ନ୍ୟୁଡ୍ କଲ୍ ମାଧ୍ୟମରେ ସାଇବର ଠକେଇ କରିବା ଅଭିଯୋଗରେ ରାଜସ୍ଥାନରୁ ୨ଗିରଫ
ନ୍ୟୁଡ୍ କଲ୍ ମାଧ୍ୟମରେ ସାଇବର ଠକେଇ କରିବା ଅଭିଯୋଗରେ ରାଜସ୍ଥାନରୁ ୨ଗିରଫ #କଟକ(ଏନ୍.ଏମ୍.): ନ୍ୟୁଡ କଲ କରି ଲୋକଙ୍କୁ ଠକୁଥିବା ଅଭିଯୋଗରେ ଆଜି କମିଶନରେଟ ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ରାଜସ୍ଥାନ ଭରତପୁରରୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ନଗଦ ଲକ୍ଷେ ଟଙ୍କା ଓ ବହୁ ମୋବାଇଲ୍ ଜବତ ହୋଇଛି । ଏମାନେ ନ୍ୟୁଡ୍ କଲ୍ କରି ଜଣେ ବୟସ୍କ ଲୋକଙ୍କୁ ଠକିଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ନ୍ୟୁଡ୍…
