ଧରି ଘରକୁ ନଫେରିବା ନେଇ ପରିବାର ଲୋକେ ଭାଙ୍ଗି…

ଜେ.କେ. ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ଠିକାଦାର ସମ୍ମିଳନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜେ.କେ. ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ଠିକାଦାର ସମ୍ମିଳନୀ

ଜେ.କେ. ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ଠିକାଦାର ସମ୍ମିଳନୀ [caption id="attachment_5861" align="alignnone" width="300"] News From Kanhu charan Panda (Jagatpur)[/caption] ଜଗତପୁର(ଏନ୍‍.ଏମ୍‍.): ଜଗତପୁର ଆଇ.ବି.ରୋଡସ୍ଥିତ ଶତପଥି ଏଜେନ୍ସି କାର୍ଯ୍ୟାଳୟରେ ଜେ.କେ. ଲକ୍ଷ୍ମୀ ସିମେଣ୍ଟ କମ୍ପାନୀ ପକ୍ଷରୁ ଏକ ଠିକାଦାର ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…

ଆରପାରିରେ ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ରାଜୁ ସିଂହ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆରପାରିରେ ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ରାଜୁ ସିଂହ

ଆରପାରିରେ ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ରାଜୁ ସିଂହ [caption id="attachment_5858" align="alignnone" width="300"] News By Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଶ୍ରମିକ ନେତା, ସମାଜବାଦୀ ଚିନ୍ତାଧାରାର ବ୍ୟକ୍ତିତ୍ୱ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ହୃଦଘାତ ଯୋଗୁ ପରଲୋକ ହୋଇଯାଇଛି ।…