ଟାଙ୍ଗୀ ଚୌଦ୍ୱାର ବ୍ଲକରେ ଅକ୍ଷିମୁଠି ଅନୁକୂଳ
ଟାଙ୍ଗୀ ଚୌଦ୍ୱାର ବ୍ଲକରେ ଅକ୍ଷିମୁଠି ଅନୁକୂଳ #ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଟାଙ୍ଗୀ ଚୌଦ୍ୱାର ବ୍ଲକ୍ର ବିଭିନ୍ନ ସ୍ଥାନରେ କୃଷକମାନେ ଅକ୍ଷିମୁଠି ପକାଇଛନ୍ତି । ବିଶେଷ କରି ସ୍ଥାନୀୟ ଲୋକପ୍ରତିନିଧିମାନେ ଏହି ସବୁ ଅଞ୍ଚଳରେ ସମର୍ଥକଙ୍କ ଗହଣରେ ଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ କ୍ଷେତରେ ବିହନ ଅନୁକୂଳ କରିଥିଲେ । ସ୍ଥାନୀୟ ନଖରା ପଞ୍ଚାୟତ ଓ ଶଙ୍କରପୁର ପଞ୍ଚାୟତରେ ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ଅକ୍ଷିମୁଠି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳୁ ସକାଳୁ ଚୌଦ୍ୱାର ସ୍ଥିତ…
